Jump to content

ସୋଡିଅମ ଫେରିକ ଗ୍ଲୁକୋନେଟ

ଉଇକିପିଡ଼ିଆ‌ରୁ
ସୋଡିଅମ ଫେରିକ ଗ୍ଲୁକୋନେଟ
Clinical data
Trade namesFerrlecit
SynonymsSodium ferric gluconate complex
AHFS/Drugs.commonograph
MedlinePlusa614030
data
Pregnancy
category
  • US: B (No risk in non-human studies) []
    Routes of
    administration
    Intravenous (IV)
    Legal status
    Legal status
    Chemical and physical data
    FormulaC66H121Fe2NaO65
    Molar mass୨,୦୮୯.୩୧ g·mol−1
    3D model (JSmol)
    • O[C@H]([C@@H](O)C(O[Na])=O)[C@H](O)[C@H](O)CO.O[C@H]([C@@H](O)C(O1)=O)[C@H](O)[C@H](O)CO.[Fe]1(OC(=O)[C@H](O)[C@@H](O)[C@H](O)[C@H](O)CO)OC(=O)[C@H](O)[C@@H](O)[C@H](O)[C@H](O)CO
    • InChI=1S/5C12H22O11.C6H12O7.2Fe.Na.3O/c5*13-1-4-6(16)8(18)9(19)11(21-4)23-12(3-15)10(20)7(17)5(2-14)22-12;7-1-2(8)3(9)4(10)5(11)6(12)13;;;;;;/h5*4-11,13-20H,1-3H2;2-5,7-11H,1H2,(H,12,13);;;;;;/q;;;;;;2*+3;+1;3*-2/p-1/t5*4-,5-,6-,7-,8+,9-,10+,11-,12+;2-,3-,4+,5-;;;;;;/m111111....../s1
    • Key:MQBDAEHWGRMADS-XNHLMZCASA-M

    ସୋଡିଅମ ଫେରିକ ଗ୍ଲୁକୋନେଟ, (ଇଂରାଜୀ ଭାଷାରେ Sodium ferric gluconate), ଫେରଲେକସିଟ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଇପୋଏଟିନ ଥେରାପି ଗ୍ରହଣ କରୁଥିବା ହେମୋଡାଏଲିସିସ୍ ରୋଗୀଙ୍କର ଲୌହ ଅଭାବ ଜିନିତ ରକ୍ତହୀନତାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[] ଏହି ଗୋଷ୍ଠୀରେ ପାଟିରେ ଦିଆଯାଉଥିବା ଲୁହା ଅପେକ୍ଷା ଶିରାଭ୍ୟନ୍ତର ଲୌହ ଭଲ ବୋଲି ଜଣାପଡିଛି ।[]

    ବୟସ୍କମାନଙ୍କ ମଧ୍ୟରେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା, ମୁଣ୍ଡ ବୁଲାଇବା, ଅଣନିଶ୍ୱାସ ପ୍ରଶ୍ୱାସ, ଛାତି ଯନ୍ତ୍ରଣା, ଗୋଡ଼ କ୍ରାନପ ଏବଂ ଯନ୍ତ୍ରଣା ହୋଇପାରେ ।[] ପିଲାମାନଙ୍କଠାରେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଦ୍ରୁତ ହୃତ୍‌ପିଣ୍ଡ ଗତି ଏବଂ ବାନ୍ତି ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[] ଏହା ଏକ ପ୍ରକାର ଲୁହା ସପ୍ଲିମେଣ୍ଟ[]

    ୧୯୯୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସୋଡିଅମ ଫେରିକ ଗ୍ଲୁକୋନେଟ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୬୮ ଡଲାର ଥିଲା ।[] ଏହା ୟୁରୋପରେ ମଧ୍ୟ ଉପଲବ୍ଧ ।[]

    1. "Sodium ferric gluconate complex Use During Pregnancy". Drugs.com. 16 December 2019. Archived from the original on 30 November 2020. Retrieved 2 April 2020.
    2. 1 2 3 4 5 6 "Ferrlecit- sodium ferric gluconate complex injection". DailyMed. 25 September 2019. Archived from the original on 2 April 2020. Retrieved 2 April 2020.
    3. 1 2 "Sodium Ferric Gluconate Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 12 October 2021.
    4. "Ferrlecit Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 3 February 2024. Retrieved 12 October 2021.
    5. "Intravenous iron-containing medicinal products". Archived from the original on 22 August 2021. Retrieved 12 October 2021.