Jump to content

ଆରତୀ ସାହା

ଉଇକିପିଡ଼ିଆ‌ରୁ
(Arati Sahaରୁ ଲେଉଟି ଆସିଛି)
ଆରତୀ ସାହା
ଆରତୀ ସାହା
ଜନ୍ମ୨୪ ସେପ୍ଟେମ୍ବର ୧୯୪୦
ମୃତ୍ୟୁ୨୩ ଅଗଷ୍ଟ ୧୯୯୪(1994-08-23) (ବୟସ ୫୩)
ଜାତୀୟତାଭାରତୀୟ
ବୃତ୍ତିସନ୍ତରଣ
ପୁରସ୍କାରପଦ୍ମଶ୍ରୀ ୧୯୬୦

ଆରତୀ ଗୁପ୍ତା କିମ୍ବା ସାହା(୨୪ ସେପ୍ଟେମ୍ବର ୧୯୪୦ - ୨୩ ଅଗଷ୍ଟ ୧୯୯୪) ବହୁ ଦୁରତ୍ୱ ସନ୍ତରଣକାରୀ ଥିଲେ। ଜନ୍ମ ପଶ୍ଚିମ ବଙ୍ଗର କଲିକତାଠାରେ ହୋଇଥିଲା, ଆରତୀ ମାତ୍ର ୪ ବର୍ଷ ବୟସରୁ ସନ୍ତରଣ ଅଭ୍ୟାସ ଆରମ୍ଭ କରିଦେଇଥିଲେ ଓ ତାଙ୍କର ଏହି ପ୍ରତିଭା ସଚିନ ନାଗଙ୍କ ଦୃଷ୍ଟି ଆକର୍ଷ କରିଥିଲା। ଇଂଲିଶ ଚ୍ୟାନେଲ ପାରିହୋଇଥିବା ମିହିର ସେନଙ୍କଠାରୁ ପ୍ରେରିତ ହୋଇଥିଲେ । ୧୯୫୯ ମହିହା ସାହା ଏସିଆଭାରତର ଇଂଲିଶ ଚ୍ୟାନେଲ ପାରିହୋଇଥିବା ପ୍ରଥମ ମହିଳା ସନ୍ତରଣକାରୀ ହୋଇଥିଲେ। ୧୯୬୦ ମସିହା ସାହା ପ୍ରଥମ ମହିଳା ଖେଳାଳି ଭାବରେ ପଦ୍ମଶ୍ରୀରେ ପୁରସ୍କୃତ ହୋଇଥିଲେ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଆରତୀ ଏକ ମଧ୍ୟମବର୍ତ୍ତି ପରିବାରରୁ ବାପା ମାଁଙ୍କ ଦୁତୀୟ ସନ୍ତାନ ଥିଲେ। ବାପା ସ୍ଥଳ ସେନାରେ ଚାକିରି କରୁଥିଲେ। ମାତ୍ର ଅଢେଇ ବର୍ଷ ବୟସରେ ନିଜ ମାଆଙ୍କୁ ହରେଇଥିଲେ ।[] ବଡ଼ ଭାଇ ଓ ସାନ ଭଉଣି ମାଁମୁ ଘରେ ପାଳିତ ହେଲେ ଏବଂ ଆରତୀ ନିଜ ଜେଜେମା ଘରେ ରହୁଥିଲେ।[] The 100 metre long lane in front the bust was renamed after her.[]

  1. De, Pradip; Basu, Tapas. "জলকন্যা আরতি সাহা : ইংলিশ চ্যানেলজয়ী প্রথম এশীয় মহিলা" (in Bengali). বাংলা bazar. Archived from the original on 2 April 2015. Retrieved 7 March 2015.
  2. "First Indian Woman to Swim Across English Channel".
  3. 1 2 Dutta, Partha (14 September 2014). "আজ ৭৫, ট্যাক্সি ঢেকে দিচ্ছে আরতির মূর্তি". Ei Samay (in Bengali). Kolkata. Retrieved 7 March 2015.[permanent dead link]