ସାଲ୍ଲୀ ରାଇଡ଼
Sally Kristen Ride | |||||||||||||||
---|---|---|---|---|---|---|---|---|---|---|---|---|---|---|---|
![]() Ride on July 10, 1984 | |||||||||||||||
ଜନ୍ମ | Sally Kristen Ride ମଇ ୨୬, ୧୯୫୧ Encino, Los Angeles, California, U.S. | ||||||||||||||
ମୃତ୍ୟୁ | ୨୩ ଜୁଲାଇ ୨୦୧୨ La Jolla, California, U.S. | (ବୟସ ୬୧)||||||||||||||
ମୃତ୍ୟର କାରଣ | Pancreatic cancer | ||||||||||||||
ଜାତୀୟତା | American | ||||||||||||||
ଶିକ୍ଷା |
| ||||||||||||||
ବୃତ୍ତି | Physicist | ||||||||||||||
ଜୀବନସାଥୀ(s) | Steven Hawley (m. 1982–1987; divorced) | ||||||||||||||
Partner(s) | Tam O'Shaughnessy (1985–2012; Ride's death) | ||||||||||||||
Parents |
| ||||||||||||||
ସମ୍ପର୍କୀୟ | Karen "Bear" Ride (sister) | ||||||||||||||
|
ସାଲ୍ଲୀ କ୍ରିଷ୍ଟିନ ରାଇଡ଼ ଥିଲେ ଜଣେ ଆମେରିକୀୟ ପଦାର୍ଥ ବିଜ୍ଞାନୀ ଏବଂ ମହାକାଶ ବିଜ୍ଞାନୀ। ସେ ୧୯୭୮ ମସିହାରେ ନାସାରେ ଯୋଗଦାନ କରିଥଲେ । ସେ ୧୯୮୩ ମସିହାରେ ମହାକାଶକୁ ଯାଇଥିଲେ ଏବଂ ସେ ଥିଲେ ପ୍ରଥମ ମେରିକିୟ ମହିଳା ଯିଏ କି ମହାକାଶକୁ ଯାଇଥିଲେ ।ବିଶ୍ୱରେ ପ୍ରଥମେ ଭାଲେଂଟିନା ତେରେସ୍କୋଭା(valentina tereshkova ୧୯୬୩ ମସିହାରେ ମହାକାଶ ଯାଇଥିଲେ ଏହାପରେ ୧୯୮୨ ମସିହାରେ ସ୍ୱଭେଟଲନା ସ୍ୱାଭିତସକାୟା(sveltlana savitskaya) ମହାକାଶ ଯାଇଥିଲେ । ସଲ୍ଲୀ ରାଇଡ଼ ଥିଲେ ବିଶ୍ୱର ତୃତୀୟ ମହାକାଶ ଯାତ୍ରୀ। ସେ ମାତ୍ର ୩୨ ବର୍ଷ ବୟସରେ ମହାକାଶ ଯାତ୍ରା କରିଥିଲେ ଯିଏ କି ଆମେରିକାର ସବୁଠୁ ଯୁବ ମହାକାଶ ଯାତ୍ରୀ ଥିଲେ ।ସେ ୨ ଥର ମହାକାଶ ଯାତ୍ରା କଲାପରେ ୧୯୮୭ ମସିହାରେ ନାସା(NASA)ରୁ ଚାଲି ଆସିଥିଲେ ଏବଂ କାଲିଫୋର୍ନିଆ ୟୁନିଭରସିଟିରେ ପଦାର୍ଥ ବିଜ୍ଞାନରେ ପ୍ରଫେସର ଭାବେ ନିଯୁକ୍ତ ହେଇଥିଲେ । ସେ ୨୦୧୨ ମସିହା ଜୁଲାଇ ମାସ ୨୩ ତାରିଖରେ କର୍କଟ ରୋଗରେ ମୂର୍ତ୍ୟୁ ବାରଣ କରିଥିଲେ ।