ଅନନ୍ତ ଚରଣ ସାଇବାବୁ

ଉଇକିପିଡ଼ିଆ‌ରୁ
(Ananta Charan Sai Babuରୁ ଲେଉଟି ଆସିଛି)
ଅନନ୍ତଚରଣ ସାଇବାବୁ
Born୧୯୧୫
Died୧୯୮୯
Occupationଛଉ ନୃତ୍ୟଗୁରୁ
Parentରାଧାମୋହନ ସାଇବାବୁ
Awardsକେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ଅନନ୍ତ ଚରଣ ସାଇବାବୁ(୧୯୧୫-୧୯୮୯) ଜଣେ ଛଉ ନୃତ୍ୟଗୁରୁ ଥିଲେ ।[୧] ଛଉନାଚ ପାଇଁ ସେ ୧୯୭୧ ମସିହାରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୨] ଅନନ୍ତ ନିଜ ପିତା ରାଧାମୋହନ ସାଇବାବୁଙ୍କଠାରୁ ଛଉ ଶିକ୍ଷାରମ୍ଭ କରି, ପରେ ଗୁରୁ ଦିବାକର ଭଞ୍ଜଦେଓ ଏବଂ ରେଜାକ ଖାନଙ୍କଠାରୁ ମଧ୍ୟ ଶିଖିଥିଲେ । ବାରିପଦାର "ନୃତ୍ୟ ପ୍ରତିଷ୍ଠାନ"ରେ ସେ ମୁଖ୍ୟ ନୃତ୍ୟଗୁରୁ ଭାବରେ ଅନେକ ଛଉ ନୃତ୍ୟଶିଳ୍ପୀ ସୃଷ୍ଟି କରିଥିଲେ ।[୩] ଅନନ୍ତ ୧୯୮୯ ମସିହାରେ ଦେହତ୍ୟାଗ କରିଥିଲେ । ତାଙ୍କ ଅନ୍ତେ ପୁତୁରା ଜନ୍ମେଜୟ ସାଇବାବୁ ଓ ଜନ୍ମେଜୟଙ୍କ ଦୁଇ ପୁଅ ରାଜେଶ[୪] ଏବଂ ରାକେଶ ଛଉନୃତ୍ୟ ଶିକ୍ଷାଦାନରେ ବ୍ରତି ଅଛନ୍ତି ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୭୧[୫]

ଆଧାର[ସମ୍ପାଦନା]

  1. http://www.asianage.com/life/art/070318/time-to-reclassify-chhau-as-classical.html
  2. Sangeet Natak. Sangeet Natak Akademi. 1999.
  3. The Oxford Companion to Indian Theatre by Lol Ananda,Oxford University Press, ISBN 978-0-19-564446-3
  4. https://www.deccanchronicle.com/lifestyle/viral-and-trending/200216/a-dance-form-that-s-also-a-workout.html
  5. http://sangeetnatak.gov.in/sna/Awardees.php?section=all