ସ୍ୱାତି ନାୟକ
ଦେଖଣା
ସ୍ୱାତି ନାୟକ | |
---|---|
ଜନ୍ମ | ସ୍ୱାତି ନାୟକ |
ଶିକ୍ଷାନୁଷ୍ଠାନ | ଇନଷ୍ଟିଚୁଟ ଅଫ ରୁରାଲ ମ୍ୟାନେଜମେଣ୍ଟ ଆନନ୍ଦ ୨୦୧୦ |
ବୃତ୍ତି | ବୈଜ୍ଞାନିକ |
ବୈବାହିକ-ସାଥୀ | ପ୍ରିୟଦର୍ଶୀ ବଳ |
ସନ୍ତାନ | ଆଦ୍ୱିକା ନାୟକ ବଳ |
ପିତାମାତା(s) | ଲକ୍ଷ୍ମୀଧର ନାୟକ, ବିଜୟଲକ୍ଷ୍ମୀ ନାୟକ |
ସ୍ୱାତି ନାୟକ, ଜଣେ କୃଷି ବିଜ୍ଞାନୀ ।[୧] ସେ ଆନ୍ତର୍ଜାତୀକ ଧାନ ଗବେଷଣା କେନ୍ଦ୍ରରେ ଜଣେ ବୈଜ୍ଞାନିକ ଭାବରେ ନୂଆ ଦିଲ୍ଲୀଠାରେ କାର୍ଯ୍ୟରତ ।[୨] ୨୦୨୩ ମସିହାରେ ବିଶ୍ୱ ଖାଦ୍ୟ ପୁରସ୍କାର ଫାଉଣ୍ଡେସନ ତରଫରୁ ତାଙ୍କ ନାମ ନରମାନ ବରଲୋଗ ଆନ୍ତର୍ଜାତୀକ ପୁରସ୍କାର ପାଇଁ ଘୋଷଣା କରାଯାଇଥିଲା ।[୩]
ପରିବାର
[ସମ୍ପାଦନା]ସ୍ୱାତିଙ୍କ ପିତାଙ୍କ ନାମ ଲକ୍ଷ୍ମୀଧର ନାୟକ ଓ ମାତାଙ୍କ ନାମ ବିଜୟଲକ୍ଷ୍ମୀ ନାୟକ ।[୪] ସେମାନେ ଭୁବନେଶ୍ୱରରେ ରୁହନ୍ତି । ସ୍ୱାତୀ ନିଜ ସ୍ୱାମୀ ପ୍ରିୟଦର୍ଶୀ ବଳ ଓ କନ୍ୟା ଆଦ୍ୱିକା ନାୟକ ବଳଙ୍କ ସହ ଦିଲ୍ଲୀରେ ରୁହନ୍ତି ।[୫]
ଆଧାର
[ସମ୍ପାଦନା]- ↑ "ଓଡ଼ିଶା ଧାନ ଉତ୍ପାଦନରେ ଏକ ବଳକା ରାଜ୍ୟ". www.samajalive.in. ସମାଜ. Archived from the original on 20 September 2023. Retrieved 20 September 2023.
- ↑ "IRRI scientist honored with Borlaug Field Award for her work on farmer engagement and empowerment". www.cgiar.org/news-events/news/irri-scientist-honored-with-borlaug-field-award-for-her-work-on-farmer-engagement-and-empowerment/. CGIAR. Archived from the original on 20 September 2023. Retrieved 20 September 2023.
- ↑ "IRRI scientist honored with Borlaug Field Award for her work on farmer engagement and empowerment". www.irri.org. IRRI. Archived from the original on 20 September 2023. Retrieved 20 September 2023.
- ↑ "Odia Scientist Wins Prestigious Norman Borlaug Field Award, 2023". www.sambadenglish.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 20 September 2023. Retrieved 20 September 2023.
- ↑ "Odia Scientist Dr Swati Nayak Wins Prestigious Norman Borlaug Field Award". www.pragativadi.com. ପ୍ରଗତିବାଦୀ. Archived from the original on 20 September 2023. Retrieved 20 September 2023.