ଆଡେନୋସିନ

ଉଇକିପିଡ଼ିଆ‌ରୁ
ଆଡେନୋସିନ
Clinical data
Trade namesAdenocard; Adenocor; Adenic; Adenoco; Adeno-Jec; Adenoscan; Adenosin; Adrekar; Krenosin
SynonymsSR-96225
AHFS/Drugs.commonograph
Pregnancy
category
  • C
Routes of
administration
Intravenous[୧]
Legal status
Legal status
  • ℞ (Prescription only)
Pharmacokinetic data
BioavailabilityRapidly cleared from circulation via cellular uptake
Protein bindingNo
MetabolismRapidly converted to inosine and adenosine monophosphate
Onset of action<40 sec[୧]
Elimination half-lifecleared plasma <30 seconds; half-life <10 seconds
Duration of action1 to 2 min[୧]
Excretioncan leave cell intact or can be degraded to hypoxanthine, xanthine, and ultimately uric acid
Identifiers
  • (2R,3R,4S,5R)-2-(6-amino-9H-purin-9-yl)-5-(hydroxymethyl)oxolane-3,4-diol
ECHA InfoCard100.000.354 Edit this at Wikidata
Chemical and physical data
FormulaC10H13N5O4
Molar mass୨୬୭.୨୫ g·mol−1
3D model (JSmol)
  • n2c1c(ncnc1n(c2)[C@@H]3O[C@@H]([C@@H](O)[C@H]3O)CO)N
  • InChI=1S/C10H13N5O4/c11-8-5-9(13-2-12-8)15(3-14-5)10-7(18)6(17)4(1-16)19-10/h2-4,6-7,10,16-18H,1H2,(H2,11,12,13)/t4-,6-,7-,10-/m1/s1 checkY
  • Key:OIRDTQYFTABQOQ-KQYNXXCUSA-N checkY
  (verify)

ଆଡେନୋସିନ ହେଉଛି ସ୍ତନ୍ୟପାୟୀ ପ୍ରାଣୀମାନଙ୍କରେ ମିଳୁଥିବା ଏକ ରାସାୟନିକ ପଦାର୍ଥ ଯାହା ଏକ ଔଷଧ ଭାବରେ ମଧ୍ୟ ବ୍ୟବହୃତ ହୁଏ । [୨] [୩] ଔଷଧ ଭାବରେ ଏହା କେତେକ ପ୍ରକାରର ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡିଆର ଚିକିତ୍ସା କିମ୍ବା ନିରାକରଣ ପାଇଁ ବ୍ୟବହୃତ ହୁଏ ଯାହା ଭାଗାଲ ମାନୋଭର ସହିତ ଉନ୍ନତି କରେ ନାହିଁ । [୪] ଏହା ସାଧାରଣତଃ ଶିରାରେ ଦ୍ରୁତ ଇଞ୍ଜେକ୍ସନ୍ ଆକାରରେ ଦିଆଯାଏ । [୪] ଏହାର ପ୍ରଭାବ ଆରମ୍ଭ ୪୦ ସେକେଣ୍ଡ ମଧ୍ୟରେ ଆରମ୍ଭ ହୁଏ ଏବଂ ଏହାର ପ୍ରଭାବ ୨ ମିନିଟରୁ କମ୍ ସମୟ ପର୍ଯ୍ୟନ୍ତ ରହିଥାଏ । [୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଛାତି ଯନ୍ତ୍ରଣା, ଦୁର୍ବଳ ଅନୁଭବ, ଅଣନିଶ୍ୱାସ ଏବଂ ଚର୍ମ ଝିମ ଝିମ ହୋଇପାରେ । [୪] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଖରାପ ଡିସାଅରିଦମିଆ ଏବଂ ନିମ୍ନ ରକ୍ତଚାପ ଅନ୍ତର୍ଭୁକ୍ତ ହୋଇପାରେ । [୪] ଯଦିଓ ଏହା ଗର୍ଭାବସ୍ଥାରେ ବ୍ୟବହୃତ ହୋଇପାରେ, ନିରାପତ୍ତା ସଂପୂର୍ଣ୍ଣ ସ୍ପଷ୍ଟ ନୁହେଁ ।[୫] ଆଡେନୋସାଇନ୍ ହେଉଛି ଆରଏନଏ (RNA) ପାଇଁ ଚାରୋଟି ନ୍ୟୁକ୍ଲିଓସାଇଡ୍ ବିଲଡିଂ ବ୍ଲକ ମଧ୍ୟରୁ ଗୋଟିଏ । [୨] ଏହା ଫ୍ରିକ୍ୱେନ୍ସି ବା ଆବୃତି ହ୍ରାସ କରି କାର୍ଯ୍ୟକ୍ଷମ ହୁଏ ଯାହାଦ୍ୱାରା ବୈଦ୍ୟୁତିକ ସଙ୍କେତ ହୃଦୟର ଏଭି (AV) ନୋଡ ଦେଇ ଯାଇପାରେ । [୪]

୧୯୮୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଆଡେନୋସାଇନ୍ ଅନୁମୋଦିତ ହୋଇଥିଲା। [୪] ଏହା ଅବଶ୍ୟ ୧୯୨୦ ଦଶକରୁ ଜୀବନ୍ତ ପ୍ରଣାଳୀ ମଧ୍ୟରେ ଅଧ୍ୟୟନ କରାଯାଇଛି । [୨] ଏକ ସାଧାରଣ ଔଷଧ ଭାବରେ ଆଡେନୋସାଇନ୍ ଉପଲବ୍ଧ ଅଟେ । [୬] ଏହା ମହଙ୍ଗା ନୁହେଁ । [୭] ଯୁକ୍ତରାଜ୍ୟରେ ୨୦୨୦ରେ ୬ ମିଗ୍ରା ମାତ୍ରାର ମୂଲ୍ୟ ପ୍ରାୟ ଏକ ପାଉଣ୍ଡ ଥାଏ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Aehlert, Barbara J. (2015). ECGs Made Easy - E-Book (in ଇଂରାଜୀ). Elsevier Health Sciences. p. 116. ISBN 978-0-323-39150-4. Archived from the original on 27 August 2021. Retrieved 29 September 2020.
  2. ୨.୦ ୨.୧ ୨.୨ Adenosine Receptors in Neurology and Psychiatry (in ଇଂରାଜୀ). Academic Press. 2014. p. XV. ISBN 978-0-12-801318-2. Archived from the original on 2021-08-27. Retrieved 2020-09-28.
  3. Index Nominum 2000: International Drug Directory. Taylor & Francis. 2000. pp. 18–. ISBN 978-3-88763-075-1. Archived from the original on 2016-05-04. Retrieved 2016-01-05.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Adenosine". The American Society of Health-System Pharmacists. Archived from the original on December 23, 2014. Retrieved Sep 27, 2020.
  5. "Adenosine Use During Pregnancy". Drugs.com (in ଇଂରାଜୀ). Archived from the original on 5 December 2020. Retrieved 28 September 2020.
  6. ୬.୦ ୬.୧ BNF 79. London: Pharmaceutical Press. March 2020. p. 110. ISBN 978-0857113658.
  7. Hitchings, Andrew; Lonsdale, Dagan; Burrage, Daniel; Baker, Emma (2019). The Top 100 Drugs: Clinical Pharmacology and Practical Prescribing (in ଇଂରାଜୀ) (2nd ed.). Elsevier. pp. 34–35. ISBN 978-0-7020-7442-4. Archived from the original on 2021-05-22. Retrieved 2021-11-09.