ସୀମା ତୋମାର
ଦେଖଣା
ବ୍ୟକ୍ତିଗତ ତଥ୍ୟ | |
---|---|
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଜନ୍ମ | ଜୋହରୀ, ବାଘପଟ, ଉତ୍ତର ପ୍ରଦେଶ, ଭାରତ | ୩ ଜୁଲାଇ ୧୯୮୨
ଘର | ନୋଏଡା, Gautam Buddhnagar, Uttar Pradesh, India |
Sport | |
ଦେଶ | India |
କ୍ରୀଡ଼ା | ଟ୍ରାପ୍ ବନ୍ଧୁକଚାଳନା ଖେଳାଳି, ସଟ୍ ଗନ୍ |
ସୀମା ତୋମାର (ହିନ୍ଦୀ : सीमा तोमर) (ଜନ୍ମ ୩ ଜୁଲାଇ ୧୯୮୨) ଜଣେ ଭାରତୀୟ ଟ୍ରାପ୍ ବନ୍ଧୁକଚାଳନା ଖେଳାଳି ।[୧] ସେ ଏକମାତ୍ର ଭାରତୀୟ ଭାବେ ବିଶ୍ୱକପରେ ସଟ୍ଗନ୍ରେ ରୌପ୍ୟ ପଦକ ଜିତିଥିଲେ । ସେ ଜହରୀ ଗ୍ରାମର ବାସିନ୍ଦା ।[୨] ତାଙ୍କ ପରିବାରରେ ପ୍ରତି ତୃତୀୟ ମହିଳା ଜଣେ ବନ୍ଧୁକଚାଳନା ଖେଳାଳି ଓ ତାଙ୍କ ମାଆ ପ୍ରକାଶୀ ତୋମାର୍ ଦେଶର ସବୁଠାରୁ ବୟସ୍କ ବନ୍ଧୁକଚାଳନା ଖେଳାଳି । ସେ ବର୍ତ୍ତମାନ ଭାରତୀୟ ସେନାରେ ଅବସ୍ଥାପିତ ।
ଜୀବନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Special Interview: सीमा तोमर ने कहा- वर्ल्ड चैंपियनशिप में चाइना की खिलाड़ी मेरे लिए कोई चुनौती नहीं". www.patrika.com.
- ↑ Times Of India. "Seema Tomar wins women's trap nationals". Retrieved 30 August 2017.