୨୦୧୮ ଶୀତକାଳୀନ ପାରାଲିମ୍ପିକ

ଉଇକିପିଡ଼ିଆ‌ରୁ
୨୦୧୮ ଶୀତକାଳୀନ ପାରାଲିମ୍ପିକ

2018 ଶୀତକାଳୀନ ପାରାଲିମ୍ପିକ, ଯାହା ଅଧିକାରିକ ରୂପେ ୧୨ତମ ପାରାଲିମ୍ପିକ ଖେଳ ଋପେ ଜଣାଯାଏ । ୯ରୁ ୧୮ ମଇର ମଧ୍ୟ ଦକ୍ଷିଣ କୋରିୟାର ପ୍ୟୋଙ୍ଗଚାଙ୍ଗ ନଗରରେ ଆୟୋଜିତ ହେବ । ଏହା ଏକ ଅନ୍ତଃରାଷ୍ଟ୍ରୀୟ ଶୀତକାଳୀନ ଖେଳର ଆୟୋଜନ ଅଟେ ଯାହା ଅନ୍ତଃରାଷ୍ଟ୍ରୀୟ ପାରାଲିମ୍ପିକ ସମିତିଦ୍ୱାରା ଆୟୋଜିତ କରାଯିବ । ଅନ୍ତଃରାଷ୍ଟ୍ରୀୟ ପାରାଲିମ୍ପିକ ସମିତି ଏହି ଆୟୋଜନ ପାଇଁ ୧୫ ଅକ୍ଟୋବର ୨୦୦୯ ମସିହାରେ ତିନି ଦାବିଦାର ପ୍ରାପ୍ତ କରିଥିଲେ । ପ୍ୟୋଙ୍ଗଚାଙ୍ଗ ସହିତ ଫ୍ରେଞ୍ଚ ଆଲ୍ପସରେସ୍ଥିତ ଏନ୍ନେସୀ, ଫ୍ରାନ୍ସ, ଜର୍ମାନୀ (୧୯୭୨ ଗ୍ରୀଷ୍ମ କାଳୀନ ଅଲିମ୍ପିକର ନିମନ୍ତ୍ରକ) ମଧ୍ୟ ଏହି ଆୟୋଜନ ପାଇଁ ନିଜ ପ୍ରସ୍ତାବ ଠୋକିଥିଲେ ।[୧] ୨୨ ଜୁନ ୨୦୧୦ ମସିହାରେ ଏହି ସମସ୍ତ ଦାବେଦାର ନଗର ପ୍ରତିଭାଗୀ ନଗର ଅନୁଶାରେ ବଛାଗଲା । ଜିତିଥିବା ପ୍ରତିଭାଗୀ ନଗରର ଘୋଷଣା ୬ ଜୁନ ୨୦୧୧ ମସିହାରେ ଅନ୍ତଃରାଷ୍ଟ୍ରୀୟ ପାରାଲିମ୍ପିକ ସଂଘର ୧୨୩ତମ ସତ୍ର, ଡରବନ, ଦକ୍ଷିଣ ଆଫ୍ରିକାରେ ହୋଇଥିଲା ।

୨୭ ଅକ୍ଟୋବର ୨୦୧୩ ମସିହାରେ ୨୦୧୮ ଶୀତକାଳୀନ ପାରାଲିମ୍ପିକ ଖେଳର ପ୍ରତୀକ ଚିହ୍ନ ଜାରୀ ହୋଇଥିଲା ଜାହା ୧୬ ମାର୍ଚ୍ଚ ୨୦୧୪ ମସିହାରେ ସୋଚୀ ନଗରଦ୍ୱାରା ନିମନ୍ତ୍ରିତ ନଗରକୁ ଦିଆଗଲା । ଅଭିନେତା "ଲୀ ଦୋଙ୍ଗ ବୁକ"ଙ୍କୁ ଏହି ଖେଳ ପାଇଁ ସମାନିତ ଦୂତ ଋପେ ବଛାଗଲା ।

ଟିକେଟ[ସମ୍ପାଦନା]

2018 ପାରାଲିମ୍ପିକ ଖେଳ ପାଇଁ ଟିକେଟ ମୂଲ୍ୟର ଘୋଷଣା ୮ ଜୁନ ୨୦୧୭ ମସିହାରେ ହୋଇଥିଲା ତଥା ଏହାର ବିକ୍ରୀ ୨୧ ଅଗଷ୍ଟ ୨୦୧୭ରେ ପ୍ରାରମ୍ଭ ହୋଇଥିଲା । [୨] ଖେଳ ପ୍ରତିଯୋଗୀମାନଙ୍କ ପାଇଁ ଟିକେଟର ମୂଲ୍ୟ 16,000ରୁ 50,000 (ପାଖାପାଖି $15-45) ମଧ୍ୟରେ ରଖାଗଲା । ଉଦ୍ଘାଟନ ସମାପନ ସମାରୋହ ପାଇଁ ଟିକେଟର ମୂଲ୍ୟ ₩10,000ରୁ ₩140,000 (ପାଖାପାଖି $9-125) ମଧ୍ୟରେ ରଖାଗଲା ।[୩]

19 ଜାନୁଆରୀ 2018 ପର୍ଯ୍ୟନ୍ତ ଖେଳର ଆବାଣ୍ଟିତ 223,353 ଟିକଟ ଗୁଡିକରେ ପାଖାପାଖି 70% ଟିକେଟ ବିକ୍ରୀ ହୋଇ ଯାଇଥିଲା ।[୪] [୫] [୬]

କାର୍ଯ୍ୟକ୍ରମ[ସମ୍ପାଦନା]

ଏହି ସାରଣୀରେ ନୀଳ ଖଣ୍ଡରେ ପ୍ରଦର୍ଶିତ ପ୍ରତିଯୋଗିତାଗୁଡ଼ିକ ଖେଳ ପ୍ରତିଯୋଗିତା ଅଟେ । ହଳଦିଆ ଖଣ୍ଡରେ ପ୍ରଦର୍ଶିତ ପ୍ରତିଯୋଗିତାଗୁଡ଼ିକ ସେହି ଖେଳର ପଦକ ପ୍ରତିଯୋଗିତା ଅଟେ ।[୭]

 ●  Opening ceremony      Event competitions      Event finals  ●  Closing ceremony
March 2018  9th 10th 11th 12th 13th 14th 15th 16th 17th 18th Gold
Medals
Opening Ceremony
Closing Ceremony
ଆଲପିନ ସ୍କୀଙ୍ଗ 6 6 6 3 3 3 3 30
ବ୍ୟାଥଲୋନ 6 6 6 18
କ୍ସସ-କଣ୍ଟ୍ରି ସ୍କୀଙ୍ଗ 2 4 6 6 2 20
ଆଇସ ସ୍ଲେଜ ହକୀ 1 1
ସ୍ନୋବୋର୍ଡିଙ୍ଗ 5 5 10
ହ୍ୱିଲଚେୟାର କରଲିଙ୍ଗ 1 1
Total 12 8 9 12 9 3 11 10 6 80

ଆଧାର[ସମ୍ପାଦନା]

  1. Applicant Cities, ଅନ୍ତଃରାଷ୍ଟ୍ରୀୟ ପରାଲିମ୍ପିକ ସମିତି
  2. "PyeongChang 2018 ticket prices announced". www.paralympic.org (in ଇଂଗ୍ରାଜୀ). Retrieved 2017-06-08.{{cite web}}: CS1 maint: unrecognized language (link)
  3. "PyeongChang 2018 Paralympic Winter Games Ticket Prices Announced". Retrieved 2017-06-08.[permanent dead link]
  4. "평창패럴림픽 티켓 판매율 0.2%…관심 절실". ୟୋନ୍ହାପନ୍ୟୁଜ. October 27, 2017. {{cite web}}: Unknown parameter |trans_title= ignored (|trans-title= suggested) (help)
  5. "Pyeongchang 2018 unveil ticket design and open offline sales in bid to encourage buyers". 9 February 2018. Retrieved 2 April 2018.
  6. "Pyeongchang 2018 Olympic ticket sales rise to 61 per cent". Retrieved 9 February 2018.
  7. "CoSport – Paralympic Event Tickets". www.cosport.com. Archived from the original on 9 February 2018. Retrieved 9 February 2018.