ସୁଲଗ୍ନା ରାଉତରାୟ
ଦେଖଣା
ସୁଲଗ୍ନା ରାଉତରାୟ | |
---|---|
ଜନ୍ମ | |
ବୃତ୍ତି | ମଞ୍ଚ ସଂଚାଳିକା |
ପ୍ରସିଦ୍ଧି | ହେଲୋ ଡକ୍ଟର |
ସୁଲଗ୍ନା ରାଉତରାୟ, ଜଣେ ଓଡ଼ିଆ ମଞ୍ଚ ଓ ଦୂରଦର୍ଶନ ଉପସ୍ଥାପିକା ।[୧][୨][୩][୪][୫] ଦୂରଦର୍ଶନ ଭୁବନେଶ୍ୱର କେନ୍ଦ୍ର ତରଫରୁ ପ୍ରସାରିତ ହେଲୋ ଡକ୍ଟର ଭଳି ଅନେକ କାର୍ଯ୍ୟକ୍ରମ ସେ ଉପସ୍ଥାପନା କରିଛନ୍ତି । ମଞ୍ଚରେ ମଧ୍ୟ ସେ ସକ୍ରିୟ ।[୬] ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ ସେ ମଞ୍ଚ ସଂଚାଳନ କରିଛନ୍ତି ।[୭] ସେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ମଞ୍ଚ ପରିଚାଳନାର ଦକ୍ଷତା ରଖନ୍ତି ।
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଚଳଚ୍ଚିତ୍ର ଜଗତ ସମ୍ମାନ - ୨୦୧୯[୮]
ଆଧାର
[ସମ୍ପାଦନା]- ↑ Ambaly, Anwesha (8 December 2016). "One-stop tattoo shop for all things body art". Telegraph India. Retrieved 29 February 2024.
- ↑ "This facility will help... (but) will they protect us with special roads now?". Telegraph India. 31 July 2013. Retrieved 29 February 2024.
- ↑ The Telegraph Online (12 July 2013). "Television personality Sulagna Routray shares her childhood memories of the car fest". Telegraph India. Retrieved 29 February 2024.
- ↑ "Women's Car Rally in Bhubaneswar to mark Women's Day". Odisha News Insight. 20 February 2016. Retrieved 29 February 2024.
- ↑ Bureau, Sambad (19 June 2022). "ଷ୍ଟାର୍ କିରଣ'ରେ 'ବନସ୍ତେ ଡାକିଲା ଗଜ'ର ପ୍ରସାରଣ ଆଜି". Sambad. Retrieved 29 February 2024.
- ↑ Bureau, Sambad (18 November 2022). "କଟକ ବାଲିଯାତ୍ରା ଉଦ୍ଯାପିତ". Sambad. Retrieved 29 February 2024.
- ↑ Bureau, Sambad (23 December 2023). "ଯୋରନ୍ଦା ମହିମାଗାଦିରେ ମୁଖ୍ୟମନ୍ତ୍ରୀ: 'ଭାରତର ଆଧ୍ୟାତ୍ମିକ ମାନଚିତ୍ରରେ ଯୋରନ୍ଦାର ସ୍ଥାନ ସ୍ବତନ୍ତ୍ର'". Sambad. Retrieved 29 February 2024.
- ↑ "୨୦୧୯ : ବାବୁଶାନ-ବର୍ଷା ଶ୍ରେଷ୍ଠ ନାୟକ-ନାୟିକା". Samaja Live. 6 January 2020. Retrieved 29 February 2024.