ସ୍ୱର୍ଣ୍ଣକୁମାରୀ ଦେବୀ

ଉଇକିପିଡ଼ିଆ‌ରୁ
(ସ୍ଵର୍ଣ କୁମାରୀ ଦେବୀରୁ ଲେଉଟି ଆସିଛି)
ସ୍ୱର୍ଣ୍ଣ୍ଣକୁମାରୀ ଦେବୀ
ସ୍ୱର୍ଣ୍ଣ କୁମାରୀ ଦେବୀ
Born(1855-08-28)ଅଗଷ୍ଟ ୨୮, ୧୮୫୫
Diedଜୁଲାଇ ୩, ୧୯୩୨(1932-07-03) (ବୟସ ୭୬)
Nationalityଭାରତୀୟ
Occupation(s)କବି, ଉପନ୍ୟାସ ଲେଖକ , ସଙ୍ଗୀତକାରୀ, ସମାଜ ସେବିକା
Spouseଜାନକୀନାଥ ଘୋଷାଲ
Childrenଶାରଳା ଦେବୀ ଚୌଧୁରାନୀ

ସ୍ୱର୍ଣ୍ଣ୍ଣକୁମାରୀ ଦେବୀ (୨୮ ଅଗଷ୍ଟ ୧୮୫୫ – ୩ ଜୁଲାଇ ୧୯୩୨) ଜଣେ ଭାରତୀୟ କବି, ଉପନ୍ୟାସ ଲେଖକ , ସଙ୍ଗୀତକାର ଏବଂ ସମାଜ ସେବିକା ଥିଲେ । ସେ ବେଙ୍ଗଲୀର ପ୍ରଥମ ମହିଳା ଲେଖକ ରୂପେ ପ୍ରତୀଷ୍ଠାଅର୍ଜନ କରିଥିଲେ ।

ପରିବାର[ସମ୍ପାଦନା]

ଶ୍ରୀମତୀ ସ୍ୱର୍ଣ୍ଣ୍ଣକୁମାରୀ ଦେବୀ ଠାକୁର (ଟାଗୋର) ବଂଶର ଜଣେ କନ୍ୟା ଥିଲେ । ସେ ଦେବେନ୍ଦ୍ରନାଥ ଠାକୁରଙ୍କ କନ୍ୟା ଏବଂ ଦ୍ୱାରକାନାଥ ଠାକୁରଙ୍କ ନାତୁଣୀ ଥିଲେ । ସୌଦାମିନୀ, ସୁକୁମାରୀ ଏବଂ ଶରତକୁମାରୀ ତାଙ୍କର ତିନି ଭଉଣୀ ଥିଲେ । ସେ ରବୀନ୍ଦ୍ରନାଥ ଠାକୁରଙ୍କଠୁ ପାଞ୍ଚ ବର୍ଷ ସାନ ଥିଲେ । ସ୍ୱର୍ଣ୍ଣ୍ଣକୁମାରୀ ତାଙ୍କ ପ୍ରାଥମିକ ଶିକ୍ଷା ନିଜ ଘରୁ ଆରମ୍ଭ କରିଥିଲେ ।

ବିବାହ[ସମ୍ପାଦନା]

ସେ ୧୮୬୮ ମସିହାରେ ଜାନକୀନାଥ ଘୋଷାଲଙ୍କୁ ବିବାହ କରିଥିଲେ । ଜନକୀନାଥ ଘୋଷାଲ ଜଣେ ଉଚ୍ଚ ଶିକ୍ଷିତ ଏବଂ ନଦିଆ ଜିଲ୍ଲାର ଜମିଦାର ପରିବାର ଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠାତା ଥିଲେ । ହିରଣ୍ମୟୀ ଦେବୀ, ଜ୍ୟୋତ୍ସ୍ନାନାଥ ଘୋଷାଲ ଏବଂ ଶାରଳା ଦେବୀ ଚୌଧୁରାନୀ ତାଙ୍କର ତିନି ପୁତ୍ର ଏବଂ କନ୍ୟା ଥିଲେ ।

ଆଧାର[ସମ୍ପାଦନା]