ସେକେଣ୍ଡାରି ବୋର୍ଡ଼ ହାଇସ୍କୁଲ କଟକରେ ଅବସ୍ଥିତ ଏକ ଓଡ଼ିଆ ଉଚ୍ଚବିଦ୍ୟାଳୟ । ଏହା ୧୯୫୯ମସିହାରେ ବଜ୍ରକବାଟୀଠାରେ ସ୍ଥାପନା କରଯାଇଥିଲା ।
ମୁଖ୍ୟ ପ୍ରବେଶ ପଥ
ବିଦ୍ୟାଳୟ କୋଠା