Jump to content

ସୁଗାମ୍ମାଡେକ୍ସ

ଉଇକିପିଡ଼ିଆ‌ରୁ
ସୁଗାମ୍ମାଡେକ୍ସ
Clinical data
Pronunciationsoo GAM ma dex
Trade namesBridion
SynonymsORG-25969
AHFS/Drugs.commonograph
data
Pregnancy
category
    Routes of
    administration
    Intravenous
    Legal status
    Legal status
    Pharmacokinetic data
    Onset of action2 to 3 minutes[୪]
    Identifiers
    ECHA InfoCard100.121.931 Edit this at Wikidata
    Chemical and physical data
    FormulaC72H112O48S8
    Molar mass୨,୦୦୨.୧୨ g·mol−1
    3D model (JSmol)
    • C(CSCC1C2C(C(C(O1)OC3C(OC(C(C3O)O)OC4C(OC(C(C4O)O)OC5C(OC(C(C5O)O)OC6C(OC(C(C6O)O)OC7C(OC(C(C7O)O)OC8C(OC(C(C8O)O)OC9C(OC(O2)C(C9O)O)CSCCC(=O)O)CSCCC(=O)O)CSCCC(=O)O)CSCCC(=O)O)CSCCC(=O)O)CSCCC(=O)O)CSCCC(=O)O)O)O)C(=O)O
    • InChI=1S/C72H112O48S8/c73-33(74)1-9-121-17-25-57-41(89)49(97)65(105-25)114-58-26(18-122-10-2-34(75)76)107-67(51(99)43(58)91)116-60-28(20-124-12-4-36(79)80)109-69(53(101)45(60)93)118-62-30(22-126-14-6-38(83)84)111-71(55(103)47(62)95)120-64-32(24-128-16-8-40(87)88)112-72(56(104)48(64)96)119-63-31(23-127-15-7-39(85)86)110-70(54(102)46(63)94)117-61-29(21-125-13-5-37(81)82)108-68(52(100)44(61)92)115-59-27(19-123-11-3-35(77)78)106-66(113-57)50(98)42(59)90/h25-32,41-72,89-104H,1-24H2,(H,73,74)(H,75,76)(H,77,78)(H,79,80)(H,81,82)(H,83,84)(H,85,86)(H,87,88)/t25-,26-,27-,28-,29-,30-,31-,32-,41-,42-,43-,44-,45-,46-,47-,48-,49-,50-,51-,52-,53-,54-,55-,56-,57-,58-,59-,60-,61-,62-,63-,64-,65-,66-,67-,68-,69-,70-,71-,72-/m1/s1 ☒N
    • Key:WHRODDIHRRDWEW-VTHZAVIASA-N ☒N
      (verify)

    ସୁଗାମ୍ମାଡେକ୍ସ, ଏକ ବେପାର ନାମ ବ୍ରିଣ୍ଡିଓନ, ହେଉଛି ରୋକୁରୋନିୟମ ଏବଂ ଭେକୁରୋନିଅମ ଦ୍ୱୟର ନ୍ୟୁରୋମସ୍କୁଲାର ଅବରୋଧକୁ ଓଲଟାଇବା ପାଇଁ ବ୍ୟବହୃତ ଏକ ଔଷଧ ।[୨] ଏହା ଶିରାରେ ଇଞ୍ଜେକସନ ଆକାରରେ ବ୍ୟବହୃତ ହୁଏ ।[୪] ଏହାର ପ୍ରଭାବ ସାଧାରଣତ ୨ରୁ ୩ ମିନିଟ ମଧ୍ୟରେ ଆରମ୍ଭ ହୁଏ ।[୪]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଶ, ନିଶ୍ଚେତକ ପ୍ରଭାବ ଗତ ହେବା ପରେ ବାୟୁପଥରେ ସମସ୍ୟା, ନିମ୍ନ ରକ୍ତଚାପ ଏବଂ ଅସ୍ୱାଭାବିକ ହୃଦସ୍ପନ୍ଦନ ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକସିସ୍, ବାନ୍ତି ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୪] ଏହା ଏକ ଚୟନକାରୀ ଶିଥିଳଦାୟକ ବାଇଣ୍ଡିଂ ଏଜେଣ୍ଟ (SRBA) ଯାହା କିଛି ଔଷଧ ସହିତ ମିଶିଯାଇ ନିଷ୍କ୍ରିୟ କରିଥାଏ ।

    ୨୦୦୮ ମସିହାରେ ୟୁରୋପରେ ଏବଂ୨୦୧୫ରେ ଯୁକ୍ତରାଷ୍ଟ୍ରରେ ବ୍ୟବହାର ପାଇଁ ସୁଗାମ୍ମାଡେକ୍ସ ଅନୁମୋଦିତ ହୋଇଥିଲା ।[୩][୪] [୫] ଯୁକ୍ତରାଷ୍ଟ୍ରରେ ୨୦୦୦ ମିଗ୍ରା ଏହି ରାଶିର ମୂଲ୍ୟ ପ୍ରାୟ ୧,୨୦୦ ଡଲାର ଅଟେ । [୬]

    1. ↑ "Bridion 100 mg/ml solution for injection - Summary of Product Characteristics (SmPC)". (emc). 18 March 2021. Archived from the original on 27 June 2021. Retrieved 27 June 2021.
    2. 1 2 "Bridion- sugammadex injection, solution". DailyMed. 14 December 2018. Archived from the original on 10 June 2020. Retrieved 10 June 2020.
    3. 1 2 3 "Bridion EPAR". European Medicines Agency (EMA). Archived from the original on 10 June 2020. Retrieved 10 June 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
    4. 1 2 3 4 5 "Sugammadex Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 22 January 2021. Retrieved 15 October 2021.
    5. ↑ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1410. ISBN 978-0-85711-369-6.{{cite book}}: CS1 maint: date format (link)
    6. ↑ "Bridion Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 15 October 2021.