୨୦୧୮ ଶୀତକାଳୀନ ପରାଲିମ୍ପିକ

ଉଇକିପିଡ଼ିଆ ରୁ
Jump to navigation Jump to search
୨୦୧୮ ଶୀତକାଳୀନ ପରାଲିମ୍ପିକ
The PyeongChang 2018 Paralympic Winter Games Emblem.svg

2018 ଶୀତକାଳୀନ ପରାଲିମ୍ପିକ, ଯାହା ଅଧିକାରିକ ଋପେ ୧୨ତମ ପରାଲିମ୍ପିକ ଖେଳ ଋପେ ଜଣାଯାଏ । ୯ରୁ ୧୮ ମଇର ମଧ୍ୟ ଦକ୍ଷିଣ କୋରିୟାର ପ୍ୟୋଙ୍ଗଚାଙ୍ଗ ନଗରରେ ଆୟୋଜିତ ହେବ । ଏହା ଏକ ଅନ୍ତଃରାଷ୍ଟ୍ରୀୟ ଶୀତକାଳୀନ ଖେଳର ଆୟୋଜନ ଅଟେ ଯାହା ଅନ୍ତଃରାଷ୍ଟ୍ରୀୟ ପରାଲିମ୍ପିକ ସମିତିଦ୍ୱାରା ଆୟୋଜିତ କରାଯିବ । ଅନ୍ତଃରାଷ୍ଟ୍ରୀୟ ପରାଲିମ୍ପିକ ସମିତି ଏହି ଆୟୋଜନ ପାଇଁ ୧୫ ଅକ୍ଟୋବର ୨୦୦୯ ମସିହାରେ ତିନି ଦାବିଦାର ପ୍ରାପ୍ତ କରିଥିଲେ । ପ୍ୟୋଙ୍ଗଚାଙ୍ଗ ସହିତ ଫ୍ରେଞ୍ଚ ଆଲ୍ପସରେ ସ୍ଥିତ ଏନ୍ନେସୀ, ଫ୍ରାନ୍ସ, ଜର୍ମାନୀ (୧୯୭୨ ଗ୍ରୀଷ୍ମ କାଳୀନ ଅଲିମ୍ପିକର ନିମନ୍ତ୍ରକ) ମଧ୍ୟ ଏହି ଆୟୋଜନ ପାଇଁ ନିଜ ପ୍ରସ୍ତାବ ଠୋକିଥିଲେ ।[୧] ୨୨ ଜୁନ ୨୦୧୦ ମସିହାରେ ଏହି ସମସ୍ତ ଦାବେଦାର ନଗର ପ୍ରତିଭାଗୀ ନଗର ଅନୁଶାରେ ବଛାଗଲା । ଜିତିଥିବା ପ୍ରତିଭାଗୀ ନଗରର ଘୋଷଣା ୬ ଜୁନ ୨୦୧୧ ମସିହାରେ ଅନ୍ତଃରାଷ୍ଟ୍ରୀୟ ପରାଲିମ୍ପିକ ସଂଘର ୧୨୩ତମ ସତ୍ର, ଡରବନ, ଦକ୍ଷିଣ ଆଫ୍ରିକାରେ ହୋଇଥିଲା ।

୨୭ ଅକ୍ଟୋବର ୨୦୧୩ ମସିହାରେ ୨୦୧୮ ଶୀତକାଳୀନ ପରାଲିମ୍ପିକ ଖେଳର ପ୍ରତୀକ ଚିହ୍ନ ଜାରୀ ହୋଇଥିଲା ଜାହା ୧୬ ମାର୍ଚ୍ଚ ୨୦୧୪ ମସିହାରେ ସୋଚୀ ନଗରଦ୍ୱାରା ନିମନ୍ତ୍ରିତ ନଗରକୁ ଦିଆଗଲା । ଅଭିନେତା "ଲୀ ଦୋଙ୍ଗ ବୁକ"ଙ୍କୁ ଏହି ଖେଳ ପାଇଁ ସମାନିତ ଦୂତ ଋପେ ବଛାଗଲା ।

ଟିକେଟ[ସମ୍ପାଦନା]

2018 ପରାଲିମ୍ପିକ ଖେଳ ପାଇଁ ଟିକେଟ ମୂଲ୍ୟର ଘୋଷଣା ୮ ଜୁନ ୨୦୧୭ ମସିହାରେ ହୋଇଥିଲା ତଥା ଏହାର ବିକ୍ରୀ ୨୧ ଅଗଷ୍ଟ ୨୦୧୭ରେ ପ୍ରାରମ୍ଭ ହୋଇଥିଲା । [୨] ଖେଳ ପ୍ରତିଯୋଗୀ ମାନଙ୍କ ପାଇଁ ଟିକେଟର ମୂଲ୍ୟ 16,000ରୁ 50,000 (ପାଖାପାଖି $15-45) ମଧ୍ୟରେ ରଖାଗଲା । ଉଦ୍ଘାଟନ ସମାପନ ସମାରୋହ ପାଇଁ ଟିକେଟର ମୂଲ୍ୟ ₩10,000ରୁ ₩140,000 (ପାଖାପାଖି $9-125) ମଧ୍ୟରେ ରଖାଗଲା ।[୩]

19 ଜାନୁଆରୀ 2018 ପର୍ଯ୍ୟନ୍ତ ଖେଳର ଆବାଣ୍ଟିତ 223,353 ଟିକଟ ଗୁଡିକରେ ପାଖାପାଖି 70% ଟିକେଟ ବିକ୍ରୀ ହୋଇ ଯାଇଥିଲା ।[୪] [୫] [୬]

କାର୍ଯ୍ୟକ୍ରମ[ସମ୍ପାଦନା]

ଏହି ସାରଣୀରେ ନୀଳ ଖଣ୍ଡରେ ପ୍ରଦର୍ଶିତ ପ୍ରତିଯୋଗୀତା ଗୁଡିକ ଖେଳ ପ୍ରତିଯୋଗୀତା ଅଟେ । ହଳଦିଆ ଖଣ୍ଡରେ ପ୍ରଦର୍ଶିତ ପ୍ରତିଯୋଗୀତା ଗୁଡିକ ସେହି ଖେଳର ପଦକ ପ୍ରତିଯୋଗୀତା ଅଟେ ।[୭]

 ●  Opening ceremony      Event competitions      Event finals  ●  Closing ceremony
March 2018  9th 10th 11th 12th 13th 14th 15th 16th 17th 18th Gold
Medals
Opening Ceremony
Closing Ceremony
ଆଲପିନ ସ୍କୀଙ୍ଗ 6 6 6 3 3 3 3 30
ବ୍ୟାଥଲୋନ 6 6 6 18
କ୍ସସ-କଣ୍ଟ୍ରି ସ୍କୀଙ୍ଗ 2 4 6 6 2 20
ଆଇସ ସ୍ଲେଜ ହକୀ 1 1
ସ୍ନୋବୋର୍ଡିଙ୍ଗ 5 5 10
ହ୍ୱିଲଚେୟାର କରଲିଙ୍ଗ 1 1
Total 12 8 9 12 9 3 11 10 6 80

ଆଧାର[ସମ୍ପାଦନା]

  1. Applicant Cities, ଅନ୍ତଃରାଷ୍ଟ୍ରୀୟ ପରାଲିମ୍ପିକ ସମିତି
  2. "PyeongChang 2018 ticket prices announced". www.paralympic.org (in ଇଂଗ୍ରାଜୀ). Retrieved 2017-06-08. 
  3. "PyeongChang 2018 Paralympic Winter Games Ticket Prices Announced". Retrieved 2017-06-08. 
  4. Lua error in ମଡ୍ୟୁଲ:Citation/CS1 at line 3556: bad argument #1 to 'pairs' (table expected, got nil).
  5. "Pyeongchang 2018 unveil ticket design and open offline sales in bid to encourage buyers". 9 February 2018. Retrieved 2 April 2018. 
  6. "Pyeongchang 2018 Olympic ticket sales rise to 61 per cent". Retrieved 9 February 2018. 
  7. "CoSport – Paralympic Event Tickets". www.cosport.com. Retrieved 9 February 2018.