ଅମଳନେର

ଉଇକିପିଡ଼ିଆ ରୁ
(Amalner ରୁ ଲେଉଟି ଆସିଛି)
Jump to navigation Jump to search
Amalner
अमळनेर
city
Amalner is located in Maharashtra
Amalner
Amalner
Location in Maharashtra, India
ଅବସ୍ଥିତି: 21°03′N 75°03′E / 21.05°N 75.05°E / 21.05; 75.05Coordinates: 21°03′N 75°03′E / 21.05°N 75.05°E / 21.05; 75.05
ଦେଶ  India
ରାଜ୍ୟ Maharashtra
ଜିଲ୍ଲା Jalgaon
ଉଚ୍ଚତା 188 m (617 ft)
ଜନସଂଖ୍ୟା (2011)
 • ମୋଟ ୯୬,୦୦୦
ଭାଷା marathi
 • ସରକାରୀ Marathi
IST (UTC+5:30)
ପିନ କୋଡ଼ 425401

ଅମଳନେର ଏକ ଭାରତୀୟ ପୌରପାଳିକା (Municipal Council) ଅଟେ । ଏହା ମହାରାଷ୍ଟ୍ରର ଜଲ୍‌‌ଗାଓଁ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଅମଳନେର ୨୧.୦୪୩୦ ଉତ୍ତର ଅକ୍ଷାଂଶ ଓ ୭୫.୦୬୦୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଅମଳନେର ସହରର ମୋଟ ଜନସଂଖ୍ୟା ୯୧୪୫୬ ଅଟେ ।[୨] ସେଥି ମଧ୍ୟରୁ ୫୧.୯୪% ଜଣ ପରୁଷ ହୋଇଥିବା ବେଳେ ୪୮.୦୬% ଜଣ ନାରୀ ଅଟନ୍ତି । ଅମଳନେରର ସାକ୍ଷରତା ହାର ୭୨.୮୬% ଅଟେ । ଏହା ଜାତୀୟ ହାର ଠାରୁ ୮.୦୨% ପ୍ରତିଶତ କମ ଅଟେ । ସେଥିରୁ ୪୧.୬୭% ପ୍ରତିଶତ ପୁରୁଷ ଓ ୩୧.୧୯% ନାରୀ ଅଟନ୍ତି । ୧୧.୭୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ମରାଠୀ ଅମଳନେରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]