Jump to content

ସିଷ୍ଟିମାଇନ

ଉଇକିପିଡ଼ିଆ‌ରୁ
ସିଷ୍ଟିମାଇନ
INN: mercaptamine
Skeletal formula (top)
Ball-and-stick model of the cysteamine
Clinical data
Trade namesCystagon, Procysbi, Cystaran, others
SynonymsMercaptamine bitartrate, 2-Aminoethanethiol, β-Mercaptoethylamine, 2-Mercaptoethylamine, decarboxycysteine, thioethanolamine, cysteamine (USAN US)
AHFS/Drugs.commonograph
data
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    By mouth, eye drops
    Legal status
    Legal status
    Identifiers
    • 2-Aminoethane-1-thiol
    ECHA InfoCard100.000.421 Edit this at Wikidata
    Chemical and physical data
    FormulaC2H7NS
    Molar mass୭୭.୧୫ g·mol−1
    3D model (JSmol)
    Melting point95 to 97 °C (203 to 207 °F)
    • C(CS)N
    • InChI=1S/C2H7NS/c3-1-2-4/h4H,1-3H2 checkY
    • Key:UFULAYFCSOUIOV-UHFFFAOYSA-N

    ସିଷ୍ଟିମାଇନ, ମର୍କାପ୍ଟାମାଇନ୍ ଭାବରେ ମଧ୍ୟ ଜଣାଶୁଣା, ଏକ ଔଷଧ ଯାହା ସିଷ୍ଟିନୋସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୭] ବୃକ୍‌କର ଚିକିତ୍ସା କରିବା ପାଇଁ ପାଟିରେ ଔଷଧ ଦିଆଯାଏ ଏବଂ ଆଖି ପାଇଁ ଆଖି ବୁନ୍ଦା ପକାଯାଏ ।[୫] [୪] ଶ୍ୱେତ ରକ୍ତ କଣିକାରେ ସିଷ୍ଟିନ ସ୍ତର ଉପରେ ଆଧାର କରି ଏହାର ମାତ୍ରା ସଜାଡ଼ିବା ଉଚିତ୍ ।[୫]

    ପାଟିରେ ଔଷଧ ଦେଲେ ସାଧାରଣତଃ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା ଏବଂ ଜ୍ୱର ହୋଇପାରେ ।[୫] ଆଖିରେ ବୁନ୍ଦା ପକେଇଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖିର ଉତ୍ତେଜନା, ଜଳୀୟ ଆଖି ଏବଂ ଅସ୍ପଷ୍ଟ ଦୃଷ୍ଟିଶକ୍ତି ହୋଇପାରେ ।[୬] ଗର୍ଭାବସ୍ଥାରେ ନିରାପତ୍ତା ଅସ୍ପଷ୍ଟ, ଅନ୍ୟ ପ୍ରାଣୀମାନଙ୍କରେ କ୍ଷତି ହେବାର ପ୍ରମାଣ ଅଛି | [୮] ଏହା ସିଷ୍ଟିନ (cystine) ସ‌ହିତ ସିଷ୍ଟିମାଇନ ପ୍ରତିକ୍ରିୟା କରି ସିଷ୍ଟାଇନ୍ (cysteine) ଏବଂ ଶରୀର ଲୁଣ ପ୍ରସ୍ତୁତ କରେ ଯାହା ଦେହ ବାହାର କରିଦେଇପାରେ ।[୫]

    ୧୯୯୪ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୧୯୯୭ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସିଷ୍ଟିମାଇନ ଅନୁମୋଦିତ ହୋଇଥିଲା ।[୭] [୫] ଯୁକ୍ତରାଜ୍ୟରେ ଏହାର ୧୦୦ ମିଗ୍ରା ବିଶିଷ୍ଟ ୧୦୦ଟି ବଟିକାର ମୂଲ୍ୟ ପ୍ରାୟ ୧୯୦ ପାଉଣ୍ଡ; ୨୦୨୧ ମସିହା ସୁଦ୍ଧା ୫ ମିଲି ଆଖି ବୁନ୍ଦା ମୂଲ୍ୟ ପ୍ରାୟ ୮୬୫ ପାଉଣ୍ଡ ଅଟେ ।[୯] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ବଟିକାର ମୂଲ୍ୟ ପ୍ରାୟ ୨୨,୨୦୦ ଡଲାର ଅଟେ ଓ ଆଖି ବୁନ୍ଦା ମୂଲ୍ୟ ପ୍ରାୟ ୨,୦୦୦ ଡଲାର୍ | [୧୦] [୧୧]

    1. ↑ "Cystagon 150 mg hard capsules - Summary of Product Characteristics (SmPC)". (emc). 19 June 2019. Archived from the original on 9 June 2021. Retrieved 28 April 2020.
    2. ↑ "Cystadrops 3.8 mg/mL eye drops solution - Summary of Product Characteristics (SmPC)". (emc). 19 June 2019. Archived from the original on 9 June 2020. Retrieved 9 June 2020.
    3. ↑ "Procysbi 25 mg gastro-resistant hard capsules - Summary of Product Characteristics (SmPC)". (emc). 17 September 2019. Archived from the original on 22 January 2021. Retrieved 9 June 2020.
    4. 1 2 "Cystaran- cysteamine hydrochloride solution".
    5. 1 2 3 4 5 6 "Cystagon EPAR".
    6. 1 2 "Cystadrops EPAR".
    7. 1 2 "Cysteamine". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 11 January 2022. Retrieved 7 January 2022.
    8. ↑ "Cysteamine ophthalmic Use During Pregnancy". Drugs.com (in ଇଂରାଜୀ). Archived from the original on 29 October 2020. Retrieved 7 January 2022.
    9. ↑ BNF 81: March-September 2021. BMJ Group and the Pharmaceutical Press. 2021. p. 1111. ISBN 978-0857114105.
    10. ↑ "Procysbi Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 16 January 2021. Retrieved 7 January 2022.
    11. ↑ "Cystadrops Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 7 January 2022.