ସୀମା ତୋମାର

ଉଇକିପିଡ଼ିଆ‌ରୁ
ସୀମା ତୋମାର
ବ୍ୟକ୍ତିଗତ ତଥ୍ୟ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଜନ୍ମ (1982-07-03) ୩ ଜୁଲାଇ ୧୯୮୨ (ବୟସ ୪୧)
ଜୋହରୀ, ବାଘପଟ, ଉତ୍ତର ପ୍ରଦେଶ, ଭାରତ
ଘରନୋଏଡା, Gautam Buddhnagar, Uttar Pradesh, India
Sport
ଦେଶIndia
କ୍ରୀଡ଼ାଟ୍ରାପ୍ ବନ୍ଧୁକଚାଳନା ଖେଳାଳି, ସଟ୍ ଗନ୍

ସୀମା ତୋମାର (ହିନ୍ଦୀ : सीमा तोमर) (ଜନ୍ମ ୩ ଜୁଲାଇ ୧୯୮୨) ଜଣେ ଭାରତୀୟ ଟ୍ରାପ୍ ବନ୍ଧୁକଚାଳନା ଖେଳାଳି ।[୧] ସେ ଏକମାତ୍ର ଭାରତୀୟ ଭାବେ ବିଶ୍ୱକପରେ ସଟ୍‌ଗନ୍‌ରେ ରୌପ୍ୟ ପଦକ ଜିତିଥିଲେ । ସେ ଜହରୀ ଗ୍ରାମର ବାସିନ୍ଦା ।[୨] ତାଙ୍କ ପରିବାରରେ ପ୍ରତି ତୃତୀୟ ମହିଳା ଜଣେ ବନ୍ଧୁକଚାଳନା ଖେଳାଳି ଓ ତାଙ୍କ ମାଆ ପ୍ରକାଶୀ ତୋମାର୍ ଦେଶର ସବୁଠାରୁ ବୟସ୍କ ବନ୍ଧୁକଚାଳନା ଖେଳାଳି । ସେ ବର୍ତ୍ତମାନ ଭାରତୀୟ ସେନାରେ ଅବସ୍ଥାପିତ ।

ଜୀବନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Special Interview: सीमा तोमर ने कहा- वर्ल्‍ड चैंपियनशिप में चाइना की खिलाड़ी मेरे लिए कोई चुनौती नहीं". www.patrika.com.
  2. Times Of India. "Seema Tomar wins women's trap nationals". Retrieved 30 August 2017.