ସ୍ମିତା ଅଗରୱାଲ
Appearance
ଏହି ପ୍ରସଙ୍ଗଟିରେ ଥିବା ଅଦରକାରୀ ଲେଖାସବୁ ହଟାଇ ଭଲକରି ଲେଖିବାକୁ ହେବ । ଏହାର ମାନ ଅଧୁନା ଉଇକିପିଡ଼ିଆର ମାନଦଣ୍ଡ ଅନୁସାରେ ଅନୁପଯୁକ୍ତ । କାରଣ: ନିମ୍ନମାନର ଲିଖନଶୈଳୀ । ଅତ୍ୟାବଶ୍ୟକୀୟ ତଥ୍ୟ ଓ ଆଧାର ନାହିଁ । ଦୟାକରି ଏହି ଲେଖାଟିକୁ ସୁଧାରିଦିଅନ୍ତୁ । ଏହି ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ କିଛି ଆଲୋଚନା ବି ହୋଇଥାଇପାରେ । (ମଇ ୨୦୨୧) |
ସ୍ମିତା ଅଗରୱାଲ (ଜନ୍ମ ୧୯୫୮) ଜଣେ ଭାରତୀୟ ମହିଳା କବି ଓ ଏଲ୍ଲାହାବାଦ ବିଶ୍ୱବିଦ୍ୟାଳୟର ଇଂରାଜୀ ଭାଷା ସାହିତ୍ଯର ପ୍ରଫେସର । ୧୯୯୯ ମସିହାରେ ସେ ସ୍କଟଲାଣ୍ଡର ସ୍ତିରଲିଙ୍ଗ ବିଶ୍ୱବିଦ୍ୟାଳୟ ଓ ଇଂଲଦର କେଣ୍ଟ ବିଶ୍ୱବିଦ୍ୟାଳୟ ସମ୍ମାନଜନକ " ଆବାସିକ ଲେଖକ " ( writer in residence) ଭାବରେ ରହିଥିଲେ ।[୧]
ଜୀବନୀ
[ସମ୍ପାଦନା]ଆମେରିକୀୟ କବି, ଉପନ୍ୟାସକାର ଓ ଗଳ୍ପ ଲେଖକ ସିଲଭିଆ ପାଥଙ୍କ ଉପରେ ଗବେଷଣା କରି ସେ ତାଙ୍କର ଡକ୍ଟରାଲ ଡିଗ୍ରୀ ପାଇଥିଲେ ।ସେ ପାଥଙ୍କ ରଚନାବଳିର ଅନୁବାଦ କରିଛନ୍ତି ଓ ତାଙ୍କ ଉପରେ ଆମେରିକାର ଇଣ୍ଡିଆନା ବିଶ୍ୱବିଦ୍ୟାଳୟରେ ରହିଥିବା ଥିବା ଜର୍ନାଲର ସମ୍ପାଦନା ମଧ୍ୟ କରିଛନ୍ତି । [୨]
ସ୍ମିତା ଅଲ ଇଣ୍ଡିଆ ରେଡିଓର ଜଣେ ଭୋକାଳ କଳାକାର ଭାବରେ ମଧ୍ୟ କାର୍ଯ୍ୟ କରନ୍ତି ।[୩]
କାର୍ଯ୍ୟ ସମୂହ
[ସମ୍ପାଦନା]- "Wish-granting Words". ନୂଆ ଡିଲ୍ଲୀ, ପ୍ରକାଶନ ୨୦୦୨</ref
- "Mofussil Notebook. Poems of Small Town" ଭାରତ, ଇ-ପୁସ୍ତକ, ୨୦୧୧ [୪][୫]
- "Mofussil Notebook. Poems of Small-Town India," ପ୍ରକାଶନ ୨୦୧୩ [୬]
ସମ୍ପାଦନା
[ସମ୍ପାଦନା]- "Marginalized: Indian Poetry in English, ed." ୨୦୧୪ରୁ ଆମେରିକାରେ ପ୍ରକାଶିତ [୭]
ରଚନା ବଳି
[ସମ୍ପାଦନା]ସ୍ମିତା ବହୁ ସଂଖ୍ୟାରେ କବିତା ଆଣ୍ଠୋଳୋଗି ଭାବରେ ରଚନା କରିଛନ୍ତି । ସେଗୁଡ଼ିକ ହେଲା
- Literature Alive, New Writing from India and Britain, Vol. 2, Summer 1996.
- Nine Indian Women Poets. Oxford University Press, 1997[୮]
- Verse: Special Feature on Indian poetry, UK & USA, Vol. 17 & 18, 2001.
- Reasons for Belonging. Penguin, 2002.
- Midnight’s Grandchildren. Macedonia: Post Independence Poetry From India, Struga Poetry Press, 2003.
- Confronting Love. Penguin, 2005.
- Fulcrum: Special Issue on Indian Poetry in English, No. 4. US: 2005.
- Sparks, DAV Center for Creative Education. Mumbai: New Panvel, 2008.
- Indian English Women Poets. New Delhi: Creative Books, 2009.
- We Speak in Changing Languages: Indian Women Poets, 1990-2007. New Delhi: Sahitya Akademi, 2009.
- The HarperCollins Book of English Poetry, 2012.
- These My Words: The Penguin Book of Indian Poetry, 2012.
- The Dance of the Peacock: An Anthology of English Poetry from India,[୯] featuring 151 Indian English poets, edited by Vivekanand Jha and published by Hidden Brook Press,[୧୦] କାନାଡା .
ପୁନଶ୍ଚ ଦେଖଣା
[ସମ୍ପାଦନା]- Indian English Poetry
- List of Indian poets#English
ଆଧାର
[ସମ୍ପାଦନା]- ↑ http://www.kent.ac.uk/alumni/pdf/kent40.pdf
- ↑ "IU Northwest: Plath Profiles". Iun.edu. Archived from the original on 2014-04-23. Retrieved 2012-01-28.
- ↑ "Smita Agarwal - Folk Music artiste of India". Beatofindia.com. Retrieved 2012-01-28.
- ↑ Smita Agarwal (2011-09-25). "Mofussil Notebook, Poems Of Small-Town India". Ideaindia.com. Retrieved 2012-01-28.
- ↑ "Of love, longing and failed husbands". Hindustan Times. 2011-09-24. Archived from the original on 2011-11-06. Retrieved 2012-01-28.
- ↑ Smita Agarwal (2013). "Mofussil Notebook: Contemporary Indian Poetry in English". Sampark. ISBN 978-8192684253. Retrieved 2014-04-21.
- ↑ "www.rodopi.nl/ntalpha.asp?BookId=DQR+53&type=new&letter=N".
- ↑ "An ode to our nightingales - Times Of India". Articles.timesofindia.indiatimes.com. 2009-05-10. Archived from the original on 2012-07-07. Retrieved 2012-01-28.
- ↑ Grove, Richard. "The Dance of the Peacock:An Anthology of English Poetry from India". No. current. Hidden Brook Press, Canada. Archived from the original on 29 September 2018. Retrieved 5 January 2015.
{{cite news}}
: More than one of|first1=
and|first=
specified (help); More than one of|last1=
and|last=
specified (help) - ↑ Press, Hidden Brook. "Hidden Brook Press". Hidden Brook Press. Retrieved 5 January 2015.