ହଳଦୀ ବସନ୍ତ
ଦେଖଣା
| ହଳଦୀ ବସନ୍ତ | |
|---|---|
| Scientific classification | |
| Kingdom: | |
| Phylum: | |
| Class: | |
| Order: | |
| Family: | |
| Genus: | |
| Species: | O. xanthornus
|
| Binomial name | |
| Oriolus xanthornus | |
| Synonyms | |
| |
ହଳଦୀ ବସନ୍ତ ହେଉଛି ଏକ ହଳଦିଆ କଳା ରଂଗର ଛୋଟ ଆକାରର ଚଢେଇ ଯାହା ଭାରତ, ଶ୍ରୀଲଂକା ତଥା ଦକ୍ଷିଣ ପୁର୍ବ ଏସିଆରେ ଦେଖା ଯାଏ[୨] । ଏହା ଓଡ଼ିଶାରେ ମଧ୍ୟ ବହୁ ସଂଖ୍ୟାରେ ଦେଖା ଯାଏ[୩] ।
ବସବାସ
[ସମ୍ପାଦନା]ଏହା ଖୋଲା ଜଙ୍ଗଲ ତଥା ଚାଷ ଜମି ମାନଙ୍କ ପାଖରେ ରହିଥାନ୍ତି । ଗଛ ଉପରେ ସେମାନେ ବସା ବଢାଇଥାନ୍ତି । ଅଣ୍ଡା ଦେବାବେଳେ ବସାରେ ଦୁଇଟି ଅଣ୍ଡା ଥାଏ । ଗଛ ପତ୍ର ଗହଳରେ ସେମାନେ ତାଙ୍କର ଅଧିକାଂଶ ସମୟ ବିତାଇଥାନ୍ତି ।
ଖାଦ୍ୟ
[ସମ୍ପାଦନା]ଏହି ଚଢେଇମାନେ ପୋକଜୋକ ତଥା ଫଳ ଖାଇଥାନ୍ତି , ବିଶେଷ କରି ଡିମିରି ଫଳ ।
ଆଧାର
[ସମ୍ପାଦନା]- ↑ BirdLife International (2016). "Oriolus xanthornus". The IUCN Red List of Threatened Species. IUCN. 2016: e.T22706437A94069629. doi:10.2305/IUCN.UK.2016-3.RLTS.T22706437A94069629.en. Retrieved 13 ଜାନୁଆରୀ 2018.
- ↑ "Black-hooded oriole". ଇଂରାଜୀ ଉଇକିପିଡ଼ିଆ. ଉଇକିପିଡ଼ିଆ. Retrieved 17 ମଇ 2018.
{{cite web}}:|first=missing|last=(help) - ↑ ପାଣିଗ୍ରାହୀ, ରାଜୀବ ଲୋଚନ (2005). Problems of Population in India. ଦରିଆଗଂଜ ନୂଆଦିଲ୍ଲୀ: ଡିସ୍କୋଭରୀ ପବ୍ଲିସିଂ ହାଉସ. p. ୧୨. ISBN 81-7141-975-5.