ସୋନୁ ଚନ୍ଦ୍ରପାଲ

ଉଇକିପିଡ଼ିଆ‌ରୁ
ସୋନୁ ଚନ୍ଦ୍ରପାଲ
୨୦୨୩ରେ ସୋନୁ ଚନ୍ଦ୍ରପାଲ
ଜନ୍ମ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୩–ଏବେଯାଏଁ
ପ୍ରସିଦ୍ଧିସୁହାନି ସି ଏକ୍ ଲଡ଼କି

ସୋନୁ ଚନ୍ଦ୍ରପାଲ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ଦୂରଦର୍ଶନ ଧାରାବାହିକରେ ଅଭିନୟ କରନ୍ତି । ୨୦୧୩ ମସିହାରେ ସେ ସାହାର ୱାନ୍‌ରେ ପ୍ରସାରିତ ହିନ୍ଦୀ ଧାରାବାହିକ ତୁଝ୍ ସଙ୍ଗ୍ ପ୍ରୀତ୍ ଲଗାଇ ସଜନାରେ ପ୍ରଥମେ ଅଭିନୟ କରିଥିଲେ, ଯେଉଁଥିରେ ସେ ନିଶା ଭୂମିକାରେ ଅଭିନୟ କରିଥିଲେ । ସୁହାନି ସି ଏକ୍ ଲଡ଼କିରେ ରାଗିଣୀ ସୌରଭ ବିର୍ଲା ଓ ଶ୍ରୀମଦ ଭଗବତ ମହାପୂରାଣ ଧାରାବାହିକରେ ସରସ୍ୱତୀ ଭୂମିକା ପାଇଁ ସେ ଜଣାଶୁଣା । ସେ ଏହା ପୂର୍ବରୁ ଗୁଜରାଟୀ ଏବଂ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ସେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ ।[୧] ଏବେ ସେ ମୁମ୍ବାଇରେ ରହୁଛନ୍ତି ।

ଟେଲିଭିଜନ[ସମ୍ପାଦନା]

ବର୍ଷ ଧାରାବାହିକ ଭୂମିକା ଆଧାର
୨୦୧୩ ତୁଝ୍ ସଙ୍ଗ୍ ପ୍ରୀତ୍ ଲଗାଇ ସାଜନା ନିଶା [୨]
କିସ୍ ଦିନ୍ ମେରା ବିୟାଃ ହୋୱାୟ ଗା ବିଲ୍ଲୋ [୩]
୨୦୧୪–୨୦୧୫ ସୁହାନି ସି ଏକ୍ ଲଡ଼କି ରାଗିଣୀ ସୌରଭ ବିର୍ଲା [୪]
୨୦୧୫ ଉମିଦ୍ ନୟି ସୁବା କି ବସୁଧା
୨୦୧୯ ଶ୍ରୀମଦ ଭଗବତ ମହାପୁରାଣ ଦେବୀ ସରସ୍ୱତୀ [୫]
୨୦୨୩ - ଉପସ୍ଥିତ ପ୍ରଫେସର୍ ପାଣ୍ଡେ କେ ପାଞ୍ଚ୍ ପରିବାର୍ ଚାନ୍ଦନୀ [୬]

ଚଳଚ୍ଚିତ୍ର[ସମ୍ପାଦନା]

  • ୨୦୧୭: ୱାସଅପ୍ ଜିନ୍ଦଗି [୭] (ଗୁଜରାଟୀ ଚଳଚ୍ଚିତ୍ର)

ଆଧାର[ସମ୍ପାଦନା]

  1. "Appsolutely no problem!".
  2. https://timesofindia.indiatimes.com/tv/news/hindi/sonu-chandrapal-to-enter-tujh-sang-preet-/articleshow/19443755.cms
  3. http://archive.indianexpress.com/news/not-a-laughing-matter/1203105/
  4. https://bestmediainfo.com/2014/06/star-plus-to-launch-new-fiction-show-suhani-si-ek-ladki
  5. https://www.tribuneindia.com/news/lifestyle/happiness-over-ambition-467917
  6. https://www.tribuneindia.com/news/entertainment/sonu-chandrapal-roped-in-for-comedy-show-professor-pandey-ke-paanch-pariwar-473918
  7. "Wassup ZindagiUA" – via The Economic Times - The Times of India.