ହାଇଦରାବାଦ କାଳୀବାଡ଼ି

Coordinates: 17°17′28″N 78°18′55″E / 17.291201°N 78.315181°E / 17.291201; 78.315181
ଉଇକିପିଡ଼ିଆ‌ରୁ
ହାଇଦରାବାଦ କାଳୀବାଡ଼ି
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtରଙ୍ଗା ରେଡ଼ୀ
Location
ସ୍ଥାନବିବେକାନନ୍ଦପୁରମ
Stateଆନ୍ଧ୍ର ପ୍ରଦେଶ
Countryଭାରତ
ଭୌଗଳିକ ଅବସ୍ଥିତି17°17′28″N 78°18′55″E / 17.291201°N 78.315181°E / 17.291201; 78.315181
Architecture
Typeବଙ୍ଗ ସ୍ଥାପତ୍ୟ
Website
www.hyderabadkalibari.org

କାଳୀଙ୍କ ନିବାସକୁ କାଳୀବାଡ଼ି କୁହାଯାଏ । ସିକନ୍ଦରାବାଦ ଓ ହାଇଦରାବାଦରେ ଥିବା ପ୍ରମୁଖ ହିନ୍ଦୁମନ୍ଦିରମାନଙ୍କ ମଧ୍ୟରେ କାଳୀବାଡ଼ି ଅନ୍ୟତମ ।

ଅବସ୍ଥିତି[ସମ୍ପାଦନା]

ହାଇଦରାବାଦସ୍ଥିତ ବିବେକାନନ୍ଦପୁରମଠାରେ ଏହି ମନ୍ଦିର ଅବସ୍ଥିତ ।

ଇତିହାସ[ସମ୍ପାଦନା]

ସ୍ଥାନୀୟ କାଳୀଭକ୍ତ ଏମ ସୁଦର୍ଶନ ରେଡ୍ଡୀ ୧୯୭୪ ମସିହାରେ ଏହି ମନ୍ଦିର ନିର୍ମାଣର ପରିକଳ୍ପନା କରିଥିଲେ । ସେ ଏଥିରେ ଭୂମି ଦାନ କରିବା ସହ ଏକ ଟ୍ରଷ୍ଟ ଗଠନ କରିଥିଲେ । ୧୯୭୬ ମସିହାରେ ମନ୍ଦିର ନିର୍ମାଣ ଶେଷ ହେବା ସହ କାଳୀଙ୍କର ଗୋଟିଏ କୃଷ୍ଣବର୍ଣ୍ଣ ପ୍ରସ୍ତର ପ୍ରତିମା ସ୍ଥାପନ କରାଯାଇଥିଲା ଯାହା କଲିକ଼ତାରେ ଥିବା ଦକ୍ଷିଣେଶ୍ୱର କାଳୀଙ୍କ ମୂର୍ତ୍ତି ସହ ସମାନ । ପ୍ରତିମାଟି କଲିକ଼ତାର ଚିତ୍ତପୁର ଆଣାଯାଇଥିବା ଜଣାଯାଏ ।[୧][୨]

ପାର୍ବଣ[ସମ୍ପାଦନା]

ଦଶହରା ଓ ଦୀପାବଳୀ ଅବସରରେ ଏଠାରେ ବିଶେଷ ପୂଜା ପାଠ ଆୟୋଜନ କରାଯାଏ ।[୩] [୪]

ଆଧାର[ସମ୍ପାଦନା]

  1. "Hyderabad Kalibari (image)". The Times of India. 15 Feb 2011. Archived from the original on 19 August 2013. Retrieved 24 January 2013.
  2. "It's 'City of Joy' for this Durga puja". The Times of India. 16 October 2012. Archived from the original on 15 October 2013. Retrieved 24 January 2013.
  3. "କାଲୀବାଡ଼ି". ୧ ଅକ୍ଟୋବର ୨୦୧୫. Retrieved 1 October 2015. {{cite news}}: Check date values in: |date= (help)
  4. "Kumar Sanu to sing at Kali Puja festivities". The Hindu. 27 October 2008. Archived from the original on 30 October 2008. Retrieved 24 January 2013.