Jump to content

ଅନନ୍ତ ଚରଣ ମାଝି

ଉଇକିପିଡ଼ିଆ‌ରୁ
(Ananta Charan Majhiରୁ ଲେଉଟି ଆସିଛି)
ଅନନ୍ତ ଚରଣ ମାଝି
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ନିର୍ବାଚନ ମଣ୍ଡଳୀବଇସିଙ୍ଗା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1944-04-29)୨୯ ଅପ୍ରେଲ ୧୯୪୪
ମୃତ୍ୟୁ୨୫ ସେପ୍ଟେମ୍ବର ୨୦୦୬(2006-09-25) (ବୟସ ୬୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀଅନ୍ନପୂର୍ଣ୍ଣା ମାଝି
ବାପା/ବୋଉସାବୁଆ ମାଝି (ବାପା)
ବୃତ୍ତିରାଜନୀତିଜ୍ଞ

ଅନନ୍ତ ଚରଣ ମାଝି (୨୪ ସେପ୍ଟେମ୍ବର ୧୯୪୪ - ୨୫ ସେପ୍ଟେମ୍ବର ୨୦୦୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବଇସିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ଅନନ୍ତ ଚରଣ ମାଝି ୧୯୪୪ ମସିହାର ସେପ୍ଟେମ୍ବର ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସାବୁଆ ମାଝି ଓ ପତ୍ନୀଙ୍କ ନାମ ଅନ୍ନପୂର୍ଣ୍ଣା ମାଝି ।[]

ରାଜନୈତିକ ଜୀବନ

[ସମ୍ପାଦନା]

ଅନନ୍ତ ଚରଣ ମାଝି ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[]

ମୃତ୍ୟୁ

[ସମ୍ପାଦନା]

ଅନନ୍ତ ଚରଣ ମାଝି ୨୦୦୬ ମସିହାର ସେପ୍ଟେମ୍ବର ମାସ ୨୫ ତାରିଖରେ ମୃତ୍ୟବରଣ କରିଥିଲେ ।[] ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା ।

  1. ୧.୦ ୧.୧ ୧.୨ "Shri Ananta Charan Majhi". odishaassembly.nic.in. Odisha Assembly. Retrieved 25 August 2022.