Jump to content

ସୁଫେଣ୍ଟାନିଲ

ଉଇକିପିଡ଼ିଆ‌ରୁ
ସୁଫେଣ୍ଟାନିଲ
Clinical data
Trade namesDsuvia, Sufenta, Zalviso, others
SynonymsR30730
AHFS/Drugs.commonograph
data
Pregnancy
category
  • US: N (Not classified yet)
    Routes of
    administration
    Intravenous therapy (IV), intramuscular injection (IM), subcutaneous injection (SQ), epidural, intrathecal
    Legal status
    Legal status
    Pharmacokinetic data
    Elimination half-life162 minutes
    Duration of actionUp to 4 hr[]
    Identifiers
    • N-[4-(Methoxymethyl)-1-(2-thiofuran-2-ylethyl)-4-piperidyl]-N-phenylpropanamide
    ECHA InfoCard100.168.858 Edit this at Wikidata
    Chemical and physical data
    FormulaC22H30N2O2S
    Molar mass୩୮୬.୫୫ g·mol−1
    3D model (JSmol)
    Melting point97 °C (207 °F)
    • O=C(N(c1ccccc1)C2(COC)CCN(CC2)CCc3sccc3)CC
    • InChI=1S/C22H30N2O2S/c1-3-21(25)24(19-8-5-4-6-9-19)22(18-26-2)12-15-23(16-13-22)14-11-20-10-7-17-27-20/h4-10,17H,3,11-16,18H2,1-2H3 checkY
    • Key:GGCSSNBKKAUURC-UHFFFAOYSA-N checkY
      (verify)

    ସୁଫେଣ୍ଟାନିଲ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ସୁଫେଣ୍ଟା, ହେଉଛି, ଏକ ଓପିଓଏଡ ଔଷଧ ଯାହା ମଧ୍ୟମରୁ ପ୍ରବଳ ଯନ୍ତ୍ରଣା ଏବଂ ନିଶ୍ଚେତକ ଦେବା ସମୟରେ ବ୍ୟବହୃତ ହୁଏ ।[] [] ଏହା ଜିଭ ତଳେ, ଶିରାରେ ଇଞ୍ଜେକସନ ଆକାରରେ, କିମ୍ବା ଏପିଡୁରାଲ୍ ସ୍ପେସରେ ଦିଆଯାଇପାରେ ।[] [] ଏହାର ପ୍ରଭାବ ୪ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଦୁର୍ବଳ ଶାସସକ୍ରିୟା (ଅଣପର୍ଯ୍ୟାପ୍ତ ଶାସସକ୍ରିୟା ) ଏବଂ ମାଂସପେଶୀ କଠିନ ଲାଗିପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅପବ୍ୟବହାର, ଆଡ୍ରେନାଲ୍ ଅଭାବ, ନିମ୍ନ ରକ୍ତଚାପ, ଆଣ୍ଡ୍ରୋଜେନ୍ ଅଭାବ ଏବଂ ସେରୋଟୋନିନ୍ ସିଣ୍ଡ୍ରୋମ ହୋଇପାରେ ।[] ଏହା ମସ୍ତିଷ୍କରେ μ- ଓପିଓଏଡ୍ ରିସେପ୍ଟର ସହିତ ସଂଲଗ୍ନ କରି କର୍ଯ୍ୟକ୍ଷମ ହୁଏ ।[]

    ସୁଫେଣ୍ଟାନିଲ ପ୍ରଥମେ ୧୯୭୪ ମସିହାରେ ତିଆରି ହୋଇଥିଲା ଏବଂ ୧୯୮୪ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୫୦୦ ୟୁସିଜି ପାଇଁ ଏହାର ମୂଲ୍ୟ ବାବଦ ପ୍ରାୟ ୫୦ ଡଲାର ଖର୍ଚ୍ଚ ହୋଇଛି।[] ଯୁକ୍ତରାଷ୍ଟ୍ରରେ ଏହାକୁ ଏକ ଅନୁସୂଚୀତ II ନିୟନ୍ତ୍ରିତ ପଦାର୍ଥ ଭାବରେ ବର୍ଗୀକୃତ କରାଯାଇଛି ।[]

    1. 1 2 3 4 5 6 7 8 "SUFentanil Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 15 October 2021.
    2. 1 2 3 "Dzuveo". Archived from the original on 23 November 2020. Retrieved 15 October 2021.
    3. Baheti, Dwarkadas K.; Laheri, Vandana V. (31 March 2018). Understanding Anesthetic Equipment & Procedures: A Practical Approach (in ଇଂରାଜୀ). JP Medical Ltd. p. 16. ISBN 978-93-5270-316-6. Archived from the original on 17 October 2021. Retrieved 15 October 2021.
    4. "Sufentanil Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 October 2020. Retrieved 15 October 2021.