ଅମଳନେର
(Amalner ରୁ ଲେଉଟି ଆସିଛି)
Jump to navigation
Jump to search
Amalner अमळनेर | |
---|---|
city | |
Location in Maharashtra, India | |
ଅବସ୍ଥିତି: 21°03′N 75°03′E / 21.05°N 75.05°ECoordinates: 21°03′N 75°03′E / 21.05°N 75.05°E | |
ଦେଶ | ![]() |
ରାଜ୍ୟ | Maharashtra |
ଜିଲ୍ଲା | Jalgaon |
ଉଚ୍ଚତା | 188 m (617 ft) |
ଜନସଂଖ୍ୟା (2011) | |
• ମୋଟ | ୯୬,୦୦୦ |
ଭାଷା marathi | |
• ସରକାରୀ | Marathi |
IST (UTC+5:30) | |
ପିନ କୋଡ଼ | 425401 |
ଅମଳନେର ଏକ ଭାରତୀୟ ପୌରପାଳିକା (Municipal Council) ଅଟେ । ଏହା ମହାରାଷ୍ଟ୍ରର ଜଲ୍ଗାଓଁ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି[ସମ୍ପାଦନା]
ଅମଳନେର ୨୧.୦୪୩୦ ଉତ୍ତର ଅକ୍ଷାଂଶ ଓ ୭୫.୦୬୦୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଅମଳନେର ସହରର ମୋଟ ଜନସଂଖ୍ୟା ୯୧୪୫୬ ଅଟେ ।[୨] ସେଥି ମଧ୍ୟରୁ ୫୧.୯୪% ଜଣ ପରୁଷ ହୋଇଥିବା ବେଳେ ୪୮.୦୬% ଜଣ ନାରୀ ଅଟନ୍ତି । ଅମଳନେରର ସାକ୍ଷରତା ହାର ୭୨.୮୬% ଅଟେ । ଏହା ଜାତୀୟ ହାର ଠାରୁ ୮.୦୨% ପ୍ରତିଶତ କମ ଅଟେ । ସେଥିରୁ ୪୧.୬୭% ପ୍ରତିଶତ ପୁରୁଷ ଓ ୩୧.୧୯% ନାରୀ ଅଟନ୍ତି । ୧୧.୭୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା[ସମ୍ପାଦନା]
ମରାଠୀ ଅମଳନେରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.