Jump to content

ୟୁରିଡାଇନ୍ ଟ୍ରାଇଆସେଟେଟ

ଉଇକିପିଡ଼ିଆ‌ରୁ
ୟୁରିଡାଇନ୍ ଟ୍ରାଇଆସେଟେଟ
Clinical data
Trade namesVistogard, Xuriden
SynonymsVistonuridine
AHFS/Drugs.commonograph
MedlinePlusa616020
data
Pregnancy
category
  • US: N (Not classified yet)
    Routes of
    administration
    By mouth
    Legal status
    Legal status
    Pharmacokinetic data
    MetabolismPyrimidine catabolic pathway
    Onset of actionTmax = 2–3 hours
    Elimination half-life2–2.5 hours
    ExcretionKidney
    Identifiers
    • [(2R,3R,4R,5R)-3,4-diacetyloxy-5-(2,4-dioxopyrimidin-1-yl)oxolan-2-yl]methyl acetate
    ECHA InfoCard100.021.710 Edit this at Wikidata
    Chemical and physical data
    FormulaC15H18N2O9
    Molar mass୩୭୦.୩୧ g·mol−1
    3D model (JSmol)
    • CC(=O)OCC1C(C(C(O1)N2C=CC(=O)NC2=O)OC(=O)C)OC(=O)C
    • InChI=1S/C15H18N2O9/c1-7(18)23-6-10-12(24-8(2)19)13(25-9(3)20)14(26-10)17-5-4-11(21)16-15(17)22/h4-5,10,12-14H,6H2,1-3H3,(H,16,21,22)/t10-,12-,13-,14-/m1/s1
    • Key:AUFUWRKPQLGTGF-FMKGYKFTSA-N

    ୟୁରିଡାଇନ୍ ଟ୍ରାଇଆସେଟେଟ (ଇଂରାଜୀ ଭାଷାରେ Uridine triacetate) ଯାହା ପୂର୍ବରୁ ଭିଷ୍ଟୋନୁରିଡାଇନ ଭାବରେ ଜଣାଶୁଣା ଥିଲା, ହେଉଛି ଏକ ଔଷଧ ଯାହା ବଂଶଗତ ଓରୋଟିକ୍ ଏସିଡୁରିଆ ଓ ଫ୍ଲୋରୋୟୁରାସିଲ କିମ୍ବା କ୍ୟାପେସିଟାବାଇନ୍ କାରଣରୁ ବିଷାକ୍ତ ହେଲେ ବ୍ୟବହୃତ ହୁଏ ।[] ବିଷାକ୍ତତା ପାଇଁ ଏହାକୁ ୪ ଦିନ ମଧ୍ୟରେ ବ୍ୟବହାର କରାଯିବା ଉଚିତ ଏବଂ ଲକ୍ଷଣଗୁଡିକର ଉପସ୍ଥିତିକୁ ଖାତିର ନକରି ଅତି ମାତ୍ରାରେ ବ୍ୟବହାର କରାଯାଇପାରେ ।[] ଏହା ପାଟିରେ ଦିଆଯାଏ ।[] []

    ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ କିମ୍ବା ତରଳ ଝାଡ଼ା ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ବ୍ୟବହାର କାରଣରୁ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ୟୁରିଡାଇନର ଏକ ପ୍ରୋଡ୍ରଗ୍ ; ଯାହା ଯୋଗୁ ଏହା କାର୍ଯ୍ୟକ୍ଷମ ହୁଏ ।[] []

    ୨୦୧୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ୟୁରିଡାଇନ ଟ୍ରାଇଆସେଟେଟ ଅନୁମୋଦିତ ହୋଇଥିଲା ।[] ୟୁରୋପରେ ଏହା ଅନୁମୋଦିତ ନୁହେଁ ।[] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ୧୦ ଗ୍ରାମ ମାତ୍ରା ନିମନ୍ତେ ପ୍ରାୟ ୪୨୦୦ ଡଲାର ଖର୍ଚ୍ଚ ହେଉଥିଲା ।[] ଯୁକ୍ତରାଷ୍ଟ୍ରରେ ଏହା କେବଳ ସ୍ପେସିଆଲିଟି ଫାର୍ମାସି ମାଧ୍ୟମରେ ଉପଲବ୍ଧ ।[] କାନାଡ଼ାରେ 'ସ୍ୱାସ୍ଥ୍ୟ କାନାଡା ସ୍ୱତନ୍ତ୍ର ପ୍ରବେଶ ପ୍ରୋଗ୍ରାମ'ର ଅନୁମୋଦନ ଆବଶ୍ୟକ ହୁଏ ।[]ଭିଷ୍ଟୋଗାର୍ଡ ଏବଂ ଜୁରିଡେନ ବିକ୍ରୟ ନାମରେ ଏହା ଉପଲବ୍ଧ ହୁଏ ।[]

    1. 1 2 3 4 5 6 7 8 "Uridine Triacetate Monograph for Professionals". Drugs.com (in ଇଂରାଜୀ). Archived from the original on 8 December 2019. Retrieved 13 September 2021.
    2. 1 2 Saif, Muhammad Wasif (4 March 2019). "Uridine triacetate - an antidote in the treatment of 5-fluorouracil or capecitabine poisoning". Expert Opinion on Orphan Drugs. 7 (3): 95–103. doi:10.1080/21678707.2019.1591273.
    3. "Uridine Use During Pregnancy". Drugs.com (in ଇଂରାଜୀ). Archived from the original on 30 October 2020. Retrieved 13 September 2021.
    4. "FDA approves drug for genetic condition that affects 20 patients worldwide". The Pharmaceutical Journal. 2015. doi:10.1211/PJ.2015.20069307.
    5. "Vistogard Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 January 2021. Retrieved 13 September 2021.
    6. "BC Cancer Agency Management Guidelines Management of 5-fluorouracil (5FU) infusion overdose" (PDF). Archived (PDF) from the original on 8 February 2020. Retrieved 13 September 2021.