ସିଂହାଞ୍ଚଳମ ମନ୍ଦିର

ଉଇକିପିଡ଼ିଆ ରୁ
Jump to navigation Jump to search
ସିଂହାଞ୍ଚଳମ ମନ୍ଦିର‌
ସିଂହାଞ୍ଚଳମ ମନ୍ଦିର‌
ସିଂହାଞ୍ଚଳମ ମନ୍ଦିର‌
ସିଂହାଞ୍ଚଳମ ମନ୍ଦିର‌ is located in Andhra Pradesh
ସିଂହାଞ୍ଚଳମ ମନ୍ଦିର‌
ସିଂହାଞ୍ଚଳମ ମନ୍ଦିର‌
Location in Andhra Pradesh
ଭୌଗୋଳିକ ଅବସ୍ଥିତି
ଦିଗବାରେଣି17°45′59″N 83°15′02″E / 17.7664°N 83.2505°E / 17.7664; 83.2505Coordinates: 17°45′59″N 83°15′02″E / 17.7664°N 83.2505°E / 17.7664; 83.2505
ଦେଶIndia
ରାଜ୍ୟAndhra Pradesh
ଜିଲ୍ଲାVisakhapatnam
ସ୍ଥାନSimhachalam
ପରମ୍ପରା
ମୁଖ୍ୟ ଆରାଧ୍ୟVishnu, Narasimha
ତିଆରି ଶୈଳୀକଳିଙ୍ଗ ସ୍ଥାପତ୍ୟ କଳା, South Indian
ଇତିହାସ ଓ ପାଳନ
ୱେବସାଇଟhttp://simhachalamdevasthanam.net/

ସିଂହାଞ୍ଚଳମ ମନ୍ଦିର‌,ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହର ଉପକଣ୍ଠରେ ଥିବା ସିଂହାଞ୍ଚଳମ ସହରରେରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର । ଭଗବାନ ବିଷ୍ଣୁଙ୍କ ଅବତାର, ନୃସିଂହ ଦେବତା ଏଠାରେ ପୂଜା ପାଆନ୍ତି । ଏହି ମନ୍ଦିରର ମୁଖ୍ୟ ଉପାସନା ଗୃହ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ । 

ବର୍ଣ୍ଣନା [ସମ୍ପାଦନା]

Statue at Simhachalam temple of Lord Narasimha killing the demon Hiranyakashipu

ସିଂହ ଶବ୍ଦଟି ସିଂହକୁ ବୁଝାଉଥିବା ବେଳେ "ଅଚଳମ"ର ସଂସ୍କୃତ ଅର୍ଥ ପର୍ବତକୁ ବୁଝାଏ । ଏଠାରେ ଶ୍ରୀ ବାରହାଲକ୍ଷ୍ମୀ ନରସିଂହ ଆରାଧ୍ୟ ଦେବତା ଭାବରେ ପୂଜିତ ହେଇଥାନ୍ତି । ଏହି ମନ୍ଦିର ଭାରତରେ ଥିବା ୧୮ଟି ନରସିଂହ ଆରାଧନା ପିଠ ମଧ୍ୟରୁ ଗୋଟିଏ । ଏହି ମୂର୍ତି ବର୍ଷ ସାରା ଚନ୍ଦନ ପ୍ରଲେପରେ ଆଚ୍ଛାଦିତ ରହେ, କିନ୍ତୁ ବର୍ଷକରେ ଥରେ ଅକ୍ଷୟ ତୃତୀୟା ଅବସରରେ "ନିଜରୁପ ଦର୍ଶନ" ନାମରେ ୧୨ ଘଣ୍ଟା ପାଇଁ ମୁଖ ଅନାବରଣ କରାଯାଇଥାଏ ।[୧] ଏଠାରେ ବୈଶାଖ ମାସରେ ଚନ୍ଦନ ଯାତ୍ରା ବହୁ ଆଡମ୍ବର ସହକାରେ ପାଳିତ ହୁଏ । 

ଏଠାରେ ଥିବା ପ୍ରତିମୂର୍ତି ତ୍ରିଭଙ୍ଗୀ ଆକାରରେ ରହି ସିଂହ ମୁଖ୍ୟ ଥାଏ । ପ୍ରାଚୀନ କଳାର ମିଳିଥିବା ପାଣ୍ଡୁଲିପି ଅନୁସାରେ ୧୨୬୭ ମସିହାରେ ଏହା ନିର୍ମିତ ହେଇଥିବାର କୁହାଯାଏ । ଓଡ଼ିଆ ଓ ତେଲୁଗୁ ଭାଷାରେ ୨୫୨ଟି ଲେଖାରେ ଏ ବିଷୟରେ ଉଲ୍ଲେଖ ରହିଛି । 

ଗେଲେରୀ [ସମ୍ପାଦନା]

ପୁନଶ୍ଚ ଦେଖଣା [ସମ୍ପାଦନା]

ଆଧାର [ସମ୍ପାଦନା]

  1. "Simhachalam". Retrieved 6 August 2013.