ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର

ଉଇକିପିଡ଼ିଆ ରୁ
(Digital object identifier ରୁ ଲେଉଟି ଆସିଛି)
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନ ଦ୍ୱାରା ପରିଚାଳିତ ।[୧]

DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" ।[୨] ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।

ବସ୍ତୁର ମେଟାଡାଟା DOI ସହଯୋଗରେ ସାଇତାହୋଇଥାଏ । ଏଥିରେ ହୁଏତ ଏକ ଅବସ୍ଥିତି ଯଥା ୟୁଆରଏଲ (ବସ୍ତୁଟି କେଉଁଠି ମିଳିବ ତାହା ସୂଚାଇଥାଏ) ଆଦି ଅନ୍ତର୍ଭୁକ୍ତ । ଏକ ଡକୁମେଣ୍ଟ ପାଇଁ ଥିବା DOI ଉକ୍ତ ଡକୁମେଣ୍ଟର ଜୀବନକାଳ ସାରା ଠିକ ହୋଇ ରହିଥାଏ । ତେବେ ତାହାର ଅବସ୍ଥିତି ଓ ମେଟାଡାଟା ବଦଳିଥାଏ । ଏକ ଡକୁମେଣ୍ଟର DOIରୁ ତାହାର ମେଟାଡାଟା ବାବଦରେ ଜଣାଇବା ଯୋଗୁ କେବଳ URL ବ୍ୟବହାର କରିବା ଅପେକ୍ଷା ଏକ ସ୍ଥିର ଲିଙ୍କିଙ୍ଗ ମିଳିଥାଏ । କାରଣ URL ବଦଳିଲେ ମଧ୍ୟ ନୂଆ URLଟି ପାଇଁ ପ୍ରକାଶକଙ୍କୁ କେବଳ DOIର ମେଟାଡାଟା ବଦଳାଇବାକୁ ପଡ଼ିବ ।[୩][୪][୫]

ଏକ DOI ନାମ ମାନକ ସୂଚକ ରେଜିଷ୍ଟ୍ରି ଯଥା ISBN ଓ ISRC ଆଦି ଠାରୁ ଅଲଗା । ଏକ ସୂଚକ ରେଜିଷ୍ଟ୍ରିର ଉଦ୍ଦେଶ୍ୟ ଦିଆଯାଇଥିବା ଏକ ରେଜିଷ୍ଟ୍ରି ଦଳ ପରିଚାଳନା କରିବା । କିନ୍ତୁ DOIର ପ୍ରାଥମିକ କାମ କାମ କରିପାରୁଥିବା ଓ ଅନ୍ତଃକାର୍ଯ୍ୟକାରୀ ଏକ ସୂଚକମାନଙ୍କ ସମାହାର ତିଆରିକରିବା ।

Organizations that meet the contractual obligations of the DOI ବ୍ୟବସ୍ଥାର system and are willing to pay to become a member of the system can assign DOIs.[୬] The DOI system is implemented through a federation of registration agencies coordinated by the International DOI Foundation,[୭] which developed and controls the system. The DOI system has been developed and implemented in a range of publishing applications since 2000; by late April 2011 more than 50 million DOI names had been assigned by some 4,000 organizations.[୮] By April 2013 this number had grown to 85 million DOI names assigned through 9,500 organizations. The DOI system uses, but is not formally part of, the Handle System.[୯]

ବ୍ୟବହାର[ସମ୍ପାଦନା]

DOI ବ୍ୟବସ୍ଥାର ମୂଳ ବ୍ୟବହାରଗୁଡ଼ିକ ହେଲା:

  • ୩,୦୦୦ ପାଖାପାଖି ପ୍ରକାଶକଙ୍କ ମିଳିତ ସଂଗଠନ କ୍ରସରେଫ ଆଦି ଜରିଆରେ ଶିକ୍ଷାଭିତ୍ତିକ ଉପକରଣ (ଜର୍ଣ୍ଣାଲ ପ୍ରସଙ୍ଗ, ବହି, ଇବହି ଆଦି);
  • research datasets through DataCite, a consortium of leading research libraries, technical information providers, and scientific data centers;
  • European Union official publications through the EU publications office;
  • Permanent global identifiers for commercial video content through the Entertainment ID Registry, commonly known as EIDR.

ଆଧାର[ସମ୍ପାଦନା]

  1. Paskin, Norman (2010), "Digital Object Identifier (DOI®) System", Encyclopedia of Library and Information Sciences (3rd ed.
  2. "ISO 26324:2012(en), Information and documentation — Digital object identifier system".
  3. Witten, Ian H.; David Bainbridge & David M. Nichols (2010).
  4. Langston, Marc; Tyler, James (2004).
  5. "How the 'Digital Object Identifier' works".
  6. Davidson, Lloyd A.; Douglas, Kimberly (December 1998).
  7. "Welcome to the DOI System".
  8. "DOI® News, April 2011: 1.
  9. "The Handle System". 

ବାହାର ଲିଙ୍କ[ସମ୍ପାଦନା]