ସିଲୋଡୋସିନ

ଉଇକିପିଡ଼ିଆ‌ରୁ
ସିଲୋଡୋସିନ
Clinical data
Trade namesUrief, Rapaflo, Silodyx, others
SynonymsKAD-3213, KMD-3213
AHFS/Drugs.commonograph
MedlinePlusa609002
data
Pregnancy
category
  • US: B (No risk in non-human studies)
Routes of
administration
By mouth
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx-only
  • ℞ (Prescription only)
Pharmacokinetic data
Bioavailability32%
Protein binding96.6%
MetabolismLiver glucuronidation (UGT2B7-mediated); also minor CYP3A4 involvement
Elimination half-life13±8 hours[ଆଧାର ଲୋଡ଼ା]
Excretion33.5% renal, 54.9% fecal
Identifiers
  • 1-(3-hydroxypropyl)-5-[(2R)-({2-[2-[2-(2,2,2-trifluoroethoxy)phenoxy]ethyl}amino)propyl]indoline-7-carboxamide
ECHA InfoCard100.248.664 Edit this at Wikidata
Chemical and physical data
FormulaC25H32F3N3O4
Molar mass୪୯୫.୫୪ g·mol−1
3D model (JSmol)
  • FC(F)(F)COc3ccccc3OCCN[C@H](C)Cc1cc2c(c(c1)C(=O)N)N(CC2)CCCO
  • InChI=1S/C25H32F3N3O4/c1-17(30-8-12-34-21-5-2-3-6-22(21)35-16-25(26,27)28)13-18-14-19-7-10-31(9-4-11-32)23(19)20(15-18)24(29)33/h2-3,5-6,14-15,17,30,32H,4,7-13,16H2,1H3,(H2,29,33)/t17-/m1/s1 checkY
  • Key:PNCPYILNMDWPEY-QGZVFWFLSA-N checkY
  (verify)

ସିଲୋଡୋସିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ରାପାଫ୍ଲୋ, ହେଉଛି ଏକ ଔଷଧ ଯାହା ବିନାଇନ ପ୍ରୋଷ୍ଟାଟିକ ହାଇପରପ୍ଲାସିଆ (BPH) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ୫α ରିଡକ୍ଟେଜ ଇନହିବିଟର ସହିତ ଏକତ୍ର ବ୍ୟବହୃତ ହୋଇପାରେ ।[୨] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପଶ୍ଚାତଗାମୀ ସ୍ଖଳନ, ମୁଣ୍ଡ ବୁଲାଇବା, ଛିଡା ହେବା ସହିତ ନିମ୍ନ ରକ୍ତଚାପ ଏବଂ ନାକ ଭରି ରହିଥାଏ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇଣ୍ଟ୍ରାଅପରେଟିଭ୍ ଫ୍ଲପି ଆଇରିସ୍ ସିଣ୍ଡ୍ରୋମ ହୋଇପାରେ ।[୧] ଯକୃତ କିମ୍ବା ବୃକ୍‌କ ଜନିତ ସମସ୍ୟା ଥିବା ଲୋକଙ୍କଠାରେ ଏହାର ବ୍ୟବହାରକୁ ସୁପାରିଶ କରାଯାଏ ନାହିଁ ।[୨] ଏହା ଏକ α1-ଆଡ୍ରେନୋସେପ୍ଟର ଆଣ୍ଟାଗୋନିଷ୍ଟ ଯାହା ମୂତ୍ରାଶୟ ଏବଂ ପ୍ରୋଷ୍ଟେଟରେ ମାଂସପେଶୀକୁ ଆରାମ ଶିଥିଳ କରିବାରେ ସାହାଯ୍ୟ କରେ ।[୧]

୨୦୦୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୦ ମସିହାରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଏହା ଅନୁମୋଦିତ ହୋଇଥିଲା ।[୨] [୧] ଯୁକ୍ତରାଷ୍ଟ୍ରରେ ୩ ମାସର ଚିକିତ୍ସା ଖର୍ଚ୍ଚ ବାବଦ ୨୦୨୧ ସୁଦ୍ଧା ପ୍ରାୟ ୩୪ ଡଲାର ଥିଲା ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Silodyx EPAR". European Medicines Agency (EMA). 2010-01-10. Archived from the original on 2021-05-16. Retrieved 2021-07-27.
  2. ୨.୦ ୨.୧ ୨.୨ ୨.୩ "Silodosin Monograph for Professionals". Drugs.com (in ଇଂରାଜୀ). Archived from the original on 10 August 2020. Retrieved 12 October 2021.
  3. "Silodosin Prices, Coupons & Savings Tips - GoodRx". GoodRx. Archived from the original on 4 May 2016. Retrieved 12 October 2021.