ସୁଡ଼ୋସୁଚିଆ
Pseudosuchia | |
---|---|
![]() | |
Ornithosuchidae | |
![]() | |
Suchia | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ![]() | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଶ୍ରେଣୀ: | ରେପ୍ଟିଲିଆ |
ଗୋଷ୍ଠୀ: | ଆର୍ଚ୍ଚୋସୌରିଆ |
Clade: | Pseudosuchia Zittel, 1887 |
Subgroups | |
Synonyms | |
Crocodylotarsi Benton & Clark, 1988[୧] |
ସୁଡ଼ୋସୁଚିଆ (Pseudosuchia; "ଛଦ୍ମ କୁମ୍ଭୀର/false crocodiles"), ଆର୍କୋସୁରିଆର ଦୁଇଟି ମୁଖ୍ୟ division ଭିତରୁ ଅନ୍ୟତମ ଏବଂ ଜୀବିତ କ୍ରୋକୋଡ଼ିଲିଆନ୍ ଗୁଡ଼ିକ ଏଥିରେ ଅନ୍ତର୍ଭୁକ୍ତ । ଆର୍କୋସର ଗୁଡ଼ିକର ପକ୍ଷୀମାନଙ୍କ ଅପେକ୍ଷା କ୍ରୋକୋଡ଼ିଲିଆନ୍ମାନଙ୍କ ସହ ଅଧିକ ସାମଞ୍ଜସ୍ୟ ଦେଖିବାକୁ ମିଳେ ( ଏହାକୁ ପ୍ରାୟତଃ "crocodilian-line archosaurs" ମଧ୍ୟ କୁହାଯାଏ) । ଏହି ନାମଟି ଆଗରୁ କୁମ୍ଭୀର-ଭଳି (crocodile-like) ଟ୍ରାଇଆସିକ ଯୁଗର ପ୍ରାଗ୍-ଐତିହାସିକ ସରୀସୃପଙ୍କ ପାଇଁ ବ୍ୟବହାର କରାଯାଉଥିଲା, କିନ୍ତୁ ବିଂଶ ଶତାବ୍ଦୀର ଶେଷ ଆଡ଼କୁ ଏହି ବ୍ୟବହାର ବନ୍ଦ ହୋଇଯାଇଥିଲା । ୧୯୯୦ରେ ପୂର୍ବରୁ ସୁଡ଼ୋସୁଚିଆନ୍ ଭାବେ କୁହାଯାଉଥିବା ଆର୍କୋସରର clade ଗୁଡ଼ିକୁ Crurotarsi ବୋଲି ନାମକରଣ କରାଯାଇଥିଲା । ଏହି ସମୟରେ, 'ସୁଡ଼ୋସୁଚିଆ'କୁ ବି ଏକ clade ଭାବେ ଗ୍ରହଣ କରାଯାଉଥିଲା, କିନ୍ତୁ ୨୦୧୧ ଯାଏଁ ତା'ର ସେପରି କିଛି ବିଶେଷ ବ୍ୟବହାର ନଥିଲା । ୨୦୧୧ରେ ଜୀବାଶ୍ମ ବିଜ୍ଞାନୀ ଷ୍ଟାର୍ଲିଙ୍ଗ ନେଶ୍ବିଟ୍ ପ୍ରସ୍ତାବଦେଲେ ଯେ Crurotarsiରେ crocodilian-line archosaurs ସହ ଅନ୍ୟ ସମସ୍ତ ଆର୍କୋସର - ପକ୍ଷୀ, ଉଡି ପାରୁନଥିବା ଡାଇନୋସର, ଓ ଟେରୋସର ଗୁଡ଼ିକ ଅନ୍ତର୍ଭୁକ୍ତ ହେବେ । ସୁଡ଼ୋସୁଚିଆ clade ଆଗଭଳି crocodilian-line archosaur ଗୁଡ଼ିକୁ ଦର୍ଶାଇବା ପାଇଁ ବ୍ୟବହାର ହେବ, ଏବଂ ତା'ପରଠାରୁ ଅନେକ ଆଧ୍ୟୟନ Nesbittଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ସୁଡ଼ୋସୁଚିଆ ବର୍ତ୍ତମାନ ପୂର୍ବପରି ଏକ ସାଧାରଣ ଶବ୍ଦ ହେଇଯାଇଛି ।
ଇତିହାସ[ସମ୍ପାଦନା]
ବର୍ଣ୍ଣନା[ସମ୍ପାଦନା]
ସୁଡ଼ୋସୁଚିଆ, ଆର୍କୋସୁରିଆ ଦୁଇଟି ମୁଖ୍ୟ "daughter" clade ଭିତରୁ ଅନ୍ଯତମ । ଏହାର ଖପୁରି (skull) ପ୍ରାୟତଃ ବହୁତ ବଡ଼ ହେଇଥାଏ, ଖାସ୍ କରି ଅର୍ନିଥୋଡାଏର୍ ଅପେକ୍ଷା ବଡ଼ ହେଇଥାଏ; ଏହାର snout ସରୁ ଏବଂ ଲମ୍ବା, ବେକ ଛୋଟ ଏବଂ ଶକ୍ତ ହୋଇଥାଏ ।
ବିବର୍ତ୍ତନ[ସମ୍ପାଦନା]
ଶ୍ରେଣୀବିଭାଗ[ସମ୍ପାଦନା]
ସୁଡ଼ୋସୁଚିଆକୁ ଏକ stem-based clade ଭାବେ ୧୯୮୫ରେ ଗ୍ରହଣ କରାଗଲା ।[୨] ନିମ୍ନୋକ୍ତ cladogramଟି Nesbitt (୨୦୧୧) ପ୍ରଦତ୍ତ କ୍ଲାଡୋଗ୍ରାମ ସଂଶୋଧିତ ରୂପ ଅଟେ (bold terminal taxa are collapsed).[୩]
Archosauriformes |
| ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ନିମ୍ନରେ Brusatte, Benton, Desojo ଏବଂ Langer (୨୦୧୦) ପରବର୍ତ୍ତୀ Cladogram ଦର୍ଶଯାଇଛି, bold terminal taxa are collapsed.[୪]
| |||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ଟୀକା[ସମ୍ପାଦନା]
- ↑ Benton, Michael J.; Clark, James M. (1988). "Archosaur phylogeny and the relationships of the Crocodylia". In Benton, Michael J. (ed.). Phylogeny and Classification of the Tetrapods. 1. Oxford: Clarendon Press. pp. 295–338.
- ↑ Gauthier, J. A.; Padian, K. (1985). "Phylogenetic, functional, and aerodynamic analyses of the origin of birds and their flight". In Hecht, M. K.; Ostrom, J. H.; Viohl, G. et al.. International Archaeopteryx Conference 1984. Eichstätt: Freunde des Jura-Museums. pp. 185–197.
- ↑ Nesbitt, S.J. (2011). "The early evolution of archosaurs: relationships and the origin of major clades" (PDF). Bulletin of the American Museum of Natural History. 352: 1–292. doi:10.1206/352.1.
- ↑ Stephen L. Brusatte; Michael J. Benton; Julia B. Desojo; Max C. Langer. 2010. The higher-level phylogeny of Archosauria (Tetrapoda: Diapsida). Journal of Systematic Palaeontology, 8: 1, 3 — 47pp. doi:10.1080/14772010903537732
ଆଧାର[ସମ୍ପାଦନା]
- Gauthier, J. (1986). "Saurischian monophyly and the origin of birds". In Padian, K. (ed.). The Origin of Birds and the Evolution of Flight. Memoirs California Academy of Sciences. 8. pp. 1–55. Cite has empty unknown parameter:
|1=
(help) - Senter, P. (2005). "Phylogenetic taxonomy and the names of the major archosaurian (Reptilia) clades". PaleoBios. 25 (2): 1–7.
- Sereno, P. C. 2005. Stem Archosauria—TaxonSearch [version 1.0, 7 November 2005]
ବାହାର ଲିଙ୍କ[ସମ୍ପାଦନା]
- Taxon Search - Pseudosuchia
- Re: Even more last papers for 2005 and follow up posts, on the Dinosaur Mailing List archives, for comments critical of applying "Pseudosuchia" in a cladistic context.