ସୁଅମେନଲିନ୍ନା
ଦେଖଣା
(ସୁଓମେନ୍ଲିନା ଦ୍ଵିପ , ଫିନଲାଣ୍ଡରୁ ଲେଉଟି ଆସିଛି)
ଏହି ପ୍ରସଙ୍ଗଟିରେ ଥିବା ଅଦରକାରୀ ଲେଖାସବୁ ହଟାଇ ଭଲକରି ଲେଖିବାକୁ ହେବ । ଏହାର ମାନ ଅଧୁନା ଉଇକିପିଡ଼ିଆର ମାନଦଣ୍ଡ ଅନୁସାରେ ଅନୁପଯୁକ୍ତ । କାରଣ: ନିମ୍ନମାନର ଲିଖନଶୈଳୀ । ଅତ୍ୟାବଶ୍ୟକୀୟ ତଥ୍ୟ ଓ ଆଧାର ନାହିଁ । ଦୟାକରି ଏହି ଲେଖାଟିକୁ ସୁଧାରିଦିଅନ୍ତୁ । ଏହି ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ କିଛି ଆଲୋଚନା ବି ହୋଇଥାଇପାରେ । (ମଇ ୨୦୨୧) |
Suomenlinna Sveaborg | |
---|---|
ଅବସ୍ଥାନ | Helsinki, Finland |
ଦିଗବାରେଣି | 60°08′37″N 24°59′04″E / 60.14361°N 24.98444°E |
Official name: Fortress of Suomenlinna | |
ପ୍ରକାର | Cultural |
ମାନଦଣ୍ଡ | iv |
Designated | 1991 (15th session) |
Reference no. | 583 |
State Party | Finland |
Region | Europe and North America |
ସୁଅମେନଲିନ୍ନା ( ୧୯୧୮ ମସିହା ଯାଏଁ ଫିନ ଭାଷାରେ ଭିଆପୋରି ବା ସ୍ୱେଡିସ ଭାଷାରେ ଭିଆବର୍ଗ , ଯାହାକୁ ପ୍ରକୃତ ଅର୍ଥ ଭାବରେ ନିଆଗଲେ " ଫିନଲାଣ୍ଡର ଦୁର୍ଗ " ବୋଲି କୁହାଯାଇପାରିବ । ତାହା ପ୍ରକୃତରେ ଏକ ସାମୁଦ୍ରିକ ଦୁର୍ଗ , ଯାହା ଫିନଲାଣ୍ଡ ଦେଶର ରାଜଧାନୀ ହେଲସିଙ୍କି ସହରର ପୋତାଶ୍ରୟ ନିକଟରେ ଅବସ୍ଥିତ ଓ ୬ ଗୋଟି ଦ୍ୱିପ ଉପରେ ନିର୍ମିତ । ଏହା ବର୍ତ୍ତମାନ ହେଲସିଙ୍କି ସହରର ଏକ ପର୍ଯ୍ୟଟକ ଆକର୍ଷଣ ତଥା ଯୁଦ୍ଧ ସ୍ମାରକୀ ଭାବରେ ରହିଛି । ଇଉନେସ୍କୋଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳୀ ଭାବରେ ସ୍ୱୀକୃତ ହେଇଥିବା ଏହି ସ୍ଥାନ ଏକ ଅତ୍ୟନ୍ତ ସୁନ୍ଦର ବଣଭୋଜି ସ୍ଥଳହେବା ସହ ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣ । ପୂର୍ବରୁ ସ୍ୱିଡେନ ଅଧୀନରେ ଥିବା ଏହି ଦୁର୍ଗକୁ ଭିଆ ବର୍ଗ କୁହାଯାଉଥିଲା ବେଳେ ସ୍ୱାଧୀନ ଫିନଲାଣ୍ଡ ଅଧୀନକୁ ଆସିଲା ପରେ ଏହାକୁ "ସୁଅମେନଲିନ୍ନା କୁହାଗଲା ।