ସୁକ୍ରୋଫେରିକ ଅକ୍ସିହାଇଡ୍ରକ୍ସାଇଡ
| Clinical data | |
|---|---|
| Trade names | Velphoro |
| AHFS/Drugs.com | monograph |
| data |
|
| Pregnancy category |
|
| Routes of administration | By mouth (chewable tablets) |
| Legal status | |
| Legal status | |
| Chemical and physical data | |
| Formula | Varies |
ସୁକ୍ରୋଫେରିକ ଅକ୍ସିହାଇଡ୍ରକ୍ସାଇଡ (ଇଂରାଜୀ ଭାଷାରେ Sucroferric oxyhydroxide), ଭେଲଫୋରୋ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା କ୍ରନିକ ବୃକ୍କ ରୋଗ (CKD) ଯୋଗୁ ଡାଏଲିସିସରେ ଥିବା ଉଚ୍ଚ ଫସଫେଟ ସ୍ତରର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] ଏହାର ଚୋବେଇ ଖାଇବା ଚର୍ବଣ ବଟିକାକୁ ପାଟିରେ ଦିଆଯାଏ ।[୪] [୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା ଏବଂ ମଳ ରଙ୍ଗୀନ ହୋଇପାରେ ।[୩] ହେମୋକ୍ରୋମାଟୋସିସ/ ଲୌହ ଅତିଭାର ରୋଗୀଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ ନୁହେଁ ।[୩] ଗର୍ଭାବସ୍ଥା ଏବଂ ସ୍ତନ୍ୟପାନ ସମୟରେ ଏହା ବ୍ୟବହାର କଲେ ନିରାପଦ ଜଣାଯାଏ | [୪] ଏହା ଏକ ଲୁହା ଭିତ୍ତିକ ଫସଫେଟ୍ ବାଇଣ୍ଡର୍, ଯାହା ଶରୀରରେ ଅନ୍ତନଳୀରୁ ଫସଫେଟ ଅବଶୋଷଣକୁ ପ୍ରତିରୋଧ କରିଥାଏ | [୩]
୧୯୫୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସୁକ୍ରୋଫେରିକ ଅକ୍ସିହାଇଡ୍ରକ୍ସାଇଡ ଅନୁମୋଦିତ ହୋଇଥିଲା ।[୪] ୨୦୧୪ରେ ଉଚ୍ଚ ଫସଫେଟ ପାଇଁ ଏହା ୟୁରୋପରେ ଅନୁମୋଦିତ ହୋଇଥିଲା ।[୩] ଯୁକ୍ତରାଜ୍ୟରେ ଦିନକୁ ତିନିଥର ୫୦୦ ମିଗ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୮୦ ପାଉଣ୍ଡ ଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ପ୍ରାୟ ୧୫୦୦ ଡଲାର ଅଟେ ।[୬]
ଆଧାର
[ସମ୍ପାଦନା]- ↑ "Velphoro 500 mg chewable tablets - Summary of Product Characteristics (SmPC)". (emc). 9 April 2019. Archived from the original on 2 July 2020. Retrieved 1 June 2020.
- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;Velphoro FDA labelନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - 1 2 3 4 5 6 "Velphoro". Archived from the original on 1 July 2020. Retrieved 15 October 2021.
- 1 2 3 4 "Sucroferric Oxyhydroxide Monograph for Professionals". Drugs.com (in ଇଂରାଜୀ). Archived from the original on 1 July 2020. Retrieved 15 October 2021.
- ↑ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1116. ISBN 978-0-85711-369-6.
{{cite book}}: CS1 maint: date format (link) - ↑ "Velphoro Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 January 2021. Retrieved 15 October 2021.