Jump to content

ଅଶୀତା ଧବନ

ଉଇକିପିଡ଼ିଆ‌ରୁ
(Ashita Dhawanରୁ ଲେଉଟି ଆସିଛି)
ଅଶୀତା ଧବନ
Ashita Dhawan in 2017
ଜନ୍ମ (1980-05-23) ୨୩ ମଇ ୧୯୮୦ (ବୟସ ୪୫)
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୪–ଏବେଯାଏଁ
ଟେଲିଭିଜନ
  • ସପ୍ନା ବାବୁଲ କା...ବିଦାଇ
  • ଲେଡିଜ୍ ସ୍ପେଶାଲ୍
  • ନଜର୍
ବୈବାହିକ-ସାଥୀ
ଶୈଳେଶ ବୁଲାବନି
(m. invalid year)

ଅଶୀତା ଧବନ ଜଣେ ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ । ସେ ନଜର, ସପ୍ନା ବାବୁଲ କା...ବିଦାଇ[]ଲେଡିଜ୍ ସ୍ପେଶାଲ୍[] ଭଳି ହିନ୍ଦୀ ଧାରାବାହିକରେ କାମ କରିବା ପାଇଁ ଜଣାଶୁଣା ।

ଅଭିନୟ ଜୀବନ

[ସମ୍ପାଦନା]

୨୦୦୫ ମସିହାରେ, ସେ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଧାରାବାହିକ ଥିଲା କେଶର, ଯାହାକି ଷ୍ଟାର୍‌ପ୍ଲସ୍‌ରେ ପ୍ରସାରିତ ହେଉଥିଲା ।[] ସେ ନଜର୍, ୟେ ଯାଦୁ ହୈ ଜିନ୍ କା, ସିନ୍ଦୂର କି କୀମତ,[] ଇମ୍‌ଲି, ଧର୍ମପତ୍ନୀ[]ୟେ ରିସ୍ତା କ୍ୟା କେହଲାତା ହୈ ଭଳି ଧାରାବାହିକାରେ ସେ କାମ କରିଛନ୍ତି ।[]

ଅଭିନୀତ ଧାରାବାହିକ

[ସମ୍ପାଦନା]
ବର୍ଷଧାରାବାହିକ/କାର୍ଯ୍ୟକ୍ରମଭୂମିକାମନ୍ତବ୍ୟ
୨୦୦୫କେଶରନେହାପ୍ରଥମ ଧାରାବାହିକ
୨୦୦୭–୨୦୧୦ସପ୍ନା ବାବୁଲ୍ କା...ଦିବାଇମାଳତୀ
୨୦୦୮ଜରା ନାଚ୍‌କେ ଦିଖାପ୍ରତିଯୋଗୀ
୨୦୦୯ଲେଡିଜ୍ ସ୍ପେଶାଲବବ୍‌ଲି
୨୦୧୦–୨୦୧୧ବାବା ଐସୋ ବାର ଢୁଣ୍ଡୋଗୌଶାଳା ଲାଲ
୨୦୧୨ଅଦାଲତମଞ୍ଜୁଳାଅଧ୍ୟାୟଗତ ଭୂମିକା
ନାଚ ବଲିୟେ ୫ପ୍ରତିଯୋଗୀବୁଲାବନୀଙ୍କ ସହିତ
୨୦୧୪ଔର୍ ପ୍ୟାର୍ ହୋ ଗୟାସବ୍ରି
୨୦୧୪–୨୦୧୫ବକ୍ସ କ୍ରିକେଟ୍ ଲିଗ୍ ୧ପ୍ରତିଯୋଗୀରାଓଡି ବାଙ୍ଗାଲୋରର ଖେଳାଳୀ
୨୦୧୬ବକ୍ସ କ୍ରିକେଟ୍ ଲିଗ୍ ୨
୨୦୧୬–୨୦୧୭କାଲା ଟୀକାଚୁଲବୁଲି
ୟେ ୱାଦା ରାହାକାମିନୀ
୨୦୧୮ଖିଚଡ଼ିକୋମଳ
୨୦୧୮–୨୦୨୦ନଜରଚୈତାଳୀ
୨୦୨୦ୟେ ଯାଦୁ ହୈ ଜିନ୍ କା!ନସ୍ରିନ
୨୦୨୧ୟେ ରିସ୍ତା କ୍ୟା କେହଲାତା ହୈଶୀଲା
ଇମ୍‌ଲି
ସିନ୍ଦୂର କି କୀମତଯଶୋଦା ଅୱସ୍ତି
୨୦୨୨–୨୦୨୩ପ୍ୟାର୍ କେ ସାତ ବଚନ ଧର୍ମପତ୍ନୀଡଲି ବିକ୍ରାନ୍ତ ରନ୍ଧାୱା
୨୦୨୩ ନାଗିନ ୬ ଅଶୀତା
୨୦୨୪ କ୍ରଷ୍ଣା ମୋହିନୀ ଶ୍ରିଜୀଲା ଠାକ୍କର

ଅଭିନୀତ ୱେବ୍ ସିରିଜ୍

[ସମ୍ପାଦନା]
ବର୍ଷ ସିରିଜ୍ ଭୂମିକା ମନ୍ତବ୍ୟ
୨୦୨୪ ରାଇସିଙ୍ଘାନି ଭର୍ସେସ୍ ରାଇସିଙ୍ଘାନି ଡଲି ରାଇସିଙ୍ଘାନି

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

୨୦ ଜାନୁଆରୀ ୨୦୧୦ରେ, ସେ ଶୈଳେଶ ଗୁଲାବନିଙ୍କୁ ବିବାହ କରିଥିଲେ ।[] ସେମାନଙ୍କର ଦୁଇଜଣ ସନ୍ତାନ ଅଛନ୍ତି ।[]

  1. "Ashita is in all praise for her director nazar". Oneindia. 9 March 2009. Archived from the original on 21 July 2012. Retrieved 19 December 2010.
  2. "The laughter queens". The Telegraph (Kolkata). 30 August 2009. Archived from the original on 19 September 2012. Retrieved 19 December 2010.
  3. "Ashita Dhawan: "I Love To Challenge Myself"". Koimoi (in ଆମେରିକୀୟ ଇଂରାଜୀ). 2018-07-17. Retrieved 2023-02-19.
  4. "Popular TV actress Ashita Dhawan talks to us about her latest show Sindoor Ki Keemat on Dangal TV. Read on". Tribuneindia News Service (in ଇଂରାଜୀ). Retrieved 2023-02-19.
  5. Rajesh, Srividya (2022-11-25). "Ashita Dhawan bags Colors show Dharam Patnii". IWMBuzz (in ଆମେରିକୀୟ ଇଂରାଜୀ). Retrieved 2023-02-19.
  6. "If given a choice, I would migrate to the mountains: Ashita Dhawan". IWMBuzz (in ଆମେରିକୀୟ ଇଂରାଜୀ). 2022-12-28. Retrieved 2023-02-19.
  7. "Shailesh and Ashita Gulabani celebrate their 4th wedding anniversary". Telly Chakkar. 20 January 2014.
  8. "Shailesh and Ashita's twins make an appearance". The Times of India. 5 May 2013.

ବାହାର ଲିଙ୍କ୍

[ସମ୍ପାଦନା]