ସୋନ ପାମ୍ପୁଡି

ଉଇକିପିଡ଼ିଆ‌ରୁ
ସୋନ ପାମ୍ପୁଡି
ଅନ୍ୟ ନାମSoam papdi, patisa, shonpapri
ମୂଳ ସ୍ଥାନIndia and Pakistan and Bangladesh
ଅଞ୍ଚଳ ବା ରାଜ୍ୟIndia and Pakistan and Bangladesh
ମୁଖ୍ୟ ଉପାଦାନGram flour, sugar, flour, ghee, milk, cardamom[୧]
ଖାଦ୍ୟରୁ ଶକ୍ତି
(per ବଢ଼ା)
30 କିଲୋ କ୍ୟାଲୋରୀ (126 kJ)

ସୋନ ପାମ୍ପୁଡି (ଅନ୍ୟ ନାମ : ପତିସ, ସୋନ ପାପରି, ସୋହାନ ପାମ୍ପୁଡି ଏବଂ ସୋନ ପାପରି) [୨] ଏହି ମିଠା ଏକ ଲୋକପ୍ରିୟ ଉତ୍ତର ଭାରତୀୟ [North_Indian_cuisine] ଖାଦ୍ୟ ଅଟେ । ଏହା ସାଧାରଣତଃ ଚାରିକୋଣିଆ (ବର୍ଗ କ୍ଷେତ୍ର ) ସଦୃଶ କିମ୍ବା ଗୁଚ୍ଛା ଆକାରର ହୋଇଥାଏ ଏବଂ ଏହା ଅତ୍ୟନ୍ତ ସରୁ ଏବଂ ମିଠା ଯୁକ୍ତ ହୋଇଥାଏ ।[୩]

ଇତିହାସ[ସମ୍ପାଦନା]

କୁହାଯାଏ କି, ଭାରତର ପଞ୍ଜାବ, ଉତ୍ତର ପ୍ରଦେଶ, ପଶ୍ଚିମ ବେଙ୍ଗଲ ଏବଂ ରାଜସ୍ଥାନ ଆଦି ସ୍ଥାନରେ ମୂଳ ରୂପେ ପ୍ରସ୍ତାବିତ କରାଯାଏ, ଯାହା କି ଅଳ୍ପ ମାତ୍ରାରେ ଅଜ୍ଞାତ ରହିଛି ।[୪]

ସାମଗ୍ରୀ[ସମ୍ପାଦନା]

ଏହାର ମୁଖ୍ୟ ସାମଗ୍ରୀ :- ଚିନି, ଅଟା, ଚିକୀ ମଟର, ଘିଅ, କ୍ଷୀର ଏବଂ ଅଳେଇଚଦ୍ୱାରା ପ୍ରସ୍ତୁତ ହୋଇଥାଏ ।[୫]

ଆଧାର[ସମ୍ପାଦନା]

  1. "Diwali". Retrieved September 17, 2012.
  2. "Patisa - Culinary Encyclopedia". Archived from the original on October 23, 2013. Retrieved September 17, 2012.
  3. "Soan Papdi". Food-india.com. Retrieved September 17, 2012.
  4. "Patisa". Retrieved 28 December 2014.
  5. "Diwali". Indiaoz.com.au. Retrieved September 17, 2012.

ବାହାର ଲିଙ୍କ[ସମ୍ପାଦନା]