ସିଂହାଞ୍ଚଳମ ମନ୍ଦିର
| ସିଂହାଞ୍ଚଳମ ମନ୍ଦିର | |
|---|---|
ସିଂହାଞ୍ଚଳମ ମନ୍ଦିର | |
| Religion | |
| ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
| District | Visakhapatnam |
| Location | |
| ସ୍ଥାନ | Simhachalam |
| Country | India |
| Architecture | |
| Type | କଳିଙ୍ଗ ସ୍ଥାପତ୍ୟ କଳା, South Indian |
| Website | |
| simhachalamdevasthanam.net/ | |
ସିଂହାଞ୍ଚଳମ ମନ୍ଦିର,ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହର ଉପକଣ୍ଠରେ ଥିବା ସିଂହାଞ୍ଚଳମ ସହରରେରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର । ଭଗବାନ ବିଷ୍ଣୁଙ୍କ ଅବତାର, ନୃସିଂହ ଦେବତା ଏଠାରେ ପୂଜା ପାଆନ୍ତି । ଏହି ମନ୍ଦିରର ମୁଖ୍ୟ ଉପାସନା ଗୃହ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ।
ବର୍ଣ୍ଣନା
[ସମ୍ପାଦନା]
ସିଂହ ଶବ୍ଦଟି ସିଂହକୁ ବୁଝାଉଥିବା ବେଳେ "ଅଚଳମ"ର ସଂସ୍କୃତ ଅର୍ଥ ପର୍ବତକୁ ବୁଝାଏ । ଏଠାରେ ଶ୍ରୀ ବାରହାଲକ୍ଷ୍ମୀ ନରସିଂହ ଆରାଧ୍ୟ ଦେବତା ଭାବରେ ପୂଜିତ ହେଇଥାନ୍ତି । ଏହି ମନ୍ଦିର ଭାରତରେ ଥିବା ୧୮ଟି ନରସିଂହ ଆରାଧନା ପିଠ ମଧ୍ୟରୁ ଗୋଟିଏ । ଏହି ମୂର୍ତି ବର୍ଷ ସାରା ଚନ୍ଦନ ପ୍ରଲେପରେ ଆଚ୍ଛାଦିତ ରହେ, କିନ୍ତୁ ବର୍ଷକରେ ଥରେ ଅକ୍ଷୟ ତୃତୀୟା ଅବସରରେ "ନିଜରୁପ ଦର୍ଶନ" ନାମରେ ୧୨ ଘଣ୍ଟା ପାଇଁ ମୁଖ ଅନାବରଣ କରାଯାଇଥାଏ ।[୧] ଏଠାରେ ବୈଶାଖ ମାସରେ ଚନ୍ଦନ ଯାତ୍ରା ବହୁ ଆଡମ୍ବର ସହକାରେ ପାଳିତ ହୁଏ ।
ଏଠାରେ ଥିବା ପ୍ରତିମୂର୍ତି ତ୍ରିଭଙ୍ଗୀ ଆକାରରେ ରହି ସିଂହ ମୁଖ୍ୟ ଥାଏ । ପ୍ରାଚୀନ କଳାର ମିଳିଥିବା ପାଣ୍ଡୁଲିପି ଅନୁସାରେ ୧୨୬୭ ମସିହାରେ ଏହା ନିର୍ମିତ ହେଇଥିବାର କୁହାଯାଏ । ଓଡ଼ିଆ ଓ ତେଲୁଗୁ ଭାଷାରେ ୨୫୨ଟି ଲେଖାରେ ଏ ବିଷୟରେ ଉଲ୍ଲେଖ ରହିଛି ।
ଗ୍ୟାଲେରି
[ସମ୍ପାଦନା]-
Stone throne behind the temple
-
Exit to the temple
-
Parking lot opposite the Gopuram
-
The long hike towards Simhachalam
-
Mandapa constructed in 2010
-
Temple exit
-
Wooden chariot at the temple
ପୁନଶ୍ଚ ଦେଖଣା
[ସମ୍ପାଦନା]- Sri Simhachala Kshetra Mahima, 1965 Telugu film
- 360 Degree View Of The Temple
ଆଧାର
[ସମ୍ପାଦନା]- ↑ "Simhachalam". Retrieved 6 August 2013.