ଅରୁଣ ରଞ୍ଜନ ମିଶ୍ର
ଦେଖଣା
ଅରୁଣ ରଞ୍ଜନ ମିଶ୍ର | |
---|---|
ଜନ୍ମ | ହଳଦିଆ, ଖୋର୍ଦ୍ଧା | ୨ ଜାନୁଆରୀ ୧୯୫୯
ଜାତୀୟତା | ଭାରତୀୟ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୨୩ |
ଅରୁଣ ରଞ୍ଜନ ମିଶ୍ର (ଜନ୍ମ: ୦୨ ଜାନୁଆରୀ ୧୯୫୯) ଜଣେ ସଂସ୍କୃତ ଅଧ୍ୟାପକ ଓ ଗବେଷକ । ସେ ଶାନ୍ତିନିକେତନ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟଠାରେ ଥିବା ସେଣ୍ଟର ଫର ବୁଦ୍ଧିଷ୍ଟ ଷ୍ଟଡ଼ିଜର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି । ୨୦୨୩ ମସିହାରେ ନିଜ ସଂସ୍କୃତ କବିତା ସଂକଳନ ନିମନ୍ତେ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଥିଲେ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]୧୯୮୨ ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକୋତ୍ତର, ୧୯୮୫ ମସିହାରେ ପୁନା ବିଶ୍ୱବିଦ୍ୟାଳୟରୁ ଏମଫିଲ ଓ ୧୯୮୮ ମସିହାରେ ପୁନା ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ହାସଲ କରିଥିଲେ ।[୧]
ପ୍ରକାଶିତ ରଚନାବଳୀ
ଓଡ଼ିଆ
- ଅରଣ୍ୟର ସ୍ୱନ (କବିତା) ୧୯୯୦, କଲ୍ୟାଣୀ ପବ୍ଲିକେଶନ୍ସ, ଭୁବନେଶ୍ୱର
- ଚାରିପାଦ ଭୂଇଁ (କବିତା) ୧୯୯୪, ପୁସ୍ତକ ଭଣ୍ଡାର, ବ୍ରହ୍ମ୍ପୁର
- ପରାସ୍ତ ବସନ୍ତ (କବିତା) ୧୯୯୭, କଲ୍ୟାଣୀ ପବ୍ଲିକେଶନ୍ସ, ଭୁବନେଶ୍ୱର
- ଅମର୍ତ୍ତ୍ୟ ଅନ୍ଧାର (କବିତା) ୧୯୯୮, ଅନ୍ନପୂର୍ଣ୍ଣା ପବ୍ଲିଶର୍ସ, ବ୍ରହ୍ମ୍ପୁର
- ଚଳନ୍ତି ପ୍ରତିମା (କବିତା) ୧୯୯୮, ଅନ୍ନପୂର୍ଣ୍ଣା ପବ୍ଲିଶର୍ସ, ବ୍ରହ୍ମ୍ପୁର
- ମହମ ଘର (କବିତା) ୧୯୯୯, ପ୍ରଭାତ ବୁକ୍ ଷ୍ଟୋର୍, ବ୍ରହ୍ମ୍ପୁର
- ଇନ୍ଦ୍ରଦ୍ୟୁମ୍ନର ଗାଆଁ (କବିତା) ୨୦୦୧, ମହାଦେବୀ ପବ୍ଲିକେଶନ, ବ୍ରହ୍ମ୍ପୁର
- ମୌନ ସାମ୍ରାଜ୍ୟର ପ୍ରଜା (କବିତା) ୨୦୧୨, ଅଶା ପୁସ୍ତକାଳୟ, ବ୍ରହ୍ମ୍ପୁର
- ଅବଶ ଉପତ୍ୟକା (ଗଳ୍ପ) ୧୯୯୩, ପୁସ୍ତକ ଭଣ୍ଡାର, ବ୍ରହ୍ମ୍ପୁର
- ଜନ୍ମାନ୍ଧର ସ୍ୱପ୍ନ (ଗଳ୍ପ) ୨୦୦୭, ଅନ୍ନପୂର୍ଣ୍ଣା ପବ୍ଲିଶର୍ସ, ବ୍ରହ୍ମ୍ପୁର
- ଚାଣକ୍ୟ ବଚନ (ଅନୁବାଦ) ୨୦୦୫, ସତ୍-ସାହିତ୍ୟ ପବ୍ଲିକେଶନ, ବାଲେଶ୍ୱର
- ତିବ୍ବତ ପ୍ରସଙ୍ଗ (ଅନୁବାଦ) ୧୯୯୩, ଭାରତୀୟ ସାହିତ୍ୟ କେନ୍ଦ୍ର, ଭୁବନେଶ୍ୱର
ସସ୍କୃତ
ଇଂରାଜୀ
- Contemporary Sanskrit Writings in Orrisa ୨୦୦୬
- Indian Tradition of Sabdasakti
- Nyaya Concept of Cause & Effect Relationship ୨୦୦୮
- Reflections on Poetics and Aesthetics ୨୦୧୧
- Pre-Existence of Effect : Refutations by Indian Logicians ୧୯୯୬
- Bibliography of Nyaya Vaisesika ୧୯୯୩
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର - ୨୦୨୩[୪] 'ଶୁନ୍ୟେ ମେଘନାଦମ୍' ସଂସ୍କୃତ କବିତା ସଂକଳନ ପାଇଁ
ଆଧାର
[ସମ୍ପାଦନା]- ↑ "CURRICULUM VITAE OF ARUN RANJAN MISHRA" (PDF). www.visvabharati.ac.in. visvabharati.ac.in. Archived from the original (PDF) on 24 December 2023. Retrieved 24 December 2023.
- ↑ ମିଶ୍ର, ଅରୁଣ ରଞ୍ଜନ (୨୦୧୮). Tava Javadhara-manmaya-rekhasu. Kolkata: The Banaras Mercantile Co. ISBN ISBN-978-81-86359-75-3.
{{cite book}}
: Check|isbn=
value: invalid character (help) - ↑ Netraprante Nispanda-samayah. The Banaras Mercantile Co, Kolkata. ୨୦୧୯. ISBN ISBN – 978-81-86359-81-8.
{{cite book}}
: Check|isbn=
value: invalid character (help) - ↑ "Sahitya Akademi announces Annual Sahitya Akademi Awards in 24 languages 9 Books of Poetry, 6 Novels, 5 Short Stories, 3 Essays and 1 Literary Study won Awards for 2023 Award Presentation function to be held on 12th March 2024 at Kamani Auditorium, New Delhi". www.pib.gov.in. PIB Delhi. Retrieved 24 December 2023.