ହାତ

ଉଇକିପିଡ଼ିଆ‌ରୁ
ହାତ
ହାତ
ମଣିଷ ହାତର ଏକ୍ସ୍-ରେ

ହାତ ଗୋଟିଏ ଗ୍ରହି, ଏକଧିକ ଅଙ୍ଗୁଳି ବିଶିଷ୍ଟ୍ ବାହୁର ଅଗ୍ର ଭାଗରେ ଅବସ୍ଥପିତ ଅଙ୍ଗ ଅଟେ | ଏହା ମନୁଷ୍ୟ, ଚିମ୍ପାଜୀ ଏବ୍ଂ ମାଙ୍କଡ ଆଦିଙ୍କଠାରେ ଦେଖାଜାଏ | ଅନ୍ୟ କିଛି ମେରୁଦନ୍ଡି ପ୍ରାଣି ଜେମିତିକି କୋଆଲାଠାରେ ମଧ୍ୟ ଦେଖାଜାଏ |

ଅଙ୍ଗୁଳି ସର୍ବାଧିକ ଶେଷସ୍ନାୟୁ ଧାରଣ କରିଥିବା ଅଙ୍ଗ ଅଟେ | ସବୁଠାରୁ ଅଧିକ ଅବସ୍ଥାପିତ ବଳ ଏହା ଧାରଣ କରିଥାଏ | ଏଣୁ ଏହା ଛୁଇନବା ଈନ୍ଦିୟ ସହ ଜଡ଼ିତ | ପ୍ରତେକ ହାତ ଏହାର ବିପରିତ ମଷ୍ତିଷ୍କ ସହ ଜଡ଼ିତ |

ମନୁଷ୍ୟ ହତରେ ପାଞ୍ଚଗୋଟି ଅଙ୍ଗୁଳି ଓ ସତାଇସଟି ଅସ୍ତି, ସେସ୍ମୈଡ୍ ଅସ୍ତିକୁ ଛାଡି ଜାହାକି ବିଭିନ୍ନ ମନୁଷ୍ୟଠାରେ ଭିନ୍ନ ଭିନ୍ନ ଅଟେ | ଚଉଦଟି ଫାଲାଙ୍ଗସ ଅଟେ | ମେଟାକାର୍ପେଟାଲ୍ ଅସ୍ତି ଅଙ୍ଗୁଳିକୁ ଓ କାର୍ପାଲ୍ କଟି ଦେସକୁ ସଞ୍ଜୋଗ କରେ | ପ୍ରତେକ ମନୁଷ୍ୟର ପାଞ୍ଚଟି ମେଟାକାର୍ପାଲ୍ ଓ ଆଠଟି କାର୍ପାଲ୍ ଅସ୍ଟି ଅଛି |

ଗଠନ[ସମ୍ପାଦନା]

ବହୁତ ଗୁଡିଏ ଜନ୍ତୁମାନଙ୍କର ହାତ ସମାନ ଧରିବା ପାଇ ପଞ୍ଝା ଥାଏ | କିନ୍ତୁ ଏହକୁ ବୈଗ୍ୟାନିକ ଭାଷାରେ ହାତ ସମାନ ଗଣା ଜାଏ ନାହି |

ବଣ ମଣିଷ ଓ ମାଙ୍କଡମାନଙ୍କର ଚାରଟି ହାତ ଅଛି ବୋଲି ଧରା ଜାଏ କାରଣ ତାଙ୍କର ଗୋଡ ଦୁଇକୁ ମଧ୍ୟ ହାତ ହିସାବରେ ଗଣାଜାଏ | ହାତରେ ବ୍ରୁଧ ଅଙ୍ଗୁଳି ରହିବା ଆବସ୍ୟକ |

ପାପୁଲି ହାତର ମଧ୍ୟଭାଗରେ ଅବସ୍ଥିତ | ଏଠାରେ ଥିବ ଚର୍ମରେ ଚର୍ମକୁଞ୍ଚନ ଘର୍ଷଣ ବଳ ବଢ଼ାଇ ଥାଏ ଜାହାଦ୍ୱାର କୌଣସି ପଦାର୍ଥକୁ ଧାରଣ କରିବାରେ ସାହାର୍ୟ କରେ |

ପାଞ୍ଚ ଆଙ୍ଗୁଳିର ନାମ ଗୁଡ଼ିକ

  • ତର୍ଜନୀ
  • ମଧ୍ୟମା
  • ଅନାମିକା
  • ଛୋଟ ଓ
  • ବୃଦ୍ଧ

ମାନ୍ସପେଶି[ସମ୍ପାଦନା]

ହାତର ମାନ୍ସପେଶିକୁ ମୁଖ୍ୟତ ଦୁଇ ଭାଗରେ ବିଭକ୍ତ କରା ଜାଏ : ବାହାର ଓ ଭିତର ମନ୍ସପେସି |