ସେନୋବାମେଟ

ଉଇକିପିଡ଼ିଆ‌ରୁ
ସେନୋବାମେଟ
Clinical data
Trade namesXcopri, Ontozry
SynonymsYKP3089
AHFS/Drugs.commonograph
MedlinePlusa620021
data
Routes of
administration
By mouth
Legal status
Legal status
Pharmacokinetic data
Bioavailability≥88%
Protein binding60%
MetabolismMainly glucuronidation via UGT2B7
Elimination half-life50–60 hours
ExcretionMainly via urine
Identifiers
  • [(1R)-1-(2-chlorophenyl)-2-(tetrazol-2-yl)ethyl] carbamate
Chemical and physical data
FormulaC10H10ClN5O2
Molar mass୨୬୭.୬୭ g·mol−1
3D model (JSmol)
  • C1=CC=C(C(=C1)C(CN2N=CN=N2)OC(=O)N)Cl
  • InChI=1S/C10H10ClN5O2/c11-8-4-2-1-3-7(8)9(18-10(12)17)5-16-14-6-13-15-16/h1-4,6,9H,5H2,(H2,12,17)/t9-/m0/s1
  • Key:GFHAXPJGXSQLPT-VIFPVBQESA-N

ସେନୋବାମେଟ, ବେପାର ନାମ ଏକ୍ସକୋପ୍ରି (Xcopri) ଏବଂ ଓଣ୍ଟୋଜ୍ରି (Ontozry) ଏକ ଔଷଧ ଯାହା ଅପସ୍ମାରର ଚିକିତ୍ସା ପାଇଁ ବ୍ୟବହୃତ ହୁଏ, ବିଶେଷ ଭାବରେ ଫୋକାଲ୍-ଅନସେଟ୍ ଅପସ୍ମାର ନିମନ୍ତେ । [୨] ଏହା ଅନ୍ୟାନ୍ୟ ଔଷଧ ସହିତ ଏକତ୍ର ବ୍ୟବହୃତ କରାଯାଇପାରେ । [୧] ଏହା ପାଟିରେ ଦିଆଯାଏ । [୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ମୁଣ୍ଡ ବୁଲାଇବା, ଥକାପଣ, ଦ୍ୱିତ ଦୃଷ୍ଟି, ଏବଂ ମୁଣ୍ଡବିନ୍ଧା ହୋଇପାରେ । [୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଷୁଦ୍ର କ୍ୟୁଟି (QT), ଇଓସିନୋଫିଲିଆ ସ‌ହିତ ଔଷଧ ପ୍ରତିକ୍ରିୟା (DRESS) ଏବଂ ଆତ୍ମହତ୍ୟା ପ୍ରବଣ ହୋଇପାରେ । [୨] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୨] ଏହା କିପରି କାର୍ଯ୍ୟ କରେ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ; ତଥାପି, ଏହା ଆୟନ ଚ୍ୟାନେଲଗୁଡ଼ିକୁ ପରିବର୍ତ୍ତନ କରେ । [୨]

୨୦୧୯ ମସିହାରେ ଆମେରିକାରେ ଏବଂ ୨୦୨୧ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ସେନୋବାମେଟ ଅନୁମୋଦିତ ହୋଇଥିଲା ।[୪] [୧] ଏହା ନିୟନ୍ତ୍ରିତ ପଦାର୍ଥ ଅଧିନିୟମର ସିଡ୍ୟୁଲ୍ ୫ରେ (V) ଅଛି। [୫] ଯୁକ୍ତରାଷ୍ଟ୍ରରେ ୧୦୦ ମିଗ୍ରାର ୩୦ଟି ବଟିକାର ମୂଲ୍ୟ ୨୦୨୨ ସୁଦ୍ଧା ପ୍ରାୟ ୧୦୦୦ ଡଲାର ଅଟେ । [୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Ontozry EPAR". European Medicines Agency (EMA). 25 January 2021. Archived from the original on 4 June 2021. Retrieved 4 June 2021. Text was copied from this source which is © European Medicines Agency. Reproduction is authorized provided the source is acknowledged.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Xcopri Titration Pack- cenobamate kit Xcopri- cenobamate tablet, film coated Xcopri Maintenance Pack- cenobamate kit". DailyMed. Archived from the original on 11 August 2020. Retrieved 1 February 2021.
  3. "Schedules of Controlled Substances: Placement of Cenobamate in Schedule V". Federal Register. 10 March 2020. Archived from the original on 3 April 2021. Retrieved 4 August 2021.
  4. "Cenobamate Monograph for Professionals". Drugs.com (in ଇଂରାଜୀ). Retrieved 3 January 2022.
  5. "2020 - Placement of Cenobamate in Schedule V". DEA Diversion Control Division. 10 March 2020. Archived from the original on 19 April 2020. Retrieved 11 March 2020.
  6. "Xcopri Prices, Coupons & Savings Tips - GoodRx". GoodRx. Archived from the original on 19 October 2021. Retrieved 3 January 2022.