୨୦୧୮ ଶୀତକାଳୀନ ପାରାଲିମ୍ପିକ
2018 ଶୀତକାଳୀନ ପାରାଲିମ୍ପିକ, ଯାହା ଅଧିକାରିକ ରୂପେ ୧୨ତମ ପାରାଲିମ୍ପିକ ଖେଳ ଋପେ ଜଣାଯାଏ । ୯ରୁ ୧୮ ମଇର ମଧ୍ୟ ଦକ୍ଷିଣ କୋରିୟାର ପ୍ୟୋଙ୍ଗଚାଙ୍ଗ ନଗରରେ ଆୟୋଜିତ ହେବ । ଏହା ଏକ ଅନ୍ତଃରାଷ୍ଟ୍ରୀୟ ଶୀତକାଳୀନ ଖେଳର ଆୟୋଜନ ଅଟେ ଯାହା ଅନ୍ତଃରାଷ୍ଟ୍ରୀୟ ପାରାଲିମ୍ପିକ ସମିତିଦ୍ୱାରା ଆୟୋଜିତ କରାଯିବ । ଅନ୍ତଃରାଷ୍ଟ୍ରୀୟ ପାରାଲିମ୍ପିକ ସମିତି ଏହି ଆୟୋଜନ ପାଇଁ ୧୫ ଅକ୍ଟୋବର ୨୦୦୯ ମସିହାରେ ତିନି ଦାବିଦାର ପ୍ରାପ୍ତ କରିଥିଲେ । ପ୍ୟୋଙ୍ଗଚାଙ୍ଗ ସହିତ ଫ୍ରେଞ୍ଚ ଆଲ୍ପସରେସ୍ଥିତ ଏନ୍ନେସୀ, ଫ୍ରାନ୍ସ, ଜର୍ମାନୀ (୧୯୭୨ ଗ୍ରୀଷ୍ମ କାଳୀନ ଅଲିମ୍ପିକର ନିମନ୍ତ୍ରକ) ମଧ୍ୟ ଏହି ଆୟୋଜନ ପାଇଁ ନିଜ ପ୍ରସ୍ତାବ ଠୋକିଥିଲେ ।[୧] ୨୨ ଜୁନ ୨୦୧୦ ମସିହାରେ ଏହି ସମସ୍ତ ଦାବେଦାର ନଗର ପ୍ରତିଭାଗୀ ନଗର ଅନୁଶାରେ ବଛାଗଲା । ଜିତିଥିବା ପ୍ରତିଭାଗୀ ନଗରର ଘୋଷଣା ୬ ଜୁନ ୨୦୧୧ ମସିହାରେ ଅନ୍ତଃରାଷ୍ଟ୍ରୀୟ ପାରାଲିମ୍ପିକ ସଂଘର ୧୨୩ତମ ସତ୍ର, ଡରବନ, ଦକ୍ଷିଣ ଆଫ୍ରିକାରେ ହୋଇଥିଲା ।
୨୭ ଅକ୍ଟୋବର ୨୦୧୩ ମସିହାରେ ୨୦୧୮ ଶୀତକାଳୀନ ପାରାଲିମ୍ପିକ ଖେଳର ପ୍ରତୀକ ଚିହ୍ନ ଜାରୀ ହୋଇଥିଲା ଜାହା ୧୬ ମାର୍ଚ୍ଚ ୨୦୧୪ ମସିହାରେ ସୋଚୀ ନଗରଦ୍ୱାରା ନିମନ୍ତ୍ରିତ ନଗରକୁ ଦିଆଗଲା । ଅଭିନେତା "ଲୀ ଦୋଙ୍ଗ ବୁକ"ଙ୍କୁ ଏହି ଖେଳ ପାଇଁ ସମାନିତ ଦୂତ ଋପେ ବଛାଗଲା ।
ଟିକେଟ
[ସମ୍ପାଦନା]2018 ପାରାଲିମ୍ପିକ ଖେଳ ପାଇଁ ଟିକେଟ ମୂଲ୍ୟର ଘୋଷଣା ୮ ଜୁନ ୨୦୧୭ ମସିହାରେ ହୋଇଥିଲା ତଥା ଏହାର ବିକ୍ରୀ ୨୧ ଅଗଷ୍ଟ ୨୦୧୭ରେ ପ୍ରାରମ୍ଭ ହୋଇଥିଲା । [୨] ଖେଳ ପ୍ରତିଯୋଗୀମାନଙ୍କ ପାଇଁ ଟିକେଟର ମୂଲ୍ୟ ₩16,000ରୁ 50,000 (ପାଖାପାଖି $15-45) ମଧ୍ୟରେ ରଖାଗଲା । ଉଦ୍ଘାଟନ ସମାପନ ସମାରୋହ ପାଇଁ ଟିକେଟର ମୂଲ୍ୟ ₩10,000ରୁ ₩140,000 (ପାଖାପାଖି $9-125) ମଧ୍ୟରେ ରଖାଗଲା ।[୩]
19 ଜାନୁଆରୀ 2018 ପର୍ଯ୍ୟନ୍ତ ଖେଳର ଆବାଣ୍ଟିତ 223,353 ଟିକଟ ଗୁଡିକରେ ପାଖାପାଖି 70% ଟିକେଟ ବିକ୍ରୀ ହୋଇ ଯାଇଥିଲା ।[୪] [୫] [୬]
କାର୍ଯ୍ୟକ୍ରମ
[ସମ୍ପାଦନା]ଏହି ସାରଣୀରେ ନୀଳ ଖଣ୍ଡରେ ପ୍ରଦର୍ଶିତ ପ୍ରତିଯୋଗିତାଗୁଡ଼ିକ ଖେଳ ପ୍ରତିଯୋଗିତା ଅଟେ । ହଳଦିଆ ଖଣ୍ଡରେ ପ୍ରଦର୍ଶିତ ପ୍ରତିଯୋଗିତାଗୁଡ଼ିକ ସେହି ଖେଳର ପଦକ ପ୍ରତିଯୋଗିତା ଅଟେ ।[୭]
● | Opening ceremony | Event competitions | Event finals | ● | Closing ceremony |
March 2018 | 9th | 10th | 11th | 12th | 13th | 14th | 15th | 16th | 17th | 18th | Gold Medals |
---|---|---|---|---|---|---|---|---|---|---|---|
Opening Ceremony | ● | ||||||||||
Closing Ceremony | ● | ||||||||||
ଆଲପିନ ସ୍କୀଙ୍ଗ | 6 | 6 | 6 | 3 | 3 | 3 | 3 | 30 | |||
ବ୍ୟାଥଲୋନ | 6 | 6 | 6 | 18 | |||||||
କ୍ସସ-କଣ୍ଟ୍ରି ସ୍କୀଙ୍ଗ | 2 | 4 | 6 | 6 | 2 | 20 | |||||
ଆଇସ ସ୍ଲେଜ ହକୀ | 1 | 1 | |||||||||
ସ୍ନୋବୋର୍ଡିଙ୍ଗ | 5 | 5 | 10 | ||||||||
ହ୍ୱିଲଚେୟାର କରଲିଙ୍ଗ | 1 | 1 | |||||||||
Total | 12 | 8 | 9 | 12 | 9 | 3 | 11 | 10 | 6 | 80 |
ଆଧାର
[ସମ୍ପାଦନା]- ↑ Applicant Cities, ଅନ୍ତଃରାଷ୍ଟ୍ରୀୟ ପରାଲିମ୍ପିକ ସମିତି
- ↑ "PyeongChang 2018 ticket prices announced". www.paralympic.org (in ଇଂଗ୍ରାଜୀ). Retrieved 2017-06-08.
{{cite web}}
: CS1 maint: unrecognized language (link) - ↑ "PyeongChang 2018 Paralympic Winter Games Ticket Prices Announced". Retrieved 2017-06-08.[permanent dead link]
- ↑ "평창패럴림픽 티켓 판매율 0.2%…관심 절실". ୟୋନ୍ହାପନ୍ୟୁଜ. October 27, 2017.
{{cite web}}
: Unknown parameter|trans_title=
ignored (|trans-title=
suggested) (help) - ↑ "Pyeongchang 2018 unveil ticket design and open offline sales in bid to encourage buyers". 9 February 2018. Retrieved 2 April 2018.
- ↑ "Pyeongchang 2018 Olympic ticket sales rise to 61 per cent". Retrieved 9 February 2018.
- ↑ "CoSport – Paralympic Event Tickets". www.cosport.com. Archived from the original on 9 February 2018. Retrieved 9 February 2018.