ହୋମାଟ୍ରୋପିନ

ଉଇକିପିଡ଼ିଆ‌ରୁ
ହୋମାଟ୍ରୋପିନ
Clinical data
Pronunciationhoe mat' roe peen[୧]
Trade namesEquipin, Isopto Homatropine
SynonymsHomatropine hydrobromide
AHFS/Drugs.commonograph
MedlinePlusa601006
Legal status
Legal status
  • Rx only, not FDA approved, only sold in UK
Pharmacokinetic data
Duration of actionUp to 4 days[୨]
Identifiers
  • (N-Methyl-8-azabicyclo[3.2.1]oct-3-yl) 2-hydroxy-2-phenylacetate
ECHA InfoCard100.001.561 Edit this at Wikidata
Chemical and physical data
FormulaC16H21NO3
Molar mass୨୭୫.୩୫ g·mol−1
3D model (JSmol)
  • CN3[C@H]1CC[C@@H]3C[C@@H](C1)OC(=O)C(O)c2ccccc2
  • InChI=1S/C16H21NO3/c1-17-12-7-8-13(17)10-14(9-12)20-16(19)15(18)11-5-3-2-4-6-11/h2-6,12-15,18H,7-10H2,1H3/t12-,13+,14+,15? checkY
  • Key:ZTVIKZXZYLEVOL-MCOXGKPRSA-N checkY
  (verify)

ହୋମାଟ୍ରୋପିନ (ଇଂରାଜୀ ଭାଷାରେ Homatropine), ଅନ୍ୟମାନଙ୍କ ମଧ୍ୟରେ ହୋମାଟ୍ରୋପେୟାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହାକି ଚକ୍ଷୁ ପରୀକ୍ଷଣର ଅଂଶ ଭାବରେ ଆଖି ପଟଳ ସ୍ଫିତ କରିବାକୁ କିମ୍ବା ୟୁଭାଇଟିସ୍ ଯନ୍ତ୍ରଣାରେ ସାହାଯ୍ୟ କରିବା ପାଇଁ ବ୍ୟବହୃତ ହୁଏ ।[୩] [୨] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।[୩] ଔଷଧର ପ୍ରଭାବ ୧୦ ମିନିଟ୍ ମଧ୍ୟରେ ଆରମ୍ଭ ହୁଏ ଏବଂ ୪ ଦିନ ପର୍ଯ୍ୟନ୍ତ ରହିପାରେ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖିର ଚାପ ବୃଦ୍ଧି, ଫୋଡ଼ି ହେବା ଅନୁଭବ, ଆଲୋକ ପ୍ରତି ସମ୍ବେଦନଶୀଳତା ଏବଂ ଶୁଖିଲା ପାଟି ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉନ୍ମାଦ କିମ୍ବା ଉତ୍ତେଜନା ହୋଇପାରେ ।[୨] ଏହା ଏକ ଆଣ୍ଟିକୋଲିନେରଜିକ୍ ଅଟେ ।[୨]

ହୋମାଟ୍ରୋପିନ ପ୍ରଥମେ ୧୮୮୩ କିମ୍ବା ୧୮୮୪ ମସିହାରେ ତିଆରି ହୋଇଥିଲା ।[୪] [୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୧] ଆଟ୍ରୋପିନର ବିକଳ୍ପ ଭାବରେ ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[୬] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ଏକ ବୋତଲର ମୂଲ୍ୟ ୪୦ ଡଲାର ଥିଲା ।[୭] ଏହା ଆଟ୍ରୋପିନରୁ ତିଆରି ହୋଇଛି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Atropine". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 6 May 2021. Retrieved 10 December 2021.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Homatropine Monograph for Professionals". Drugs.com (in ଇଂରାଜୀ). Archived from the original on 29 September 2021. Retrieved 10 December 2021.
  3. ୩.୦ ୩.୧ BNF 81: March-September 2021. BMJ Group and the Pharmaceutical Press. 2021. p. 1211. ISBN 978-0857114105.
  4. Foley, Paul Bernard (2003). Beans, Roots and Leaves: A History of the Chemical Therapy of Parkinsonism (in ଇଂରାଜୀ). Tectum Verlag DE. p. 167. ISBN 978-3-8288-8496-0. Archived from the original on 2021-12-11. Retrieved 2021-12-10.
  5. Sneader, Walter (23 June 2005). Drug Discovery: A History (in ଇଂରାଜୀ). John Wiley & Sons. p. 121. ISBN 978-0-471-89979-2. Archived from the original on 11 December 2021. Retrieved 10 December 2021.
  6. World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
  7. "Homatropine ophthalmic Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 29 December 2018. Retrieved 10 December 2021.