ହେମାନୀ ଚାୱଲା
ଦେଖଣା
ହେମାନୀ ଚାୱଲା | |
---|---|
ଜନ୍ମ | ୧୪ ଅଗଷ୍ଟ ଦିଲ୍ଲୀ, ଭାରତ |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୮–ଏବେଯାଏଁ |
ପ୍ରସିଦ୍ଧି | ଜିନ୍ଦେଗୀ ବଦଲ୍ ସକ୍ତା ହୈ ହାଦସା, ଗନ୍ୱାଲେ ଦୁଲ୍ହାନିଆ ଲେ ଯାଏଙ୍ଗେ, ମାତା କି ଚୌକି, ହାଏ! ପଡ଼ୋଶୀ... କୌନ୍ ହୈ ଦୋଶୀ? |
ଉଚ୍ଚତା | ୫ ଫୁଟ ୭ ଇଞ୍ଚ |
ହେମାନୀ ଚାୱଲା, ହିନ୍ଦୀ ଦୂରଦର୍ଶନ ଧାରାବାହିକାରେ ଅଭିନୟ କରୁଥିବା ଜଣେ ଭାରତୀୟ ଅଭିନେତ୍ରୀ । ସେ ୨୦୦୮ ମସିହାରେ, ଜିନ୍ଦେଗୀ ବଦଲ୍ ସକ୍ତା ହୈ ହାଦସା ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୧] ଏହା ବ୍ୟତୀତ, ସେ ଗନ୍ୱାଲେ ଦୁଲ୍ହାନିଆ ଲେ ଯାଏଙ୍ଗେ, ମାତା କି ଚୌକି, ହାଏ! ପଡ଼ୋଶୀ... କୌନ୍ ହୈ ଦୋଶୀ? ଭଳି ଧାରାବାହିକରେ କାମ କରିଛନ୍ତି । ସେ ଫିଅର୍ ଫାଇଲ୍ସ: ଡର୍ କି ସଚ୍ଚି ତସ୍ବିରେଁ ଓ ଆହାଟ (ସିଜିନ୍ ୬)ରେ କାମ କରିଛନ୍ତି ।[୨] ୨୦୦୮ ମସିହାରେ, ସେ ହିନ୍ଦୀ କଥାଚିତ୍ର ମନି ହୈ ତୋ ହନି ହୈରେ ଅଭିନୟ କରିଥିଲେ ।[୩]
ଅଭିନୀତ ଧାରାବାହିକ
[ସମ୍ପାଦନା]- ଜୀ ଟିଭି: ଜିନ୍ଦେଗୀ ବଦଲ୍ ସକ୍ତା ହୈ ହାଦସା ଓ ଫିଅର୍ ଫାଇଲ୍ସ: ଡର୍ କି ସଚ୍ଚି ତସ୍ବିରେଁ
- ସବ୍ ଟିଭି: ଗନ୍ୱାଲେ ଦୁଲ୍ହାନିଆ ଲେ ଯାଏଙ୍ଗେ
- ସାହାରା ୱାନ୍: ମାତା କି ଚୌକି ଓ ହାଏ! ପଡ଼ୋଶୀ... କୌନ୍ ହୈ ଦୋଶୀ?
- ସୋନି ଟିଭି: ଆହାଟ୍ (ସିଜିନ୍ ୬)
ଅଭିନୀତ କଥାଚିତ୍ର
[ସମ୍ପାଦନା]- ମନି ହୈ ତୋ ହନି ହୈ (୨୦୦୮)
ଆଧାର
[ସମ୍ପାଦନା]- ↑ "Zee TV enhances weekend programming by launching an emotional thriller for the 1st time!". Afaqs!. 5 May 2008. Archived from the original on 13 July 2015. Retrieved 13 July 2015.
- ↑ "Yash Pandit and Himani Chawla to feature in Sony TV's Aahat". 27 July 2015. Retrieved 29 July 2015.
- ↑ "Bollywood Movie Actress Himani Chawla Biography, News, Photos, Videos". nettv4u (in ଇଂରାଜୀ).
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ହେମାନୀ ଚାୱଲା