ହ୍ରିତିକ ରୋଶନ

ଉଇକିପିଡ଼ିଆ‌ରୁ
ହ୍ରିତିକ ରୋଶନ
Hrithik Roshan at the launch of Rado HyperChrome in Mumbai in January 2013
Born (1974-01-10) ୧୦ ଜାନୁଆରୀ ୧୯୭୪ (ବୟସ ୫୦)
OccupationFilm actor
Years active1980–1986 (child artist)
2000–present
SpouseSuzanne Khan (2000 – present)
Children2

ହ୍ରୀତିକ ରୋ଼ଶନ ଜଣେ ହିନ୍ଦୀ ସିନେମା କଳାକାର । ସେ ୧୦ ଜାନୁୟାରୀ ୧୯୭୪ରେ ଜନ୍ମ ହେଇଥିଲେ । "କହୋନ ପ୍ୟାର ହେ" ତାଙ୍କର ପ୍ରଥମ ସିନେମା ଥିଲା । ଏହା ପରେ ସେ କୋଇ ମିଲ ଗୟା,କ୍ରିସ, ଧୂମ୨, ଯୋଦ୍ଧା ଆକବର ,ମିଶନ କାଶ୍ମୀର, ଲକ୍ଷ୍ୟ,ଅଗ୍ନିପଥ, ଗୁଜାରିଶ, ଜିନ୍ଦେଗୀ ନା ମିଲେଗୀ ଦୁବାରାରା,କ୍ରିସ ୩ ଭଳି ପ୍ରମୁଖ ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସେ ପ୍ରସିଦ୍ଧ ସିନେମା ନିର୍ଦ୍ଦେଶକ ରାକେଶ ରୋଶନଙ୍କ ପୁଅ । ହ୍ରୀତିକ୍‌ଙ୍କୁ ଗୀତ ଗାଇବାକୁ ଓ ଡାନ୍ସ କରିବାକୁ ବହୁତ ଭଲ ଲାଗେ ।