Jump to content

ଅରବିନ୍ଦ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
(Arabinda Pattnaikରୁ ଲେଉଟି ଆସିଛି)
ଅରବିନ୍ଦ ପଟ୍ଟନାୟକ
ଜନ୍ମ (1938-01-19) ୧୯ ଜାନୁଆରୀ ୧୯୩୮ (ବୟସ ୮୬)
ଗ୍ରାମଡ଼ିହ, ଗଙ୍ଗପଡ଼ା, ପୁରୀ
ଜାତୀୟତାଭାରତୀୟ
ପ୍ରସିଦ୍ଧିଓଡ଼ିଆ ପ୍ରାବନ୍ଧିକ ଓ ଗବେଷକ
ପୁରସ୍କାରସାହିତ୍ୟ ଭାରତୀ ସମ୍ମାନ ୨୦୨୨

ଅରବିନ୍ଦ ପଟ୍ଟନାୟକ (ଜନ୍ମ: ୧୯ ଜାନୁଆରୀ ୧୯୩୮) ଜଣେ ଓଡ଼ିଆ ସାହିତ୍ୟିକ ଓ ଗବେଷକ । ସାହିତ୍ୟ ରଚନା ପାଇଁ ସେ ୨୦୨୨ ମସିହାରେ ସାହିତ୍ୟ ଭାରତୀ ସମ୍ମାନ ସମେତ ଅନେକ ସମ୍ମାନ ଓ ପୁରସ୍କାର ଲାଭ କରିଛନ୍ତି ।[]


ସଂକ୍ଷିପ୍ତ ଜୀବନୀ

ସେ ପୁରୀ ଜିଲ୍ଲାର ଗଙ୍ଗପଡ଼ା ଅନ୍ତର୍ଗତ ଗ୍ରାମଡ଼ିହରେ ଜନ୍ମଗ୍ରହଣ କରିଥିଲେ ।

ରଚନାବଳୀ

[ସମ୍ପାଦନା]
  • ସାରଥୀର ଶପଥ (କବିତା)
  • ହେ ଅତୀତ କଥା କହ ୨୦୦୨ (ପ୍ରବନ୍ଧ)
  • ଅୟନାନ୍ତ (ଉପନ୍ୟାସ) ୧୯୯୮
  • ପୁରାଣ ପରମ୍ପରା ଓ ଭାଗବତ (ପଣ୍ଡିତ ନୀଳମଣି ମିଶ୍ର ସ୍ମାରକୀ ଭାଷଣ)
  • ପ୍ରବନ୍ଧରେ ନାନା କଥା ୨୦୦୭ (ପ୍ରବନ୍ଧ)
  • ପରମ୍ପରା ଓ ମୂଲ୍ୟବୋଧ
  • ଓଡ଼ିଶାରେ ଲୋକଧର୍ମର ପରମ୍ପରା ୨୦୧୨
  • ଓଡ଼ିଆ ଲୋକସମାଜର ପ୍ରମୁଖ ପର୍ବପର୍ବାଣି
  • ଓଡ଼ିଆ ଲୋକଦର୍ଶନ ଓ ଲୋକଧାରା
  • ଓଡ଼ିଆ ସାହିତ୍ୟରେ ପୁରାଣ ପରମ୍ପରା
  • ତ୍ରିପର୍ଣ୍ଣା
  • ଠେଙ୍ଗୁଣି ଓ ଅନ୍ୟାନ୍ୟ ପ୍ରସଙ୍ଗ ୧୯୭୧ (ରମ୍ୟରଚନା)
  • ମନ କହୁଛି ଘୋଡ଼ା ଚଢ଼ିବି ୨୦୧୫ (ରମ୍ୟରଚନା)
  • ଓଡ଼ିଆ ଲୋକକଥା (ସଂକଳନ ଓ ସଂପାଦନା) ୧୯୯୬, ୨୦୧୨
  • ଚୟନିକା
  • ଦିନଯାଏ ଦିନ ଆସେ (ଆତ୍ମଜୀବନୀ)
  • ଲୋକସାହିତ୍ୟ ୨୦୦୬
  • ବ୍ରତ ସାହିତ୍ୟ ୧୯୮୨, ୨୦୦୬
  • ଦାଣ୍ଡସୁନ୍ଦର (ଗଳ୍ପ) ୨୦୧୫

ଶିଶୁ ସାହିତ୍ୟ

  • ତଥାପି ଏକାଭଳି
  • ବେଙ୍ଗର ସାହସ ୨୦୦୫
  • ଇଏ ଆମ ପୁରାଣ କଥା ୨୦୦୧
  • ସ୍ୱାଧୀନତା ସଂଗ୍ରାମର କାହାଣୀ ୨୦୦୧
  • ଟିଁଟିଁଆ ଛୋଟ ଚଢ଼େଇଟିଏ ୨୦୦୭
  • Horse Egg & Other Stories
  • Story of a Little Bird & Uncle Tiger
  • ଖୁସିର ସାଥି
  • କାଉରୁ କଣ୍ଢେଇ
  • 'ଅ' ଠାରୁ 'କ୍ଷ'
  • ଓଡ଼ିଶାର ପର୍ବପର୍ବାଣୀ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ସାହିତ୍ୟ ଭାରତୀ ସମ୍ମାନ - ୨୦୨୨ (ଗଙ୍ଗାଧର ରଥ ଫାଉଣ୍ଡେସନ ପ୍ରଦତ୍ତ‌)
  • ସଚ୍ଚି ରାଉତରାୟ ସାରସ୍ୱତ ସମ୍ମାନ - ୨୦୨୨ (ସାରଳା ସାହିତ୍ୟ ସଂସଦ ପ୍ରଦତ୍ତ)[]
  • ନଗେନ୍ଦ୍ରନାଥ ସ୍ମୃତି ସମ୍ମାନ - ୨୦୨୧[]
  • ରାଜଧାନୀ ପୁସ୍ତକମେଳା ପୁରସ୍କାର (ଜୀବନୀ ସାହିତ୍ୟ), ୨୦୨୦[]
  1. "ପ୍ରାବନ୍ଧିକ ଅରବିନ୍ଦ ପଟ୍ଟନାୟକ ପାଇଲେ ସାହିତ୍ୟ ଭାରତୀ ସମ୍ମାନ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 4 March 2023. Retrieved 4 March 2023.
  2. "ଅରବିନ୍ଦ ପଟ୍ଟନାୟକ ପାଇବେ ସଚ୍ଚି ରାଉତରାୟ ସାରସ୍ୱତ ସମ୍ମାନ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 4 March 2023. Retrieved 4 March 2023.
  3. "ବିଶିଷ୍ଟ ଗବେଷକ ଡ. ଅରବିନ୍ଦ ପଟ୍ଟନାୟକ ପାଇଲେ ୪ର୍ଥ ନଗେନ୍ଦ୍ରନାଥ ସମୃତି ସମ୍ମାନ". www.jitmedia.in. jitmedia.in. Archived from the original on 4 March 2023. Retrieved 4 March 2023.
  4. "ରାଜଧାନୀ ପୁସ୍ତକ ମେଳା ପୁରସ୍କାର ଘୋଷଣା". ପ୍ରମେୟ. p. ୧୪. Archived from the original on 16 June 2023. Retrieved 16 June 2023.