Jump to content

ଅରୁଣ ରଞ୍ଜନ ମିଶ୍ର

ଉଇକିପିଡ଼ିଆ‌ରୁ
(Arun Ranjan Mishraରୁ ଲେଉଟି ଆସିଛି)
ଅରୁଣ ରଞ୍ଜନ ମିଶ୍ର
ଜନ୍ମ (1959-01-02) ୨ ଜାନୁଆରୀ ୧୯୫୯ (ବୟସ ୬୫)
ହଳଦିଆ, ଖୋର୍ଦ୍ଧା
ଜାତୀୟତାଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୨୩

ଅରୁଣ ରଞ୍ଜନ ମିଶ୍ର (ଜନ୍ମ: ୦୨ ଜାନୁଆରୀ ୧୯୫୯) ଜଣେ ସଂସ୍କୃତ ଅଧ୍ୟାପକ ଓ ଗବେଷକ । ସେ ଶାନ୍ତିନିକେତନ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟଠାରେ ଥିବା ସେଣ୍ଟର ଫର ବୁଦ୍ଧିଷ୍ଟ ଷ୍ଟଡ଼ିଜର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି । ୨୦୨୩ ମସିହାରେ ନିଜ ସଂସ୍କୃତ କବିତା ସଂକଳନ ନିମନ୍ତେ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଥିଲେ ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

୧୯୮୨ ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକୋତ୍ତର, ୧୯୮୫ ମସିହାରେ ପୁନା ବିଶ୍ୱବିଦ୍ୟାଳୟରୁ ଏମଫିଲ ଓ ୧୯୮୮ ମସିହାରେ ପୁନା ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ହାସଲ କରିଥିଲେ ।[]

ପ୍ରକାଶିତ ରଚନାବଳୀ

ଓଡ଼ିଆ

  • ଅରଣ୍ୟର ସ୍ୱନ (କବିତା) ୧୯୯୦, କଲ୍ୟାଣୀ ପବ୍ଲିକେଶନ୍ସ, ଭୁବନେଶ୍ୱର
  • ଚାରିପାଦ ଭୂଇଁ (କବିତା) ୧୯୯୪, ପୁସ୍ତକ ଭଣ୍ଡାର, ବ୍ରହ୍ମ୍ପୁର
  • ପରାସ୍ତ ବସନ୍ତ (କବିତା) ୧୯୯୭, କଲ୍ୟାଣୀ ପବ୍ଲିକେଶନ୍ସ, ଭୁବନେଶ୍ୱର
  • ଅମର୍ତ୍ତ୍ୟ ଅନ୍ଧାର (କବିତା) ୧୯୯୮, ଅନ୍ନପୂର୍ଣ୍ଣା ପବ୍ଲିଶର୍ସ, ବ୍ରହ୍ମ୍ପୁର
  • ଚଳନ୍ତି ପ୍ରତିମା (କବିତା) ୧୯୯୮, ଅନ୍ନପୂର୍ଣ୍ଣା ପବ୍ଲିଶର୍ସ, ବ୍ରହ୍ମ୍ପୁର
  • ମହମ ଘର (କବିତା) ୧୯୯୯, ପ୍ରଭାତ ବୁକ୍ ଷ୍ଟୋର୍, ବ୍ରହ୍ମ୍ପୁର
  • ଇନ୍ଦ୍ରଦ୍ୟୁମ୍ନର ଗାଆଁ (କବିତା) ୨୦୦୧, ମହାଦେବୀ ପବ୍ଲିକେଶନ, ବ୍ରହ୍ମ୍ପୁର
  • ମୌନ ସାମ୍ରାଜ୍ୟର ପ୍ରଜା (କବିତା) ୨୦୧୨, ଅଶା ପୁସ୍ତକାଳୟ, ବ୍ରହ୍ମ୍ପୁର
  • ଅବଶ ଉପତ୍ୟକା (ଗଳ୍ପ) ୧୯୯୩, ପୁସ୍ତକ ଭଣ୍ଡାର, ବ୍ରହ୍ମ୍ପୁର
  • ଜନ୍ମାନ୍ଧର ସ୍ୱପ୍ନ (ଗଳ୍ପ) ୨୦୦୭, ଅନ୍ନପୂର୍ଣ୍ଣା ପବ୍ଲିଶର୍ସ, ବ୍ରହ୍ମ୍ପୁର
  • ଚାଣକ୍ୟ ବଚନ (ଅନୁବାଦ) ୨୦୦୫, ସତ୍-ସାହିତ୍ୟ ପବ୍ଲିକେଶନ, ବାଲେଶ୍ୱର
  • ତିବ୍ବତ ପ୍ରସଙ୍ଗ (ଅନୁବାଦ) ୧୯୯୩, ଭାରତୀୟ ସାହିତ୍ୟ କେନ୍ଦ୍ର, ଭୁବନେଶ୍ୱର

ସସ୍କୃତ

  • ଶୁନ୍ୟେ ମେଘନାଦମ୍
  • ତବ ଜବାଧାର-ମନ୍ମୟ ରେଖାସୁ[] ୨୦୧୮
  • ନେତ୍ରପ୍ରାନ୍ତେ ନିଷ୍ପନ୍ଦ ସମୟଃ[] ୨୦୧୯

ଇଂରାଜୀ

  • Contemporary Sanskrit Writings in Orrisa ୨୦୦୬
  • Indian Tradition of Sabdasakti
  • Nyaya Concept of Cause & Effect Relationship ୨୦୦୮
  • Reflections on Poetics and Aesthetics ୨୦୧୧
  • Pre-Existence of Effect : Refutations by Indian Logicians ୧୯୯୬
  • Bibliography of Nyaya Vaisesika ୧୯୯୩

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର - ୨୦୨୩[] 'ଶୁନ୍ୟେ ମେଘନାଦମ୍' ସଂସ୍କୃତ କବିତା ସଂକଳନ ପାଇଁ
  1. "CURRICULUM VITAE OF ARUN RANJAN MISHRA" (PDF). www.visvabharati.ac.in. visvabharati.ac.in. Archived from the original (PDF) on 24 December 2023. Retrieved 24 December 2023.
  2. ମିଶ୍ର, ଅରୁଣ ରଞ୍ଜନ (୨୦୧୮). Tava Javadhara-manmaya-rekhasu. Kolkata: The Banaras Mercantile Co. ISBN ISBN-978-81-86359-75-3. {{cite book}}: Check |isbn= value: invalid character (help)
  3. Netraprante Nispanda-samayah. The Banaras Mercantile Co, Kolkata. ୨୦୧୯. ISBN ISBN – 978-81-86359-81-8. {{cite book}}: Check |isbn= value: invalid character (help)
  4. "Sahitya Akademi announces Annual Sahitya Akademi Awards in 24 languages 9 Books of Poetry, 6 Novels, 5 Short Stories, 3 Essays and 1 Literary Study won Awards for 2023 Award Presentation function to be held on 12th March 2024 at Kamani Auditorium, New Delhi". www.pib.gov.in. PIB Delhi. Retrieved 24 December 2023.