Jump to content

ହେମାନୀ ଚାୱଲା

ଉଇକିପିଡ଼ିଆ‌ରୁ
ହେମାନୀ ଚାୱଲା
ଜନ୍ମ୧୪ ଅଗଷ୍ଟ
ଦିଲ୍ଲୀ, ଭାରତ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୮–ଏବେଯାଏଁ
ପ୍ରସିଦ୍ଧିଜିନ୍ଦେଗୀ ବଦଲ୍ ସକ୍ତା ହୈ ହାଦସା, ଗନ୍‌ୱାଲେ ଦୁଲ୍‌ହାନିଆ ଲେ ଯାଏଙ୍ଗେ, ମାତା କି ଚୌକି, ହାଏ! ପଡ଼ୋଶୀ... କୌନ୍ ହୈ ଦୋଶୀ?
ଉଚ୍ଚତା୫ ଫୁଟ ୭ ଇଞ୍ଚ

ହେମାନୀ ଚାୱଲା, ହିନ୍ଦୀ ଦୂରଦର୍ଶନ ଧାରାବାହିକାରେ ଅଭିନୟ କରୁଥିବା ଜଣେ ଭାରତୀୟ ଅଭିନେତ୍ରୀ । ସେ ୨୦୦୮ ମସିହାରେ, ଜିନ୍ଦେଗୀ ବଦଲ୍ ସକ୍ତା ହୈ ହାଦସା ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।[] ଏହା ବ୍ୟତୀତ, ସେ ଗନ୍‌ୱାଲେ ଦୁଲ୍‌ହାନିଆ ଲେ ଯାଏଙ୍ଗେ, ମାତା କି ଚୌକି, ହାଏ! ପଡ଼ୋଶୀ... କୌନ୍ ହୈ ଦୋଶୀ? ଭଳି ଧାରାବାହିକରେ କାମ କରିଛନ୍ତି । ସେ ଫିଅର୍ ଫାଇଲ୍ସ: ଡର୍ କି ସଚ୍ଚି ତସ୍‌ବିରେଁଆହାଟ (ସିଜିନ୍ ୬)ରେ କାମ କରିଛନ୍ତି ।[] ୨୦୦୮ ମସିହାରେ, ସେ ହିନ୍ଦୀ କଥାଚିତ୍ର ମନି ହୈ ତୋ ହନି ହୈରେ ଅଭିନୟ କରିଥିଲେ ।[]

ଅଭିନୀତ ଧାରାବାହିକ

[ସମ୍ପାଦନା]
  • ଜୀ ଟିଭି: ଜିନ୍ଦେଗୀ ବଦଲ୍ ସକ୍ତା ହୈ ହାଦସାଫିଅର୍ ଫାଇଲ୍ସ: ଡର୍ କି ସଚ୍ଚି ତସ୍‌ବିରେଁ
  • ସବ୍ ଟିଭି: ଗନ୍‌ୱାଲେ ଦୁଲ୍‌ହାନିଆ ଲେ ଯାଏଙ୍ଗେ
  • ସାହାରା ୱାନ୍: ମାତା କି ଚୌକିହାଏ! ପଡ଼ୋଶୀ... କୌନ୍ ହୈ ଦୋଶୀ?
  • ସୋନି ଟିଭି: ଆହାଟ୍ (ସିଜିନ୍ ୬)

ଅଭିନୀତ କଥାଚିତ୍ର

[ସମ୍ପାଦନା]
  • ମନି ହୈ ତୋ ହନି ହୈ (୨୦୦୮)
  1. "Zee TV enhances weekend programming by launching an emotional thriller for the 1st time!". Afaqs!. 5 May 2008. Archived from the original on 13 July 2015. Retrieved 13 July 2015.
  2. "Yash Pandit and Himani Chawla to feature in Sony TV's Aahat". 27 July 2015. Retrieved 29 July 2015.
  3. "Bollywood Movie Actress Himani Chawla Biography, News, Photos, Videos". nettv4u (in ଇଂରାଜୀ).

ବାହାର ଲିଙ୍କ୍

[ସମ୍ପାଦନା]