ହାଇଦରାବାଦ କାଳୀବାଡ଼ି
Jump to navigation
Jump to search
ହାଇଦରାବାଦ କାଳୀବାଡ଼ି | |
---|---|
![]() | |
ନାମ | |
ମୂଳ ନାମ | ହାଇଦରାବାଦ କାଳୀବାଡ଼ି |
ଦେବନାଗରୀ | हैदराबाद कालीबाड़ी |
ବଙ୍ଗଳା | হায়দ্রাবাদ কালীবাড়ি |
ଭୌଗୋଳିକ ଅବସ୍ଥିତି | |
ଦିଗବାରେଣି | 17°17′28″N 78°18′55″E / 17.291201°N 78.315181°ECoordinates: 17°17′28″N 78°18′55″E / 17.291201°N 78.315181°E |
ଦେଶ | ଭାରତ |
ରାଜ୍ୟ | ଆନ୍ଧ୍ର ପ୍ରଦେଶ |
ଜିଲ୍ଲା | ରଙ୍ଗା ରେଡ଼ୀ |
ସ୍ଥାନ | ବିବେକାନନ୍ଦପୁରମ |
ପରମ୍ପରା | |
ମୁଖ୍ୟ ଆରାଧ୍ୟ | କାଳୀ |
ମୁଖ୍ୟ ପର୍ବପର୍ବାଣୀ | କାଳୀ ପୂଜା, ଦୂର୍ଗା ପୂଜା |
Architecture | |
ତିଆରି ଶୈଳୀ | ବଙ୍ଗ ସ୍ଥାପତ୍ୟ |
ସ୍ମୃତି ସ୍ତମ୍ଭ | ୧ |
ଇତିହାସ ଓ ପାଳନ | |
ୱେବସାଇଟ | www |
କାଳୀଙ୍କ ନିବାସକୁ କାଳୀବାଡ଼ି କୁହାଯାଏ । ସିକନ୍ଦରାବାଦ ଓ ହାଇଦରାବାଦରେ ଥିବା ପ୍ରମୁଖ ହିନ୍ଦୁମନ୍ଦିରମାନଙ୍କ ମଧ୍ୟରେ କାଳୀବାଡ଼ି ଅନ୍ୟତମ ।
ଅବସ୍ଥିତି[ସମ୍ପାଦନା]
ହାଇଦରାବାଦ ସ୍ଥିତ ବିବେକାନନ୍ଦପୁରମଠାରେ ଏହି ମନ୍ଦିର ଅବସ୍ଥିତ ।
ଇତିହାସ[ସମ୍ପାଦନା]
ସ୍ଥାନୀୟ କାଳୀଭକ୍ତ ଏମ ସୁଦର୍ଶନ ରେଡ୍ଡୀ ୧୯୭୪ ମସିହାରେ ଏହି ମନ୍ଦିର ନିର୍ମାଣର ପରିକଳ୍ପନା କରିଥିଲେ । ସେ ଏଥିରେ ଭୂମି ଦାନ କରିବା ସହ ଏକ ଟ୍ରଷ୍ଟ ଗଠନ କରିଥିଲେ । ୧୯୭୬ ମସିହାରେ ମନ୍ଦିର ନିର୍ମାଣ ଶେଷ ହେବା ସହ କାଳୀଙ୍କର ଗୋଟିଏ କୃଷ୍ଣବର୍ଣ୍ଣ ପ୍ରସ୍ତର ପ୍ରତିମା ସ୍ଥାପନ କରାଯାଇଥିଲା ଯାହା କଲିକ଼ତାରେ ଥିବା ଦକ୍ଷିଣେଶ୍ୱର କାଳୀଙ୍କ ମୂର୍ତ୍ତି ସହ ସମାନ । ପ୍ରତିମାଟି କଲିକ଼ତାର ଚିତ୍ତପୁର ଆଣାଯାଇଥିବା ଜଣାଯାଏ ।[୧][୨]
ପାର୍ବଣ[ସମ୍ପାଦନା]
ଦଶହରା ଓ ଦୀପାବଳୀ ଅବସରରେ ଏଠାରେ ବିଶେଷ ପୂଜା ପାଠ ଆୟୋଜନ କରାଯାଏ ।[୩] [୪]
ଆଧାର[ସମ୍ପାଦନା]
- ↑ "Hyderabad Kalibari (image)". The Times of India. 15 Feb 2011. Retrieved 24 January 2013.
- ↑ "It's 'City of Joy' for this Durga puja". The Times of India. 16 October 2012. Retrieved 24 January 2013.
- ↑ "କାଲୀବାଡ଼ି". ୧ ଅକ୍ଟୋବର ୨୦୧୫. Retrieved 1 October 2015.
- ↑ "Kumar Sanu to sing at Kali Puja festivities". The Hindu. 27 October 2008. Retrieved 24 January 2013.