ସୁନୀତା ୱିଲିଅମ୍ସ
ଦେଖଣା
| ସୁନୀତା ୱିଲିଅମ୍ସ | |
|---|---|
| ନାସା Astronaut | |
| ଜାତୀୟତା | American |
| Status | Active |
| ଜନ୍ମ | ୧୯ ସେପ୍ଟେମ୍ବର ୧୯୬୫ Euclid, Ohio, United States |
| ଅନ୍ୟ ଜୀବିକା | Test pilot |
| Rank | Captain, USN |
| Time in space | 194d 18h 02m |
| Selection | 1998 NASA Group |
| ଅଭିଯାନ | STS-116, Expedition 14, Expedition 15, STS-117 |
| Mission insignia | |
ସୁନୀତା ୱିଲିଅମ୍ସ ହେଉଛନ୍ତି ଦ୍ୱିତୀୟ ଭାରତୀୟ ବଂଶୋଭବ ମହିଳା ମହାକାଶଚାରୀ । ସୁନୀତା ୱିଲିଅମ୍ସ ୧୯୬୫ ମସିହା ସେପ୍ଟେମ୍ବର ୧୯ ତାରିଖରେ ଆମେରିକାର ଓହିଓରେଠାରେ ଜନ୍ମଗ୍ରହଣ କରିଥିଲେ ।ତାଙ୍କ ପିତାଙ୍କ ନାମ ଡ.ଦିପକ ପାଣ୍ଡ୍ୟା ଏବଂ ମାତାଙ୍କ ନାମ ବୋନି । [୧] ତାଙ୍କ ପିତା ଗୁଜରାଟର ନନ୍ଦାସଣର ବାସିନ୍ଦା ।
ଫ୍ଲୋରିଡା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ସୁନିତା ସାଜିଥିଲେ ଆମେରିକୀୟ ନାସାର ଅଫିସର । ପରବର୍ତ୍ତୀ ସମୟରେ ନାସାରୁ ପ୍ରସିକ୍ଷଣ ନେଇ ସେ ମହାକାଶକୁ ଯାତ୍ରା କରିଥିଲେ ୨୦୦୬ ଡିସେମ୍ବର ୯ରେ ।୪ଥର ସ୍ପେସ ୱାକ (୨୯ ଘଣ୍ଟା ୧୭ ମିନିଟ) କରିଥିବା ସୁନିତା ମହାକାଶରେ ୧୯୫ ଦିନ ରହି ୱାଲ୍ଡ ରେକର୍ଡ ପ୍ରତିଷ୍ଠା କରିଥିଲେ ।[୨] ଏଥି ସହିତ ବହୁ ସମ୍ମାନର ଅଧିକାରିଣୀ ସୁନିତା ଦ୍ୱିତୀୟ ଭାରତୀୟ ବଂଶୋଭବ ମହିଳା ମହାକାଶଚାରୀ ହେଇଛନ୍ତି ।
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |