ସେଟ୍ରୋରେଲିକ୍ସ

ଉଇକିପିଡ଼ିଆ‌ରୁ
ସେଟ୍ରୋରେଲିକ୍ସ
Clinical data
Trade namesCetrotide, others
SynonymsCetrorelix acetate
AHFS/Drugs.commonograph
Routes of
administration
Subcutaneous injection
Legal status
Legal status
Pharmacokinetic data
Bioavailability85%
Protein binding86%
Elimination half-life62.8 hours / 3 mg single dose; 5 hours / 0.25 mg single dose; 20.6 hours / 0.25 mg multiple doses
Excretionfeces (5% to 10% as unchanged drug and metabolites); urine (2% to 4% as unchanged drug)
Identifiers
  • Acetyl-D-3-(2′-naphtyl)-alanine-D-4-chlorophenylalanine-D-3-(3′-pyridyl)- alanine-L-serine-L-tyrosine-D-citrulline-L-leucine-L-arginine-L-proline-D-alanine-amide
ECHA InfoCard100.212.148 Edit this at Wikidata
Chemical and physical data
FormulaC70H92ClN17O14
Molar mass୧,୪୩୧.୦୬ g·mol−1
  • InChI=1S/C70H92ClN17O14/c1-39(2)31-52(61(94)82-51(15-9-28-77-69(73)74)68(101)88-30-10-16-58(88)67(100)79-40(3)59(72)92)83-60(93)50(14-8-29-78-70(75)102)81-63(96)54(34-43-20-25-49(91)26-21-43)86-66(99)57(38-89)87-65(98)56(36-45-11-7-27-76-37-45)85-64(97)55(33-42-18-23-48(71)24-19-42)84-62(95)53(80-41(4)90)35-44-17-22-46-12-5-6-13-47(46)32-44/h5-7,11-13,17-27,32,37,39-40,50-58,89,91H,8-10,14-16,28-31,33-36,38H2,1-4H3,(H2,72,92)(H,79,100)(H,80,90)(H,81,96)(H,82,94)(H,83,93)(H,84,95)(H,85,97)(H,86,99)(H,87,98)(H4,73,74,77)(H3,75,78,102)/t40-,50-,51+,52+,53-,54+,55-,56-,57+,58+/m1/s1 checkY
  • Key:SBNPWPIBESPSIF-MHWMIDJBSA-N checkY
  (verify)

ସେଟ୍ରୋରେଲିକ୍ସ, ସେଟ୍ରୋଟାଇଡ୍ ନାମରେ ବିକ୍ରୟ କରାଯାଏ, ଏକ ଔଷଧ ଯାହା ପ୍ରଜନନ ଚିକିତ୍ସାରେ ବ୍ୟବହୃତ ହୁଏ ଓ ମହିଳାମାନଙ୍କର ସମୟପୂର୍ବ ଡିମ୍ବାଣୁ କ୍ଷରଣ (ଓଭ୍ୟୁଲେସନ) ଅବରୋଧ କରି ଡିମ୍ବାଶୟ ଉତ୍ତେଜନାକୁ ରୋକିବାରେ ସାହାଯ୍ୟ କରେ ।[୧] ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଏହା ଦିଆଯାଏ । [୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଓଭାରିଆନ୍ ହାଇପରଷ୍ଟିମ୍ୟୁଲେସନ୍ ସିଣ୍ଡ୍ରୋମ, ଅଇ, ଏବଂ ମୁଣ୍ଡବିନ୍ଧା ହୋଇପାରେ । [୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ୍ ଏବଂ ଯକୃତ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ । [୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ । [୩] ଏହା ଏକ ଗୋନାଡୋଟ୍ରୋପିନ୍ ରିଲିଜିଙ୍ଗ ହରମୋନ୍ (GnRH) ବ୍ଲକର୍ । [୩]

୧୯୯୯ରେ ୟୁରୋପରେ ଏବଂ ୨୦୦୦ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ସେଟ୍ରୋରେଲିକ୍ସକୁ ଅନୁମୋଦନ କରାଯାଇଥିଲା। [୧] [୩] ଯୁକ୍ତରାଜ୍ୟରେ ୨୫୦ ମିଗ୍ରାର ମୂଲ୍ୟ ୨୦୨୧ରେ ୨୭ ପାଉଣ୍ଡ ଥିଲା । [୨] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୨୫୦ ଡଲାର ଥିଲା ।[୪]

ଆଧର[ସମ୍ପାଦନା]

  1. ୧.୦ ୧.୧ "Cetrotide". Archived from the original on 16 May 2021. Retrieved 3 January 2022.
  2. ୨.୦ ୨.୧ BNF 81: March-September 2021. BMJ Group and the Pharmaceutical Press. 2021. p. 778. ISBN 978-0857114105.
  3. ୩.୦ ୩.୧ ୩.୨ ୩.୩ ୩.୪ "Cetrorelix Monograph for Professionals". Drugs.com (in ଇଂରାଜୀ). Archived from the original on 4 February 2021. Retrieved 3 January 2022.
  4. "Cetrorelix Prices, Coupons & Savings Tips - GoodRx". GoodRx. Retrieved 3 January 2022.