ସୁରୀଲୀ ଗୌତମ

ଉଇକିପିଡ଼ିଆ‌ରୁ
ସୁରୀଲୀ ଗୌତମ
ଜନ୍ମ (1990-04-03) ୩ ଅପ୍ରେଲ ୧୯୯୦ (ବୟସ ୩୪)
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୮–ଏବେଯାଏଁ
ବୈବାହିକ-ସାଥୀ
ଜସରାଜ ସିଂହ ଭାଟ୍ଟୀ
(m. ୨୦୧୩)
[୧]
ପିତାମାତା(s)ମୁକେଶ ଗୌତମ (ବାପା)
ଅଞ୍ଜଳି ଗୌତମ (ମାଆ)
ସମ୍ପର୍କୀୟୟାମି ଗୌତମ (ଭଉଣୀ)[୨]
ଜସପାଲ ଭାଟ୍ଟୀ (ଶ୍ୱଶୁର)

ସୁରୀଲୀ ଗୌତମ ଭାଟ୍ଟୀ (ଜନ୍ମ: ୩ ଅପ୍ରେଲ ୧୯୯୦) ଜଣେ ଭାରତୀୟ ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ସେ ନିର୍ଦ୍ଦେଶକ ମୁକେଶ ଗୌତମଙ୍କ ଝିଅ ଏବଂ ଅଭିନେତ୍ରୀ ୟାମି ଗୌତମଙ୍କ ସାନ ଭଉଣୀ ।[୩] ସେ ୨୦୦୮ ମସିହାରେ ସୋନି ଇଣ୍ଡିଆର ମିଟ୍ ମିଲା ଦେ ରବ୍ବା ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୪][୫] ପରେ ସେ ପଞ୍ଜାବୀ କଥାଚିତ୍ର ପାୱାର କଟ୍ ଜରିଆରେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୬]

ସେ ନଭେମ୍ବର ୨୦୧୩ରେ ଚଣ୍ଡୀଗଡ଼ରେ ଜସରାଜ ସିଂ ଭଟ୍ଟୀଙ୍କୁ ବିବାହ କରିଥିଲେ ।[୧]

ଅଭିନୟ ଜୀବନ[ସମ୍ପାଦନା]

ଦୂରଦର୍ଶନ[ସମ୍ପାଦନା]

  • ୨୦୦୮: ମିଟ୍ ମିଲା ଦେ ରବ୍ବା

କଥାଚିତ୍ର[ସମ୍ପାଦନା]

  • ୨୦୧୨: ପାୱାର୍ କଟ୍ (ପଞ୍ଜାବୀ)
  • ୨୦୨୧: ଶଭା ନି ଗିରିଧାରୀ ଲାଲ୍ (ପଞ୍ଜାବୀ)
  • ୨୦୨୨: ପୋଷ୍ଟି (ପଞ୍ଜାବୀ)

ଆଧାର[ସମ୍ପାଦନା]

  1. ୧.୦ ୧.୧ "Yami Gautam's sister to marry Jaspal Bhatti's son". The Times of India. 16 November 2013. Retrieved 2016-05-28.
  2. Yami Gautam's sister to make her debut - Entertainment
  3. Jaspal and Savita Bhatti's son, actress Surilie in a critical condition - The Times of India
  4. Please bring Piyush Sahdev and Surilie Gautam back
  5. Playing protagonist in Meet Mila De Rabba, Surilie Gautam is determined to make it big in the telly world
  6. Power Cut (2012) | Bollywood Hungama

ବାହାର ଲିଙ୍କ୍[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ସୁରୀଲୀ ଗୌତମ