ସିଲାଓ
ସିଲାଓ Silao | |
---|---|
city of sweets | |
ଦେଶ | ଭାରତ |
ରାଜ୍ୟ | ବିହାର |
ଜିଲ୍ଲା | ନାଳନ୍ଦା |
Elevation | 60 m (200 ft) |
ଜନସଂଖ୍ୟା (2011) | |
• ମୋଟ | ୨୫,୬୧୮ |
Languages | |
• Official | ମଗଧୀ, ହିନ୍ଦୀ |
ସମୟ ମଣ୍ଡଳ | UTC+5:30 (IST) |
ସିଲାଓ ଏକ ଭାରତୀୟ ବିଜ୍ଞାପିତ ଅଞ୍ଚଳ (Notified area) ଅଟେ । ଏହା ବିହାରର ନାଳନ୍ଦା ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି[ସମ୍ପାଦନା]
ସିଲାଓ ୨୫.୦୮୩୨ ଉତ୍ତର ଅକ୍ଷାଂଶ ଓ ୮୫.୪୨୭୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୯୩ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସିଲାଓ ସହରର ମୋଟ ଜନସଂଖ୍ୟା ୨୦୧୭୭ ଅଟେ ।[୨] ସେଥି ମଧ୍ୟରୁ ୫୧.୯୬% ଜଣ ପରୁଷ ହୋଇଥିବା ବେଳେ ୪୮.୦୪% ଜଣ ନାରୀ ଅଟନ୍ତି । ସିଲାଓର ସାକ୍ଷରତା ହାର ୫୧.୬୨% ଅଟେ । ଏହା ଜାତୀୟ ହାରଠାରୁ ୧୩.୨୨% ପ୍ରତିଶତ କମ ଅଟେ । ସେଥିରୁ ୩୧.୦୨% ପ୍ରତିଶତ ପୁରୁଷ ଓ ୨୦.୬୧% ନାରୀ ଅଟନ୍ତି । ୧୯.୨୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା[ସମ୍ପାଦନା]
ହିନ୍ଦୀ ସିଲାଓର ସରକାରୀ ଭାଷା ଅଟେ ।
ଆଧାର[ସମ୍ପାଦନା]
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.