ସୁଡ଼ୋସୁଚିଆ
Pseudosuchia | |
---|---|
Ornithosuchidae | |
Suchia | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଶ୍ରେଣୀ: | ରେପ୍ଟିଲିଆ |
ଗୋଷ୍ଠୀ: | ଆର୍ଚ୍ଚୋସୌରିଆ |
Clade: | Pseudosuchia Zittel, 1887 |
Subgroups | |
Synonyms | |
Crocodylotarsi Benton & Clark, 1988[୧] |
ସୁଡ଼ୋସୁଚିଆ (Pseudosuchia; "ଛଦ୍ମ କୁମ୍ଭୀର/false crocodiles"), ଆର୍କୋସୁରିଆର ଦୁଇଟି ମୁଖ୍ୟ division ଭିତରୁ ଅନ୍ୟତମ ଏବଂ ଜୀବିତ କ୍ରୋକୋଡ଼ିଲିଆନ୍ ଗୁଡ଼ିକ ଏଥିରେ ଅନ୍ତର୍ଭୁକ୍ତ । ଆର୍କୋସର ଗୁଡ଼ିକର ପକ୍ଷୀମାନଙ୍କ ଅପେକ୍ଷା କ୍ରୋକୋଡ଼ିଲିଆନ୍ମାନଙ୍କ ସହ ଅଧିକ ସାମଞ୍ଜସ୍ୟ ଦେଖିବାକୁ ମିଳେ ( ଏହାକୁ ପ୍ରାୟତଃ "crocodilian-line archosaurs" ମଧ୍ୟ କୁହାଯାଏ) । ଏହି ନାମଟି ଆଗରୁ କୁମ୍ଭୀର-ଭଳି (crocodile-like) ଟ୍ରାଇଆସିକ ଯୁଗର ପ୍ରାଗ୍-ଐତିହାସିକ ସରୀସୃପଙ୍କ ପାଇଁ ବ୍ୟବହାର କରାଯାଉଥିଲା, କିନ୍ତୁ ବିଂଶ ଶତାବ୍ଦୀର ଶେଷ ଆଡ଼କୁ ଏହି ବ୍ୟବହାର ବନ୍ଦ ହୋଇଯାଇଥିଲା । ୧୯୯୦ରେ ପୂର୍ବରୁ ସୁଡ଼ୋସୁଚିଆନ୍ ଭାବେ କୁହାଯାଉଥିବା ଆର୍କୋସରର clade ଗୁଡ଼ିକୁ Crurotarsi ବୋଲି ନାମକରଣ କରାଯାଇଥିଲା । ଏହି ସମୟରେ, 'ସୁଡ଼ୋସୁଚିଆ'କୁ ବି ଏକ clade ଭାବେ ଗ୍ରହଣ କରାଯାଉଥିଲା, କିନ୍ତୁ ୨୦୧୧ ଯାଏଁ ତା'ର ସେପରି କିଛି ବିଶେଷ ବ୍ୟବହାର ନଥିଲା । ୨୦୧୧ରେ ଜୀବାଶ୍ମ ବିଜ୍ଞାନୀ ଷ୍ଟାର୍ଲିଙ୍ଗ ନେଶ୍ବିଟ୍ ପ୍ରସ୍ତାବଦେଲେ ଯେ Crurotarsiରେ crocodilian-line archosaurs ସହ ଅନ୍ୟ ସମସ୍ତ ଆର୍କୋସର - ପକ୍ଷୀ, ଉଡି ପାରୁନଥିବା ଡାଇନୋସର, ଓ ଟେରୋସର ଗୁଡ଼ିକ ଅନ୍ତର୍ଭୁକ୍ତ ହେବେ । ସୁଡ଼ୋସୁଚିଆ clade ଆଗଭଳି crocodilian-line archosaur ଗୁଡ଼ିକୁ ଦର୍ଶାଇବା ପାଇଁ ବ୍ୟବହାର ହେବ, ଏବଂ ତା'ପରଠାରୁ ଅନେକ ଆଧ୍ୟୟନ Nesbittଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ସୁଡ଼ୋସୁଚିଆ ବର୍ତ୍ତମାନ ପୂର୍ବପରି ଏକ ସାଧାରଣ ଶବ୍ଦ ହେଇଯାଇଛି ।
ଇତିହାସ
[ସମ୍ପାଦନା]ବର୍ଣ୍ଣନା
[ସମ୍ପାଦନା]ସୁଡ଼ୋସୁଚିଆ, ଆର୍କୋସୁରିଆ ଦୁଇଟି ମୁଖ୍ୟ "daughter" clade ଭିତରୁ ଅନ୍ଯତମ । ଏହାର ଖପୁରି (skull) ପ୍ରାୟତଃ ବହୁତ ବଡ଼ ହେଇଥାଏ, ଖାସ୍ କରି ଅର୍ନିଥୋଡାଏର୍ ଅପେକ୍ଷା ବଡ଼ ହେଇଥାଏ; ଏହାର snout ସରୁ ଏବଂ ଲମ୍ବା, ବେକ ଛୋଟ ଏବଂ ଶକ୍ତ ହୋଇଥାଏ ।
ବିବର୍ତ୍ତନ
[ସମ୍ପାଦନା]ଶ୍ରେଣୀବିଭାଗ
[ସମ୍ପାଦନା]ସୁଡ଼ୋସୁଚିଆକୁ ଏକ stem-based clade ଭାବେ ୧୯୮୫ରେ ଗ୍ରହଣ କରାଗଲା ।[୨] ନିମ୍ନୋକ୍ତ cladogramଟି Nesbitt (୨୦୧୧) ପ୍ରଦତ୍ତ କ୍ଲାଡୋଗ୍ରାମ ସଂଶୋଧିତ ରୂପ ଅଟେ (bold terminal taxa are collapsed).[୩]
Archosauriformes |
| ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ନିମ୍ନରେ Brusatte, Benton, Desojo ଏବଂ Langer (୨୦୧୦) ପରବର୍ତ୍ତୀ Cladogram ଦର୍ଶଯାଇଛି, bold terminal taxa are collapsed.[୪]
| |||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ଟୀକା
[ସମ୍ପାଦନା]- ↑ Benton, Michael J.; Clark, James M. (1988). "Archosaur phylogeny and the relationships of the Crocodylia". In Benton, Michael J. (ed.). Phylogeny and Classification of the Tetrapods. Vol. 1. Oxford: Clarendon Press. pp. 295–338.[permanent dead link]
- ↑ Gauthier, J. A.; Padian, K. (1985). "Phylogenetic, functional, and aerodynamic analyses of the origin of birds and their flight". In Hecht, M. K.; Ostrom, J. H.; Viohl, G. et al.. International Archaeopteryx Conference 1984. Eichstätt: Freunde des Jura-Museums. pp. 185–197.
- ↑ Nesbitt, S.J. (2011). "The early evolution of archosaurs: relationships and the origin of major clades" (PDF). Bulletin of the American Museum of Natural History. 352: 1–292. doi:10.1206/352.1.
- ↑ Stephen L. Brusatte; Michael J. Benton; Julia B. Desojo; Max C. Langer. 2010. The higher-level phylogeny of Archosauria (Tetrapoda: Diapsida). Journal of Systematic Palaeontology, 8: 1, 3 — 47pp. doi:10.1080/14772010903537732
ଆଧାର
[ସମ୍ପାଦନା]- Gauthier, J. (1986). "Saurischian monophyly and the origin of birds". In Padian, K. (ed.). The Origin of Birds and the Evolution of Flight. Memoirs California Academy of Sciences. Vol. 8. pp. 1–55.
{{cite book}}
: Cite has empty unknown parameter:|1=
(help) - Senter, P. (2005). "Phylogenetic taxonomy and the names of the major archosaurian (Reptilia) clades". PaleoBios. 25 (2): 1–7.
- Sereno, P. C. 2005. Stem Archosauria—TaxonSearch Archived 2007-02-21 at the Wayback Machine. [version 1.0, 7 November 2005]
ବାହାର ଲିଙ୍କ
[ସମ୍ପାଦନା]- Taxon Search - Pseudosuchia Archived 2007-03-11 at the Wayback Machine.
- Re: Even more last papers for 2005 Archived 2016-04-12 at the Wayback Machine. and follow up posts, on the Dinosaur Mailing List archives, for comments critical of applying "Pseudosuchia" in a cladistic context.