ସିଦି ଭାଷା
ଦେଖଣା
| Sidi | |
|---|---|
| ମାତୃଭାଷା ଅଞ୍ଚଳ | India |
| ଅଞ୍ଚଳ | Gujarat |
| ବିଲୁପ୍ତ | mid 20th century |
| ଭାଷା କୋଡ୍ | |
| ISO ୬୩୯-୩ | None (mis) |
G.404[୧] | |
ସିଦି (ହାସବି ନାମରେ ମଧ୍ୟ ପରିଚିତ) ଭାରତର ଏକ ବିଲୁପ୍ତ ବାଣ୍ଟୁ ଭାଷା । ଏହା ସ୍ୱାହିଲି ଭାଷାରୁ ଉଦ୍ଭୁତ । ବିଂଶ ଶତାବ୍ଦୀର ମଧ୍ୟ ଭାଗ ପର୍ଯ୍ୟନ୍ତ ଗୁଜରାଟର କାଠିଆୱାଡ଼ଠାରେ ପ୍ରଚଳିତ ଥିଲା । କ୍ରମଶଃ ଏହା ସମ୍ପୂର୍ଣ୍ଣ ଭାବରେ ବିଲୁପ୍ତ ହେଇଗଲା ।[୨]
ଆଧାର
[ସମ୍ପାଦନା]- ↑ Jouni Filip Maho, 2009. New Updated Guthrie List Online
- ↑ Whiteley, 1969, Swahili: The Rise of a National Language