ସୋଡ଼ିଅମ ଫିନାଇଲବୁଟିରେଟ/ୟୁର୍ସୋଡକ୍ସିକୋଲଟାଉରିନ

ଉଇକିପିଡ଼ିଆ‌ରୁ
ସୋଡ଼ିଅମ ଫିନାଇଲବୁଟିରେଟ/ୟୁର୍ସୋଡକ୍ସିକୋଲଟାଉରିନ
Combination of
Sodium phenylbutyratePan-histone deacetylase inhibitor
UrsodoxicoltaurineBile acid
Clinical data
Trade namesAlbrioza, Relyvrio
SynonymsSodium phenylbutyrate / taurursodiol; sodium phenylbutyrate / tauroursodeoxycholic acid; AMX0035
Routes of
administration
By mouth
Legal status
Legal status

ସୋଡ଼ିଅମ ଫିନାଇଲବୁଟିରେଟ/ୟୁର୍ସୋଡକ୍ସିକୋଲଟାଉରିନ, ଯାହାକି ସୋଡ଼ିଅମ ଫିନାଇଲବୁଟିରେଟ/ ଟଉରୁରସୋଡ଼ିଡିଓଲ ଭାବରେ ମଧ୍ୟ ଜଣାଶୁଣା ଏବଂ ଅନ୍ୟମାନଙ୍କ ମଧ୍ୟରେ ଆଲବ୍ରିଓଜା ନାମରେ ବିକ୍ରି ହୁଏ, ଏହା ଏକ ଔଷଧ ଯାହା ଆମାୟୋଟ୍ରୋଫିକ ଲାଟେରାଲ୍ ସ୍କ୍ଲେରୋସିସ୍ (ALS) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] [୩] ଏହା ପାଟିରେ ଦିଆଯାଏ ।[୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ପେଟ ଯନ୍ତ୍ରଣା, ଅଇ, ଏବଂ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ ହୋଇପାରେ ।[୩] ଏଥିରେ ସୋଡିଅମ୍ ଅଧିକ ଥାଏ ଏବଂ ଯେଉଁମାନେ ସମ୍ବେଦନଶୀଳ ସେମାନଙ୍କୁ ଏହା ଦେବା ବେଳେ ଧ୍ୟାନ ରଖିବା ଉଚିତ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩] ଏହା ମାଇଟୋକଣ୍ଡ୍ରିଆ ଏବଂ ଏଣ୍ଡୋପ୍ଲାଜମିକ ରେଟିକୁଲମ‌ର ପଥ ପରିବର୍ତ୍ତନ କରିଦେବା ଫଳରେ କୋଷ ମୃତ୍ୟୁରେ ପରିଣତ ହୁଏ ବୋଲି ବିଶ୍ୱାସ କରାଯାଏ ।[୫]

ଏହି ମିଶ୍ରଣକୁ ୨୦୨୨ ମସିହାରେ କାନାଡ଼ା ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା ।[୨] [୩] ୨୦୨୨ ସୁଦ୍ଧା ୟୁରୋପରେ ଅନୁମୋଦନ ପାଇଁ ନିର୍ମାତା ଆବେଦନ କରିଛନ୍ତି ।[୫] କାନାଡାରେ ଏହା ନିମନ୍ତେ ପ୍ରତି ବ୍ୟକ୍ତି ପିଛା ବାର୍ଷିକ ୨୨୦,୦୦୦ କାନାଡ଼ା ଡଲାର ଖର୍ଚ୍ଚ ହୋଇଥାଏ ।[୬] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ବର୍ଷକୁ ପ୍ରାୟ ୧୫୮,୦୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୭]

ଆଧାର[ସମ୍ପାଦନା]

  1. "Qualifying notice for Albrioza". Health Canada. 13 June 2022. Archived from the original on 14 June 2022. Retrieved 13 June 2022.
  2. ୨.୦ ୨.୧ ୨.୨ "Albrioza monograph" (PDF). 1 June 2022. Archived (PDF) from the original on 14 June 2022. Retrieved 14 June 2022.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Relyvrio- sodium phenylbutyrate/taurursodiol powder, for suspension". DailyMed. 30 September 2022. Archived from the original on 16 October 2022. Retrieved 16 October 2022.
  4. "Drug Approval Package: Relyvrio". U.S. Food and Drug Administration (FDA). 27 October 2022. Archived from the original on 18 November 2022. Retrieved 18 November 2022.
  5. ୫.୦ ୫.୧ "Sodium phenylbutyrate + tauroursodeoxycholic acid". SPS - Specialist Pharmacy Service. 20 November 2020. Archived from the original on 26 November 2021. Retrieved 16 December 2022.
  6. "Sodium Phenylbutyrate and Ursodoxicoltaurine (Albrioza)". Canadian Journal of Health Technologies (in ଇଂରାଜୀ). 8 August 2022. doi:10.51731/cjht.2022.410. Archived from the original on 16 December 2022. Retrieved 16 December 2022.
  7. "Amylyx sets ALS drug price at $158,000 per year, opening new debate on cost". BioPharma Dive. Archived from the original on 16 December 2022. Retrieved 16 December 2022.