୨୦୧୮ କେରଳ ବନ୍ୟା
| ତାରିଖ | ୨୦୧୮ ଅଗଷ୍ଟ - |
|---|---|
| ଅବସ୍ଥିତି | କେରଳ, ଭାରତ |
| ମୃତ୍ୟୁ | ୩୨୪+ |
| ୱେବସାଇଟ | keralarescue |
୨୦୧୮ କେରଳ ବନ୍ୟା ୨୦୧୮ ମସିହା ଅଗଷ୍ଟ ମାସରେ ମୌସୁମୀ ଯୋଗୁଁ ଭାରତର କେରଳଠାରେ ଅତ୍ୟଧିକ ବର୍ଷା ହେତୁ ହୋଇଥିଲା । ଏଥିରେ ୩୨୪ରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି ଏବଂ ପାଖାପାଖି ୨,୦୦,୦୦୦ରୁ ଅଧିକ ଲୋକଙ୍କୁ ନିରାପଦ ଜାଗାକୁ ସ୍ଥାନାନ୍ତରିତ ହୋଇସାରିଲାଣି ।[୧] ୧୪ଟି ଜିଲ୍ଲାରେ ସତର୍କ ସୂଚନା ଜାରୀ କରାଯାଇଥିଲା ।[୨][୩] ଏକ ଦଶନ୍ଧି ଭିତରେ ଏହି ବନ୍ୟା ଥିଲା କେରଳର ସବୁଠୁ ଅଧିକ ଭୟଙ୍କର ।[୪] ଗତ ୧୦୦ ବର୍ଷ ମଧ୍ୟରେ କେରଳରେ ହୋଇଥିବା ବନ୍ୟା ମଧ୍ୟରେ ଏହା ସବୁଠାରୁ ଭୟଙ୍କର ବୋଲି ବିବେଚନା କରାଯାଉଛି ।[୧]
କେରଳର ୪୨ଟି ବନ୍ଧ ଭିତରୁ ୩୫ଟି ଏବଂ ଏସିଆର ଉଚ୍ଚତମ ତୋରଣ ବନ୍ଧ ଇଡୁକି ଡ୍ୟାମର ପାଞ୍ଚଟି ଯାକ ଦ୍ୱାର ଇତିହାସରେ ପ୍ରଥମ ଥର ପାଇଁ ଖୋଲାଯାଇଥିଲା ।[୫] ୱାୟନାଡ଼ରେ ଭୀଷଣ ବର୍ଷା ହେତୁ ଏହି ପାହାଡ଼ିଆ ଜିଲ୍ଲାଟି ବିଛିନ୍ନ ହୋଇପଡ଼ିଛି ।[୬]
କାରଣ
[ସମ୍ପାଦନା]
କେରଳରେ ମୌସୁମୀ ସମୟରେ ଭୀଷଣ ବର୍ଷା ହୋଇଥାଏ[when?] ଫଳରେ ବନ୍ଧଗୁଡ଼ିକ ଜଳଧାରଣ କ୍ଷମତା ପହଞ୍ଚିଯାଏ । ପ୍ରଥମ ୨୪ ଘଣ୍ଟାରେ{{when|date=August 2018 ରାଜ୍ୟରେ ୩୧୦ ମି.ମି. ବର୍ଷା ହୋଇଥିଲା ।[୭] ପାଖାପାଖି ସମସ୍ତ ବନ୍ଧ ସେବେଠୁ[when?] ଖୋଲାଯାଇଛି ଫଳରେ ନୀଚା ଅଞ୍ଚଳଗୁଡ଼ିକରେ ବନ୍ୟା ହୋଇଥିଲା ।[୮] ରାଜ୍ୟର ପ୍ରଥମ ଥର ପାଇଁ ୪୨ଟି ବନ୍ଧ ଭିତରୁ ୩୫ଟି ଖୋଲାଯାଇଥିଲା ।[୯]
ଜରୁରୀ ହେଲ୍ପଲାଇନ ନମ୍ବର
[ସମ୍ପାଦନା]ମୁଖ୍ୟମନ୍ତ୍ରୀ ସହାୟତା ନମ୍ବର
[ସମ୍ପାଦନା]୦୪୭୧-୨୩୩୩୮୧୨
| ଜାଗା | ହ୍ୱାଟ୍ସାପ ନମ୍ବର | କଥାହେବା ନମ୍ବର |
|---|---|---|
| ପଟ୍ଟାନମିତିଟ୍ଟା | ୮୦୭୮୮-୦୮୯୧୫ | ୦୪୬୮-୨୩୨୨୫୧୫/୨୨୨୨୫୧୫ |
| ଇଦୁକ୍କି | ୯୩୮୩୪-୬୩୦୩୬ | ୦୪୮୬-୨୩୩୧୧୧/୨୨୩୩୧୩୦, ୯୦୬୧୫-୬୬୧୧୧ |
| କୋଲାମ | ୯୪୪୭୬-୭୭୮୦୦ | ୦୪୭୪-୨୭୯୪୦୦୨ |
| ଆଲେପ୍ପି | ୯୪୯୫୦-୦୩୬୪୦ | ୦୪୭୭-୨୨୩୮୬୩୦ |
| କୋଟ୍ଟାୟମ | ୯୪୪୬୫-୬୨୨୩୬ | ୦୪୮୧-୨୩୦୪୮୦୦ |
| ଏର୍ଣ୍ଣାକୁଲମ | ୭୯୦୨୨-୦୦୪୦୦ | ୦୪୮୪-୨୪୨୩୫୧୩/୨୪୩୩୪୮୧, ୭୯୦୨୨-୦୦୩୦୦ |
| ଥ୍ରୀସୁର | - | ୦୪୮୭-୨୩୬୨୪୨୪, ୯୪୪୭୦-୭୪୪୨୪ |
| ପଲକ୍କଡ | - | ୦୪୯୧-୨୫୦୫୩୦୯/୨୫୦୫୨୦୯/୨୫୦୫୫୬୬ |
| ମଲପୁରମ | - | ୦୪୮୩-୨୭୩୬୩୨୦/୨୭୩୬୩୨୬ |
| କୋଇକୋଡ଼ | - | ୦୪୯୫-୨୩୭୧୦୦୨ |
| କନ୍ନୁର | - | ୦୪୯୭-୨୭୧୩୨୬୬/୨୭୦୦୬୪୫, ୮୫୪୭୬-୧୬୦୩୪ |
| ୱାୟନାଡ | - | ୦୪୯୩୬-୨୦୪୧୫୧, ୯୨୦୭୯-୮୫୦୨୭ |
ଗ୍ୟାଲେରି
[ସମ୍ପାଦନା]ଆଧାର
[ସମ୍ପାଦନା]- 1 2 3 https://www.businesstoday.in/current/economy-politics/kerala-floods-rain-killed-kochi-airport-runway-navy/story/281390.html
- ↑ "Kerala floods live updates: Death toll rises to 79; Kochi airport to remain closed till August 26". Times of India. Retrieved 16 August 2018.
- ↑ "Death toll soars in India monsoon floods". BBC News (in ବ୍ରିଟିଶ୍ ଇଂରାଜୀ). 2018-08-16. Retrieved 2018-08-17.
{{cite news}}: More than one of|accessdate=and|access-date=specified (help) - ↑ Baynes, Chris (15 August 2018). "Worst floods in nearly a century kill 44 in India's Kerala state amid torrential monsoon rains". The Independent. Retrieved 16 August 2018.
{{cite news}}: More than one of|accessdate=and|access-date=specified (help) - ↑ "All 5 Idukki Dam gates opened for 1st time in history as Kerala battles unending rains". India Today.
- ↑ "Landslides hit several places in Malabar; Munnar, Wayanad isolated". Mathrubhumi. Archived from the original on 2018-08-15. Retrieved 2018-08-15.
{{cite news}}: More than one of|accessdate=and|access-date=specified (help) - ↑ Fawkes, Chris (10 August 2018). "Active monsoon brings more flooding". BBC News. Retrieved 16 August 2018.
- ↑ Gupta, Swati (16 August 2018). "Kerala floods: Red alert issued as death toll rises in Indian state". CNN. Retrieved 16 August 2018.
- ↑ "Kerala floods LIVE updates: Death toll touches 75, Cochin airport to remain closed till August 26 afternoon". The Indian Express. 16 August 2018. Retrieved 16 August 2018.
- ↑ https://economictimes.indiatimes.com/news/politics-and-nation/kerala-floods-live-death-toll-reached-164-rescue-operations-underway/articleshow/65418310.cms