ସୁରୀଲୀ ଗୌତମ
ଦେଖଣା
ସୁରୀଲୀ ଗୌତମ | |
---|---|
ଜନ୍ମ | ଲକ୍ଷ୍ନୌ, ଉତ୍ତର ପ୍ରଦେଶ, ଭାରତ | ୩ ଅପ୍ରେଲ ୧୯୯୦
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୮–ଏବେଯାଏଁ |
ବୈବାହିକ-ସାଥୀ |
ଜସରାଜ ସିଂହ ଭାଟ୍ଟୀ (m. ୨୦୧୩) |
ପିତାମାତା(s) | ମୁକେଶ ଗୌତମ (ବାପା) ଅଞ୍ଜଳି ଗୌତମ (ମାଆ) |
ସମ୍ପର୍କୀୟ | ୟାମି ଗୌତମ (ଭଉଣୀ)[୨] ଜସପାଲ ଭାଟ୍ଟୀ (ଶ୍ୱଶୁର) |
ସୁରୀଲୀ ଗୌତମ ଭାଟ୍ଟୀ (ଜନ୍ମ: ୩ ଅପ୍ରେଲ ୧୯୯୦) ଜଣେ ଭାରତୀୟ ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ସେ ନିର୍ଦ୍ଦେଶକ ମୁକେଶ ଗୌତମଙ୍କ ଝିଅ ଏବଂ ଅଭିନେତ୍ରୀ ୟାମି ଗୌତମଙ୍କ ସାନ ଭଉଣୀ ।[୩] ସେ ୨୦୦୮ ମସିହାରେ ସୋନି ଇଣ୍ଡିଆର ମିଟ୍ ମିଲା ଦେ ରବ୍ବା ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୪][୫] ପରେ ସେ ପଞ୍ଜାବୀ କଥାଚିତ୍ର ପାୱାର କଟ୍ ଜରିଆରେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୬]
ସେ ନଭେମ୍ବର ୨୦୧୩ରେ ଚଣ୍ଡୀଗଡ଼ରେ ଜସରାଜ ସିଂ ଭଟ୍ଟୀଙ୍କୁ ବିବାହ କରିଥିଲେ ।[୧]
ଅଭିନୟ ଜୀବନ
[ସମ୍ପାଦନା]ଦୂରଦର୍ଶନ
[ସମ୍ପାଦନା]- ୨୦୦୮: ମିଟ୍ ମିଲା ଦେ ରବ୍ବା
କଥାଚିତ୍ର
[ସମ୍ପାଦନା]- ୨୦୧୨: ପାୱାର୍ କଟ୍ (ପଞ୍ଜାବୀ)
- ୨୦୨୧: ଶଭା ନି ଗିରିଧାରୀ ଲାଲ୍ (ପଞ୍ଜାବୀ)
- ୨୦୨୨: ପୋଷ୍ଟି (ପଞ୍ଜାବୀ)
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Yami Gautam's sister to marry Jaspal Bhatti's son". The Times of India. 16 November 2013. Retrieved 2016-05-28.
- ↑ Yami Gautam's sister to make her debut - Entertainment
- ↑ Jaspal and Savita Bhatti's son, actress Surilie in a critical condition - The Times of India
- ↑ Please bring Piyush Sahdev and Surilie Gautam back
- ↑ Playing protagonist in Meet Mila De Rabba, Surilie Gautam is determined to make it big in the telly world
- ↑ Power Cut (2012) | Bollywood Hungama
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୁରୀଲୀ ଗୌତମ
ଉଇକିମିଡ଼ିଆ କମନ୍ସରେ Surilie Gautam
ବାବଦରେ ମାଧ୍ୟମ ରହିଛି ।