Jump to content

ସୁନିଟିନିବ

ଉଇକିପିଡ଼ିଆ‌ରୁ
ସୁନିଟିନିବ
Clinical data
Trade namesSutent, others
SynonymsSU11248
AHFS/Drugs.commonograph
MedlinePlusa607052
data
Pregnancy
category
  • AU: D
    Routes of
    administration
    By mouth
    Legal status
    Legal status
    Pharmacokinetic data
    BioavailabilityUnaffected by food
    Protein binding95%
    MetabolismLiver (CYP3A4-mediated)
    Elimination half-life40 to 60 hours (sunitinib)
    80 to 110 hours (metabolite)
    ExcretionFecal (61%) and Kidney (16%)
    Identifiers
    • N-(2-Diethylaminoethyl)-5-[(Z)-(5-fluoro-2-oxo-1H-indol-3-ylidene)methyl]-2,4-dimethyl-1H-pyrrole-3-carboxamide
    Chemical and physical data
    FormulaC22H27FN4O2
    Molar mass୩୯୮.୪୮ g·mol−1
    3D model (JSmol)
    • CCN(CC)CCNC(=O)c1c(c([nH]c1C)/C=C\2/c3cc(ccc3NC2=O)F)C
    • InChI=1S/C22H27FN4O2/c1-5-27(6-2)10-9-24-22(29)20-13(3)19(25-14(20)4)12-17-16-11-15(23)7-8-18(16)26-21(17)28/h7-8,11-12,25H,5-6,9-10H2,1-4H3,(H,24,29)(H,26,28)/b17-12- checkY
    • Key:WINHZLLDWRZWRT-ATVHPVEESA-N checkY
      (verify)

    ସୁନିଟିନିବ, ଏକ ବେପାର ନାମ ସୁଟେଣ୍ଟ, ହେଉଛି ଏକ ଔଷଧ ଯାହା କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ, ବିଶେଷ ଭାବରେ ବୃକ୍‌କୀୟ ଜୀବକୋଷ କର୍କଟ (ଆରସିସି) , ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ ଷ୍ଟ୍ରୋମାଲ୍ ଟ୍ୟୁମର୍ (ଜିଏସ୍ଟି) ଏବଂ ଅଗ୍ନାଶୟ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମର୍ (pNET) ରୋଗରେ ଦିଆଯାଏ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ଜ୍ୱର, ଅଇ, ତରଳ ଝାଡ଼ା, ପାଟିରେ ପ୍ରଦାହ, ପେଟ ଯନ୍ତ୍ରଣା, ଫୁଲା, ରାସ, ଯନ୍ତ୍ରଣା, ରକ୍ତସ୍ରାବ ଏବଂ ଅଣନିଶ୍ୱାସ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ହନୁ ହାଡ଼ର ଓଷ୍ଟିଓନେକ୍ରୋସିସ୍ ଏବଂ ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ ହୋଇପାରେ । [] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ ।[] ଏହା ଏକ ରିସେପ୍ଟର ଟାଇରୋସିନ୍ କାଇନେଜ (RTK) ନିରୋଧକ ।[]

    ୨୦୦୬ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଚିକିତ୍ସା ନିମନ୍ତେ ସୁନିଟିନିବ ଅନୁମୋଦିତ କରାଯାଇଥିଲା ।[][] [] ଯୁକ୍ତରାଷ୍ଟ୍ରରେ ଏହି ଔଷଧର ୪ ସପ୍ତାହ ଖର୍ଚ୍ଚ ପ୍ରାୟ ୪,୯୦୦ ଡଲାର ଅଟେ | []

    1. 1 2 3 "Sutent- sunitinib malate capsule". DailyMed. Archived from the original on 23 March 2021. Retrieved 7 April 2021.
    2. 1 2 3 4 5 "SUNItinib Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 15 October 2021.
    3. "Sutent". Archived from the original on 12 July 2021. Retrieved 15 October 2021.
    4. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1058. ISBN 978-0-85711-369-6.{{cite book}}: CS1 maint: date format (link)
    5. "Sunitinib Prices, Coupons & Savings Tips - GoodRx". GoodRx. Retrieved 15 October 2021.