| ସେକେଣ୍ଡାରି ବୋର୍ଡ଼ ହାଇସ୍କୁଲ |
 |
| ଅବସ୍ଥାନ |
କଟକ, ଓଡ଼ିଶା, ଭାରତ
|
| ବିବରଣୀ |
| ପ୍ରତିଷ୍ଠା |
୩ ଅଗଷ୍ଟ ୧୯୫୯ |
| ଶ୍ରେଣୀ |
ଶ୍ରେଣୀ ୬ରୁ ୧୦ମ |
ସେକେଣ୍ଡାରି ବୋର୍ଡ଼ ହାଇସ୍କୁଲ କଟକରେ ଅବସ୍ଥିତ ଏକ ଓଡ଼ିଆ ଉଚ୍ଚବିଦ୍ୟାଳୟ । ଏହା ୧୯୫୯ମସିହାରେ ବଜ୍ରକବାଟୀଠାରେ ସ୍ଥାପନା କରାଯାଇଥିଲା ।
ମୁଖ୍ୟ ପ୍ରବେଶ ପଥ
ବିଦ୍ୟାଳୟ କୋଠା